Daily Archives

ବଲାଙ୍ଗିର ସହରର ବିଭିନ୍ନ ସମସ୍ୟା ନେଇ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସାକ୍ଷାତ କରି ଆଲୋଚନା କଲେ ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ମୋ ସରକାରର ସଚିବ ଭି କେ ପାଣ୍ଡିଆନଙ୍କ ନିମନ୍ତ୍ରଣ ପୂର୍ବକ ଏକ ସ୍ୱଜନ୍ୟ ମୂଳକ
Read More...

ଜଳଛତ୍ର ଓ ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତ୍‌ମୁଣ୍ଡା ପଂଚାୟତ ହାଇସ୍କୁଲର ଜୁନିୟର ରେଡକ୍ରସ ୟୁନିଟ ତରଫରୁ କୁତ୍‌ମୁଣ୍ଡାଠାରେ ହୋଇଥିବା ୧୬ ପ୍ରହରୀ ନାମଯଜ୍ଞ ଅବସରରେ ୩ ଦିନ ଧରି ଲୋକମାନଙ୍କୁ ଚଳିତ ବର୍ଷର ପ୍ରଚଣ୍ଡ ରୁଦ୍ରତାପକୁ ଦୃଷ୍ଟିରେ ରଖି ଜଳଦାନ ଦେବ ସହ ଅଂଶୁଘାତ
Read More...

ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଚୈତ୍ର ପୂର୍ଣ୍ଣିମା ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ କରାଟେ ସ୍କୁଲରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଚୈତ୍ର ପୂର୍ଣ୍ଣମୀ ଉପଲକ୍ଷେ ମା’ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉପେନ୍ଦ୍ର ପ୍ରଧାନ ମା’ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା
Read More...

ପାଟଣାଗଡରେ ବିଷୁବ ମିଳନ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ମହାବିଷୁବ ମିଳନ ତଥା ଓଡିଆ ନବ ବର୍ଷ ଅବସରରେ ପାଟଣାଗଡ ସାଂସ୍କୃତିକ ପରିଷଦ ତରଫରୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଆସରରେ ଅଧ୍ୟକ୍ଷତା କରିଥିଲେ ସାଂସ୍କୃତିକ ପରିଷଦ ସଭାପତି ଅରୁଣ କୁମାର ପଟ୍ଟନାୟକ । ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଓଡିଶା
Read More...

ସମସ୍ତ ଦଣ୍ଡ କାଳୀ ପୀଠ ମାନଙ୍କରେ କାଳୀ ପୂଜା ସମାପନ

କଳାହାଣ୍ଡି (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ସମସ୍ତ କାମନା ଦଣ୍ଡ କାଳୀ ପୀଠମାନଙ୍କରେ ଯଥା ରୀତିନୀତିରେ କାଳୀ ପୂଜା ସମାପନ ହୋଇଯାଇଛି । ଦୁଇ ବର୍ଷ ହେଲା ମହାମାରୀ କୋରୋନା କଟକଣା ଯୋଗୁଁ ନିରାଡମ୍ବରରେ ବିଧି ପାଳନ ହୋଇଥିଲା । ଚଳିତ ବର୍ଷ ମା' କାଳୀଙ୍କ ତେର
Read More...

ଦେଓଗାଁ ବ୍ଳକର ଅଙ୍ଗନୱାଡି କେନ୍ଦ୍ରରେ ଅନିୟିତତା ଅଭିଯୋଗ

୨୦୫ କେନ୍ଦ୍ର ମଧ୍ୟରୁ ୫୯ କେନ୍ଦ୍ରର ନିଜସ୍ଵ କୋଠା ନାହିଁ - ବ୍ଲକ କାର୍ୟ୍ୟାଳୟ ଚାଲିଛି ରାଜିବ ଗାନ୍ଧୀ ସେବା କେନ୍ଦ୍ରରେ - ୧୭୭ କେନ୍ଦ୍ରରେ ପାଇଖାନା ନାହିଁ ଦେଓଗାଁ, (ମନୀଷ କୁମାର ସାହୁ) : ସରକାର ସମନ୍ୱିତ ଶିଶୁ ବିକାଶ ଯୋଜନାକୁ ଯେତେ ସକ୍ରିୟ କରିବାକୁ ଯାଉଛନ୍ତି ତାର ଭିତ୍ତି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

କଣ୍ଟିଲୋ ନୀଳମାଧବ ପୀଠକୁ ଖୁବଶୀଘ୍ର ଏକ ମାଷ୍ଟର ପ୍ଲାନ କରାଯାଇ ଦେଶାଭିମୁଖୀ କରାଯିବ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି. କେ. ପାଣ୍ଡିଆନ ଗୁରୁବାର କଣ୍ଟିଲୋ ନୀଳମାଧବ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ,
Read More...

ପୂର୍ବତନ ନଗରପାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ପୂର୍ବତନ ନଗରପାଳ ତଥା ବିଶିଷ୍ଟ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ବୃନ୍ଦାବନ ପଲାଇଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପାଳିତ ହୋଇଯାଇଛି । ଏଥିରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା
Read More...

“ନାଟକ ଅନ୍ତରୁ ଆଦ୍ୟ” ଦର୍ଶକଙ୍କ ମନ ମୋହିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ କଳା ପରିଷଦର ବିଷୁବ ମିଳନ ଓ ବାର୍ଷିକ ଉତ୍ସବ ଅବସରରେ ଉଦ୍‌ଯାପନୀ ସନ୍ଧ୍ୟାରେ ପରିବେଷିତ ହୋଇଛି ନାଟକ " ଅନ୍ତରୁ ଆଦ୍ୟ" ମଞ୍ଚସ୍ଥ ହୋଇଯାଇଛି । ଏହା ଜନମାନସକୁ ଅନେକ ଦିଗ ଦର୍ଶନ ଦେଇଛି । ଗଞ୍ଜାମ ଜିଲ୍ଲାରେ ଅଧୂନା ଅବସ୍ଥାପିତ ଜିଲ୍ଲା
Read More...