Monthly Archives

March 2022

କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବକୃତା ପ୍ରତିଯୋଗିତା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବରଗଡର ଅଗ୍ରଣୀ କମ୍ପୁଟର ଶିକ୍ଷା କେନ୍ଦ୍ର 'ମିଟ୍' ପକ୍ଷରୁ 'ଦକ୍ଷତା ଭିଆର୍‌ଏସ୍‌ ପ୍ରମାଣ ପତ୍ର' ଶିର୍ଷକ ବକୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ସ୍କୁଲର ଛାତ୍ରୀ ଅଲିମା ସେଠ୍
Read More...

ରାସ୍ତା କଡ଼ରେ ପଡ଼ିରହିଛି ସ୍କୁଟି ଚାଳକଙ୍କ ମୃତଦେହ : ଦୁର୍ଘଟଣା ନାଁ ହତ୍ୟା ସନ୍ଦେହ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ବାଞ୍ଜିଝାଲ ଗ୍ରାମର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଜଣେ ସ୍କୁଟି ଚାଳକ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ି ଯିବାରୁ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା
Read More...

ବିକାଶ ସ୍କୁଲ ଅଫ୍ ଲ’ରେ ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିକାଶ ସ୍କୁଲ ଅଫ୍ ଲ'ଠାରେ ବିଶ୍ଵ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି । କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ସ୍କୁଲର ଅଧ୍ୟକ୍ଷ ଡ଼ଃ ବିକ୍ରମ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ବରଗଡ଼ ଓକିଲ ସଂଘର ବରିଷ୍ଠ ସଦସ୍ୟ ଦୟାନିଧି ସାହୁ
Read More...

ମା’ କରମସାନୀଙ୍କ ବାର୍ଷିକ ପୂଜନୋତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ନିକଟସ୍ଥ ତୋରା ଆନନ୍ଦ ବଜାର ପ୍ରାଙ୍ଗଣ ସ୍ଥିତ ମନ୍ଦିର ପରିସରରେ ମା' କରମସାନୀ ଦେବୀଙ୍କ ବାର୍ଷିକ ପୂଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମା'ଙ୍କ ସ୍ୱତନ୍ତ୍ର ପୂଜା ପରେ ରାତି ତମାମ ନୃତ୍ୟ ଗୀତ ଆୟୋଜିତ ହୋଇଥିଲା । ଏଥିରେ ଅତିଥି ଭାବେ ପଶ୍ଚିମ
Read More...

ବେଆଇନ ବାଲି ଚୋରା ଚାଲାଣ ବେଳେ ଚଢ଼ାଉ : ୩ଗାଡ଼ିକୁ ଜୋରିମାନା

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ତହସିଲ ଅଧିନରେ ଥିବା କଛାରପାଲି ଗାଁର ସୋନଗଡ଼ ନଦୀରୁ ଓଡି୦୩ଆର ୪୪୦୨(ମହିନ୍ଦ୍ରା), ଓଡି୦୩ଜେ ୫୬୬୦ (ସ୍ୱରାଜ) ଏବଂ ଓଡି୦୩ ଜି ୯୩୦୮ (ସ୍ୱରାଜ) ୩ଟିି ଟ୍ରାକ୍ଟରରେ ବାଳି ଚାଲାଣ କରୁଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର
Read More...

ଇଂରାଜୀ ଅଧ୍ୟାପକ ଶିଶିର ସାହୁ ରାଷ୍ଟ୍ରୀୟ ସଂସ୍କୃତ ମହାସମ୍ମେଳନରେ ସମ୍ମାନିତ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବାସିନ୍ଦା ତଥା ସାନଚେର ଗାଁର ଆଞ୍ଚଳିକ ବସ୍ତ୍ରରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ବିଭାଗରର ଅଧ୍ୟାପକ ଶିଶିର କୁମାର ସାହୁ, ଲୋକ ଭାଷା ପ୍ରଚାର ସମିତି ଦ୍ଵାରା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସର,
Read More...

ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଆସନ୍ତାକାଲି, ଜାତୀୟ ଟିକାକରଣ ଦିବସ ଠାରୁ ଆରମ୍ଭ ହେବ ୧୨-୧୪ ବର୍ଷ ବୟସ୍କ…

• ସରକାରୀ କୋଭିଡ ଟିକାକରଣ କେନ୍ଦ୍ର ୧୨-୧୪ ବର୍ଷ ପିଲାମାନଙ୍କୁ ମାଗଣାରେ ଦିଆଯିବ କୋଭିଡ ଟିକା• କେବଳ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ଟିକାକରଣ ସୁନିଶ୍ଚିତ କରିବେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ• ଯଥେଷ୍ଟ ଟିକା ମହଜୁଦ ରହିଛି; ୬୦ ବର୍ଷରୁ ଅଧିକ ଦୁର୍ବଳ ଜନସଂଖ୍ୟାଙ୍କ ବ୍ୟାପକ
Read More...

ପୌର ନିର୍ବାଚନ ପାଇଁ ଆଗାମୀ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ମଦ ବିକ୍ରି ନିଷେଧ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟି ରଖି ଆଗାମୀ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ମଦ ବିକ୍ରି ନିଷେଧ କରାଯିବାକୁ ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ପୌର ନିର୍ବାଚନ ପାଇଁ ୪ ଦିନ ଧରି ଅବକାରୀ ବିଭାଗ ପକ୍ଷରୁ କଟକଣା
Read More...

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାଧୀନ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ଦ୍ୱାରା ନିର୍ବାଚନ କାର୍ଯ୍ୟାଳୟ ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାଧୀନ ଅଧ୍ୟକ୍ଷା ପ୍ରାର୍ଥିନୀ ପ୍ରତିଭା ପାଢ଼ୀଙ୍କ ବଡବଜାର ସ୍ଥିତ ନିଜ ବାସଭବନ ପରିସରରେ ନିର୍ବାଚନ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବରିଷ୍ଟ ସମାଜସେବୀ ଗୋବିନ୍ଦଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ
Read More...

ପାରମ୍ପରିକ ଖାଦ୍ୟ ଦେଶୀ ବିହନ ଏବଂ କଂସ ଦରବାର ସାଂସ୍କୃତିକ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପାଞ୍ଚୟତ ପୀଠଠାରେ ନବନିର୍ବାଚିତ ସରପଞ୍ଚ ଉମାକାନ୍ତ ମେହେରଙ୍କ ପ୍ରତେକ୍ଷ ତତ୍ତ୍ୱବଧାନରେ ପରମ୍ପାରିକ ଖାଦ୍ୟ, ଦେଶୀ ବିହନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଂସ ଦରବାର ହୋଇ କଂସ ମହାରାଜା ଗ୍ରାମ ପରିଭ୍ରମଣ କରି ସମସ୍ତ
Read More...