Daily Archives

ନିଃଶୁକ୍ଲ ମଧୁମେହ ରୋଗୀ ଚିହ୍ନଟ ଓ ପରାମର୍ଶ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାୟସ୍ସ କ୍ଲବ ପାଇକମାଲ ଓ ନୃସିଂହନାଥ ଆନୁକୂଲ୍ୟରେ ଲାୟସ୍ସ କ୍ଲବ ସଭାପତି ଜନାର୍ଦ୍ଦନ ପଣ୍ଡାଙ୍କ ନେତୃତ୍ବରେ ନରସିଂହ ମେଡିକାଲ ଷ୍ଟୋର ଠାରେ ନିଃଶୁକ୍ଲ ମଧୁମେହ ଚିହ୍ନଟ ଓ ପରାମର୍ଶ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ପାଇକମାଲ ଆଇଆଇସି
Read More...

ଜାଙ୍ଗିଦିରିରେ ହିନ୍ଦୁ ନବବର୍ଷ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ ରାମଯୋଡି ପଞ୍ଚାୟତ ଅନ୍ତର୍ଗତ ବଣପାହାଡ଼ ଘେରା ଜାଙ୍ଗିଦିରି ଗ୍ରାମରେ ଆଜି ଚୈତ୍ରଶୁକ୍ଲ ପ୍ରତିପଦା ଅବସରରେ ହିନ୍ଦୁ ନବବର୍ଷ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଚିତ୍ରରେ ଧୂପଦୀପ
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ସାହୁଙ୍କର ଅକାଳ ବିୟୋଗ ଘଟିଛି । ସେ ଜଣେ କର୍ତ୍ତବ୍ୟ ନିଷ୍ଠ ସମୟାନୁବର୍ତ୍ତିତା ଶିକ୍ଷକ ଥିଲେ । କର୍ମମୟ ଜୀବନରେ ସେ ସଚ୍ଚୋଟ, ମିଷ୍ଟଭାଷୀ ଓ କର୍ମତତ୍ପର ବ୍ୟକ୍ତି ଭାବେ
Read More...

ମାୟାବର୍ହା ହାଇସ୍କୁଲରେ ‘ବାଲ୍ୟ ବିବାହକୁ ନାଁ’ କାର୍ଯ୍ୟକ୍ରମ

ମାୟାବର୍ହା, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଏକ ଦିବସୀୟ 'ବାଲ୍ୟ ବିବାହକୁ ନାଁ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ ସଭାରେ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା
Read More...

ବାଲ୍ୟ ବିବାହ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନର ଏକ ଅଭିନବ ପଦକ୍ଷେପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ବାଲ୍ୟ ବିବାହକୁ ବନ୍ଦ କରିବା ଏବଂ କିଶୋରୀ ଓ କିଶୋର ମାନଙ୍କୁ ବାଲ୍ୟ ବିବାହ ପରି କୁସଂସ୍କାରରୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁରର ଏକ ଅଭିନବ ପଦକ୍ଷେପକୁ "ସଂକଳ୍ପ" ନାମକରଣ କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ
Read More...

ନିଜସ୍ୱ ଅନୁଭୂତିରୁ ମହାନ ଆତ୍ମା ସ୍ୱର୍ଗତ ମୋହନ ପୂଜାରୀଙ୍କ ସମ୍ପର୍କରେ କିଛି

ସତ୍ୟ ରଞ୍ଜନ ମିଶ୍ର ଜଣେ ବିଶାଳ ହୃଦୟର କଥା ଆମେ ବେଳେ ବେଳେ ଚିନ୍ତା କରୁଁ, ଏଭଳି ବ୍ୟକ୍ତିତ୍ୱ ଅନେକ ଥାଇ ପାରନ୍ତି, କିଂତୁ ସଭିଏଁ ମୋ ସନ୍ତାନ- ସନ୍ତତି ଓ ଏହା ପରିଣତି ସମୟ ପର୍ଯ୍ୟନ୍ତ ପାଳନ କରୁଥିବା ଏକ ଅନୁନ୍ୟ ବ୍ୟକ୍ତିତ୍ୱ ସ୍ୱର୍ଗତ ପୂଜାରୀ, ଯାହାଙ୍କ ଠୁଁ ଆମେ ପ୍ରେରଣା ଓ ଅନୁଭବ
Read More...

ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ସାମାରୋହ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ସାମାରୋହ ପାଳିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ସ୍କୁଲ ପିଲାମାନଙ୍କୁ ନେଇ ପ୍ରଭାତଫେରି ଏବଂ ଏସ୍‌.ଏଚ୍‌. ଜି. ମହିଳା ମାନଙ୍କୁ ନେଇ ରଙ୍ଗୋଲି ଚିତା ଝୋଟି ଆଦି ଆସର ଅନୁଷ୍ଠିତ ହୋଇଥିଲା ।
Read More...

ଛତ୍ରପୁର ଆଠ ନମ୍ବର ୱାର୍ଡର ନବନିର୍ବାଚିତ କାଉନ୍‌ସିଲର ସମାଜସେବୀ କେ.ରମେଶଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର ସହରର ମେନରୋଡ଼, କପିଳି ସାହି, ପାତ୍ରସାହି, ନୀଳକଣ୍ଠେଶ୍ୱର ସାହି ଆଦିକୁ ନେଇ ଗଠିତ ଆଠ ନମ୍ବର ୱାର୍ଡର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସ୍ଥାନୀୟ ଜନସାଧାରଣ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଠ ନମ୍ବର
Read More...

ସୁବର୍ଣ୍ଣପୁର ନଦୀ ସଂଗମ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ ହିନ୍ଦୁ ନବବର୍ଷ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଚୈତ୍ର ଶୁକ୍ଲ ପ୍ରତିପଦା ତଥା ହିନ୍ଦୁ ନବବର୍ଷ ଆଜି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ସଂସ୍କାର ଭାରତୀ, ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ମିଳିତ ଭାବରେ ମହାନଦୀ ଓ ତେଲନଦୀ ସଂଗମସ୍ଥଳୀ ସ୍ବର୍ଣ୍ଣ
Read More...

ଦଲାର ଗ୍ରାମର ବହୁ ଚର୍ଚ୍ଚିତ ନବ ବଧୂ ହତ୍ୟା ଘଟଣାରେ ଦୁଇ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଗତ ୨୭ ତାରିଖରେ ଗଂଦିଆ ଥାନା ଅନ୍ତର୍ଗତ ଦଲାର ଗ୍ରାମରେ ଜଣେ ନବ ବିବାହିତା ବହୁ ସଙ୍ଗୀତା ଦାସଙ୍କୁ ତାଙ୍କର ଶଶୁର ଘର ଲୋକେ ଯୌତୁକ ପାଇଁ ମାରି ଟାଙ୍ଗୀ ଦେଇଥିଲେ ବୋଲି ବଲ ବୋହୂର ଭାଇ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ତରାଜଙ୍ଗ ଗ୍ରାମର
Read More...