Daily Archives

ଗଛ ଲଗାଇଥିଲା ଜଙ୍ଗଲ ଏବଂ ପରିବେଶ ବିଭାଗ, ପୋଡ଼ିଦେଲା ପୂର୍ତ୍ତ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ପୁଞ୍ଜିପଥର ଛକ ଠାରୁ ବିଜୁ ଏକ୍ସପ୍ରେସ ସଡ଼କର ଅନତି ଦୂରରେ ଗୁଦେରପାଲି ପଟକୁ ଗଲାବେଳେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ ଯାହାକି ସମଗ୍ର ଅଞ୍ଚଳର ପରିବେଶ ପ୍ରେମୀଙ୍କ ହୃଦୟରେ କୁଠାରାଘାତ
Read More...

୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ୬ ଗିରଫ

କଟକ : ଟାଙ୍ଗୀ ବାଲିକୁଦା ନିକଟରୁ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡ୍ ଚଢାଉ କରି ଏହି ଗଞ୍ଜେଇ ଜବତ କରିଥିବା ସୂଚନା ରହିଛି । ଏହି ଚଢାଉରେ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୬ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଗଞ୍ଜେଇ ଚାଲାଣ ହେଉଥିବା
Read More...

ସଡକ ଦୁର୍ଘଟଣା : ଓଲଟିଲା ପିକ୍‌ଅପ, ଡ୍ରାଇଭର ଗୁରୁତର

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥର ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଲୁହାପଥର ବୋଝେଇ ଟ୍ରକ୍ ସହ ଏକ ମାଲବାହି ପିକଅପ୍ ଧକ୍କା ହୋଇତିବା ଖବର ମିଳିଛି । ଦୁର୍ଘଟଣାରେ ପିକଅପ୍‌ଟି ରାସ୍ତାରେ ଓଲଟି ପଡିବାରୁ ଡ୍ରାଇଭର ଗୁରତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ
Read More...

ମନ୍ଦିରରୁ ଲୁଟ୍ କରୁଥିବା ଲୁଟେରା ଗ୍ୟାଙ୍ଗ୍ ଏବେ କମିଶନରେଟ୍ ପୋଲିସ କବ୍‌ଜାରେ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ମନ୍ଦିରରୁ ଲୁଟ୍ କରୁଥିବା ଲୁଟେରା ଗ୍ୟାଙ୍ଗ୍ ଏବେ କମିଶନରେଟ୍ ପୋଲିସ କବ୍‌ଜାରେ ଥିବା ଜଣାପଡିଛି । ୪ ଲୁଟେରାଙ୍କ ସମେତ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ବ୍ୟବସାୟୀ ଜଣଙ୍କ ଲୁଟେରାଙ୍କ ଠାରୁ ଚୋରି ସାମଗ୍ରୀ କିଣୁଥିଲେ । ଏନେଇ ଡିସିପି ଉମାଶଙ୍କର
Read More...

ୟୁକ୍ରେନର ବୁଚାରେ ରୁଷର ସୈନ୍ୟବାହିନୀର ନରସଂହାରରେ ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ : ରୁଷ ସୈନ୍ୟବାହିନୀ ୟୁକ୍ରେନର ବୁଚା ସହରରେ ବିଭତ୍ସ ନରସଂହାର କରିଥିବା ଅଭିଯୋଗ କରିଛି ୟୁକ୍ରେନ । ଅନ୍ୟପକ୍ଷରେ, ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନାରେ ମଧ୍ୟ କିଛି ସମାଧାନର ବାଟ ଫିଟିବା ଆଶା ରହିଛି । ତୁର୍କୀରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରେ କିଛି ସର୍ତ୍ତ
Read More...

ବିଏମ୍‌ସି ବିଲ୍ଡିଂର ଅନୁଧ୍ୟାନ କଲେ କମିଶନର : ମେ’ରେ ହେବ ଉଦ୍‌ଘାଟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବହୁ ପ୍ରତିକ୍ଷୀତ ବିଏମ୍‌ସି ମୁଖ୍ୟାଳୟ ଆସନ୍ତା ମେ ମାସରେ ଉଦ୍‌ଘାଟନ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ବିଏମ୍‌ସି କମିଶନର ସଂଜୟ ସିିଂହଙ୍କ ସହ ବରିଷ୍ଠ ଅଧିକାରୀ କୋଠା ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି । ଏବେ ବିଲ୍ଡିଂ ଭିତରର
Read More...

ସୁବର୍ଣ୍ଣପୁର ମହାନଦୀ ଗଣ୍ଡରେ ଲଂକେଶ୍ୱରୀ ଦେବୀଙ୍କ ଚୈତ୍ରଯାତ୍ରା ଓ ଚାପଖେଳ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ମହାନଦୀର ମଝିଧାର ଟାଙ୍ଗରରେ ଅଧିଷ୍ଠିତା ଦେବୀ ଲଂକେଶ୍ୱରୀ ଦେବୀଙ୍କ ଚୈତ୍ରଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ ରାଜୁଡା ଅମଳରେ ଏକଦା ରାଜନ୍ୟ ବର୍ଗଙ୍କ ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜିତା ଲଂକେଶ୍ୱରୀ ଫି' ତିନି ବର୍ଷ ଅନ୍ତରରେ ଚୈତ୍ର
Read More...

୧୦୦ ଟଙ୍କିଆ ବଣ୍ଡଲ ପକାଇ ବନ କର୍ମଚାରୀଙ୍କଠାରୁ ୧୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ଥାନା ଫୁଡ଼ କୋର୍ଟ ନିକଟରୁ ଲୁଟେରାମାନେ ୧୦୦ ଟଙ୍କିଆ ବଣ୍ଡଲ ପକାଇ ବନ କର୍ମଚାରୀଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଉଦିତନଗର କାନାରା ବ୍ୟାଙ୍କରୁ ବନ ବିଭାଗର କର୍ମଚାରୀ ଦାଶରଥୀ ସେନ ୧୨ ଲକ୍ଷ ଉଠାଇ
Read More...

୪ଟି ପାକିସ୍ତାନୀ ସମେତ ୨୨ଟି ୟୁଟ୍ୟୁବ୍ ଚ୍ୟାନେଲକୁ ଆଇଏଣ୍ଡବି ମନ୍ତ୍ରଣାଳୟ ବ୍ଲକ୍‌ କଲା : ଜାତୀୟ ସୁରକ୍ଷା ବିଷୟରେ…

ନୂଆଦିଲ୍ଲୀ : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ୪ଟି ପାକିସ୍ତାନୀ ଏବଂ ୧୮ଟି ଭାରତୀୟ ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍‌ କରିଛି । ଦେଶର ଜାତୀୟ ନିରାପତ୍ତା, ବୈଦେଶିକ ନୀତି ତଥା ସାଧାରଣ ଶୃଙ୍ଖଳା ବିଷୟରେ ବିଭ୍ରାନ୍ତିକର ତଥ୍ୟ ବିସ୍ତାର କରିଥିବାରୁ
Read More...

ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ନୂତନ ବରଗଡ ଜିଲ୍ଲା ଷ୍ଟାଡିୟମ୍ ନିର୍ମାଣ ଉପରେ ଆଲୋଚନାଆଜୀବନ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରୀପୁନାଥ ସେଠଙ୍କୁ ଶ୍ରଦ୍ଧାଞ୍ଜଳି ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘର ସାଧାରଣ ସମ୍ପାଦକ କିଶୋର କୁମାର
Read More...