Monthly Archives

March 2022

ଦେଉଳଗାଁ ପଂଚାୟତରେ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ ଓ ପ୍ରଥମ ବୈଠକ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଦେଉଲଗାଁ ଗ୍ରାମପଞ୍ଚାୟତର ପ୍ରଥମ ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନବନିର୍ବାଚିତ ସମସ୍ତ ସଭ୍ୟ ତଥା ସରପଞ୍ଚଙ୍କୁ ପଞ୍ଚାୟତପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟରତ ଅବସ୍ଥାରେ ମୃତ ପୂର୍ବତନ
Read More...

ତରୁଣକାନ୍ତି ପାତ୍ର ହେଲେ ନୟାପାଲି ଗ୍ରାମର ନୂତନ ସଭାପତି

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମର ସଭାପତି ଭାବେ ଉଦୀୟମାନ ଯୁବକ ତଥା ସମାଜସେବୀ ତରୁଣକାନ୍ତି ପାତ୍ରକୁ ଗ୍ରାମବାସୀମାନେ ମନୋନୟନ କରିଛନ୍ତି । ବିଗତ ଦୁଇ ବର୍ଷ ଧରି ଅସ୍ଥାୟୀ ଭାବରେ
Read More...

ବିଜେଡି କାର୍ଯ୍ୟାଳୟ ଶୁଭାରମ୍ଭ କଲେ ବିଧାୟକ ସୁବାସ ଚନ୍ଦ୍ର ବେହେରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଗଞ୍ଜାମ ବଡ଼ ବଜାରଠାରେ ବିଜେଡି କାର୍ଯ୍ୟାଳୟର ଶୁଭାରମ୍ଭ କରିଛନ୍ତି ବିଧାୟକ ସୁବାସ ଚନ୍ଦ୍ର ବେହେରା ।ଏଥିସହ ଗଞ୍ଜାମ ସହରର ବିକାଶକୁ ନେଇ ରୂପରେଖ ପ୍ରସ୍ତୁତି କରିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ
Read More...

ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ ଓ କୋସଲି ସାଂସ୍କୃତିକ ମହାଯୋଟର ମିଲିତ ସହଯୋଗରେ ଫଗୁନ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋସଲି ଭାଷା ସାହିତ୍ୟର ଗବେଷକ ଓ ଦିଗ୍‌ଗଜ କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିର ବ୍ୟବସ୍ଥିତ ୨୫ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ସୋନପୁର
Read More...

ସ୍ୱର୍ଗତ ଶିକ୍ଷାବିତଙ୍କ ଦ୍ୱାଦଶରେ ସ୍ମୃତିସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ହାଇସ୍କୁଲର ଅବସରପ୍ରାପ୍ତ ଏନ୍‌ସିସି ଶିକ୍ଷକ ସ୍ୱର୍ଗତ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଦ୍ୱାଦଶାହ ଦିବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରମ୍ଭା ହାଇସ୍କୁଲର ଛାତ୍ରମାନେ ରମ୍ଭା
Read More...

ଦାୟିତ୍ୱ ନେଲେ ନବ ନିର୍ବାଚିତ ସରପଞ୍ଚ ସୁଦାମ ଚରଣ ସେଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ନବ ନିର୍ବାଚିତ ସରପଞ୍ଚମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗ ଦେବା ସହ ସୂଚାରୁ ରୂପେ ସରପଞ୍ଚ ଦାୟିତ୍ୱ ତୁଲାଇବାକୁ ଶପଥ ନେଇଛନ୍ତି । ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ
Read More...

ବଢ଼ୁଛି ନିର୍ବାଚନ ତାତି : ହେଭି ୱେଟ୍‌ ନେତାଙ୍କୁ ନେଇ ଚାଲିଛି ଘାଇଁ ଘାଇଁ ପ୍ରାର୍ଥୀଙ୍କ ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ ତାତି ବଢ଼ିବାରେ ଲାଗିଛି । ହେଭି ୱେଟ୍‌ ନେତାଙ୍କୁ ନେଇ ଚାଲିଛି ଅଧ୍ୟକ୍ଷା ଓ କାଉନ୍‌ସିଲର୍‌ ମାନଙ୍କ ପ୍ରଚାର । ଘାଇଁ ଘାଇଁ ବୁଲୁଛି ନିର୍ବାଚନ ପ୍ରଚାର ଗାଡ଼ି । ସୁମଧୁର ସଂଗୀତର ତାଳେ ତାଳେ ମଗାଯାଉଛି
Read More...

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ଏଚ୍‌ଆଇଭି ଓ ମାତୃ ଶିଶୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ସଭା ପ୍ରକୋଷ୍ଠରେ ଓଡ଼ିଶା ସରକାଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅଧ୍ୟକ୍ଷ ଡକ୍ଟର ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଏଚ୍ଆଇଭି ଓ ମାତୃ-ଶିଶୁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ
Read More...

ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ପରିପ୍ରେକ୍ଷୀରେ ପ୍ରଧାନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିିନେଟ…

ବୈଠକରେ ଭାରତର ସୁରକ୍ଷା ପ୍ରସ୍ତୁତି ଏବଂ ବିଶ୍ୱ ପରିଦୃଶ୍ୟରେ ଦେଖାଦେଇଥିବା ପରିବର୍ତ୍ତନର ସମୀକ୍ଷା ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଏସ୍‌) ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ
Read More...