ଶିବତଲା ପେକ୍ସ ଡାଟା ଏନ୍ଟ୍ରି ଅପରେଟର ଓ ଇନ୍ଚାର୍ଜ ସେକ୍ରେଟାରୀ ୮ ହଜାର ଟଙ୍କା ଲାଂଚ ନେବା ବେଳେ ଧରାପଡ଼ିଲେ…
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ତରଭା ବ୍ଲକ ଅଧୀନସ୍ଥ ଶିବତଲା ପେକ୍ସର ପେକ୍ସ ଡାଟା ଏନ୍ଟ୍ରି ଅପରେଟର ଦେବେନ୍ଦ୍ର ନାଏକ ଓ ଇନ୍ଚାର୍ଜ ସେକ୍ରେଟାରୀ କୁନା ନାଏକ ଆଜି ୮ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି । ପେକ୍ସରେ ଧାନ ବିକ୍ରି ଜଣେ!-->…
Read More...
Read More...