Monthly Archives

March 2022

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମାବେଶ ଅନୁଷ୍ଠିତ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାସ୍ଥିତ ଏସ୍‌ଏନ୍‌ କନଫରେନ୍ସ ହଲ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ଆଶା ଓ ଗାଁ କଲ୍ୟାଣ ସମିତି ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର
Read More...

ଡଙ୍ଗର ମହୋତ୍ସବର ଦ୍ୱିତୀୟ ସାଂସ୍କୃତିକ ସଂଧ୍ୟାକୁ ଉପଭୋଗ କଲେ ହଜାର ହଜାର କଳାପ୍ରେମୀ ଦର୍ଶକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଫକୀର ପଟ୍ଟନାୟକ ମୁକ୍ତମଂଚରେ ଚାଲିଥିବା ରାଜ୍ୟସ୍ତରୀୟ "ଡଙ୍ଗର ମହୋତ୍ସବର ଦ୍ୱିତୀୟ ଦିନରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଦିବାସୀ ଜନଜାତିର ନୃତ୍ୟଗୀତ ପରିବେଷିତ ହୋଇଛି । ଆଜିର ସାଂସ୍କୃତିକ ସଂଧ୍ୟାରେ ସୁବର୍ଣ୍ଣପୁର, କୋରାପୁଟ,
Read More...

ବାଇକ-ବୋଲେରୋ ଧକ୍କାରେ ଛାତ୍ରୀ ଗୁରୁତର, ଭୀମଭୋଇ ମେଡିକାଲରେ ଭର୍ତ୍ତି

ତରଭା, (କେପିଏନଏସ୍) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଜାମକାନୀ ଗ୍ରାମରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଘରକୁ
Read More...

ନବ ନିର୍ବାଚିତ ପୌର ପରିଷଦ ଅଧ୍ୟକ୍ଷା ଦାୟିତ୍ଵ ଗ୍ରହଣ କଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦର ନୂତନ ପୌରାଧ୍ୟକ୍ଷା ଭାବେ ଶ୍ରୀମତୀ କଳ୍ପନା ମାଝୀ ଆଜି ତାଙ୍କ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଜି ସକାଳୁ ସେ ବରଗଡ଼ର ଗ୍ରାମ୍ୟ ଦେବୀ ମା' ସମଲେଶ୍ଵରୀଙ୍କ ମନ୍ଦିରରୁ ଆଶୀର୍ବାଦ ଗ୍ରହଣ କରି ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ଶପଥ ପାଠ
Read More...

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ – ୨୦୨୨ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ନୂତନ ଟାଉନ ହଲ ସୋନପୁରଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ବିଶ୍ୱରଂଜନ ପତି, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁରଙ୍କ
Read More...

ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ପୁରସ୍କାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୦୨୧-୨୨ ବର୍ଷ ପାଇଁ କାୟାକଳ୍ପ ପୁରସ୍କାର ପାଇଁ ମନୋନୀତ କରିଯାଇଛି । ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଚିକିତ୍ସାଳୟ
Read More...

ତୃତୀୟ ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

• ରାଷ୍ଟ୍ରପତିଙ୍କ ଦ୍ଵାରା ଜଳ ଶକ୍ତି ଅଭିଯାନ : କ୍ୟାଚ୍‌ ଦ ରେନ୍‌ କ୍ୟାମ୍ପେନ୍‌ ୨୦୨୨ର ଶୁଭାରମ୍ଭ ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି (ମାର୍ଚ୍ଚ ୨୯, ୨୦୨୨) ନୂଆଦିଲ୍ଲୀ ଠାରେ ତୃତୀୟ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କ
Read More...

ଭାରତ ବନ୍ଦର ଦ୍ୱିତୀୟ ଦିନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତ ବନ୍ଦର ଦ୍ୱିତୀୟ ଦିନରେ ମଧ୍ୟ ସଂଗଠନର ପୂର୍ବ ଘୋଷଣା ଅନୁଯାୟୀ ଦୋକାନ ଏବଂ ବସ ଟ୍ରକ ଛାଡି ଆନ୍ୟାନ୍ୟ ସମସ୍ତ ସରକାରୀ ଅଫିସ ପ୍ରତିଷ୍ଠାନ, ବ୍ୟାଙ୍କ, ବୀମା, କୋର୍ଟ କଚେରୀ ଆଜି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ଆଜି ସକାଳେ ୟୁନାଇଡେଟ୍‌ ଟ୍ରେଡ
Read More...

ଜୁନିଅର ରେଡକ୍ରସ କାଉନସିଲରଙ୍କ ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ କାଉନସିଲରମାନଙ୍କ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ
Read More...

କୋସଲ ରାଜ୍ୟ ସମନ୍ୱୟ ସମିତିର ଆହ୍ୱାନ – ଉତ୍କଳ ଦିବସକୁ ବର୍ଜନ କରନ୍ତୁ, ଏପ୍ରିଲ ୧ରେ କଳା ଦିବସ ପାଳନ କରନ୍ତୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ଦିବସକୁ ବର୍ଜନ କରନ୍ତୁ, ଏପ୍ରିଲ ୧ରେ କଳା ଦିବସ ପାଳନ କରନ୍ତୁ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି ଆହ୍ୱାନ କରିଛି । ସମିତି ପକ୍ଷରୁ କୁହାଯାଇଛି ଯେ, ସମଗ୍ର ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ରୂପେ ପାଳନ କରାଯାଉଛି । କୋସଲାଞ୍ଚଳର ୨କୋଟି ଲୋକଙ୍କୁ
Read More...