Monthly Archives

March 2022

ଟାଇଟଲ୍‌ ବଜାୟ ରଖିବା ଲାଗି ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍‌ରେ ଅଂଶଗ୍ରହଣ କରିବ ରେଳବାଇ

• ଆସନ୍ତା ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଚାମ୍ପଅନସିପ୍ ଭୁବନେଶ୍ୱର, (ପିଆଇବି) : ସିନିୟର ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍‌ (ପୁରୁଷ ଓ ମହିଳା) ୨୦୨୧-୨୨ ଆସନ୍ତା ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଭାରତୀୟ
Read More...

ପୁଇଁନ୍ତଲା ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ସରୋଜ କୁମାର ପ୍ରଧାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସରୋଜ କୁମାର ପ୍ରଧାନ । ସେ ପ୍ରଥମେ ବ୍ଲକ ପରିସରରେ ଏକ ପୂଜାର୍ଚ୍ଚନା କରି ବ୍ଲକର ସମସ୍ତ ଜନସାଧାରଣଙ୍କ ପାଇଁ ପ୍ରାର୍ଥନା କରିବା ପରେ ସେ ନୂତନ ବ୍ଲକ ଅଧ୍ୟକ୍ଷ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଦେଓଗାଁ ବ୍ଲକ ବଡବାହାଲ ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ ହଲଦୀ ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ଡାଙ୍ଗବାହାଲ ଗ୍ରା.ପ.ରୁ ଜଣେ,
Read More...

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ୮୧ତମ ଜନ୍ମ ଦିବସ ମହାସମାରୋହରେ ପାଳିତ

ବାମରା, (ସତ୍ୟନାରାୟଣ ପ୍ରଧାନ) : ବିଶିଷ୍ଟ ସମ୍ବଲପୁରୀ ଗୀତିକାର ତଥା ବହୁ ଚର୍ଚ୍ଚିତ ରଙ୍ଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଜନ୍ମ ଦିନକୁ ତାଙ୍କ ଗ୍ରାମ ରଙ୍ଗବତୀ ବିଳୁଙ୍ଗରେ ପାଳନ କରାଯାଇଛି । ଶିକ୍ଷା, କ୍ରୀଡା ଓ ସଂସ୍କୃତି ଅନୁଷ୍ଠାନ ତଥା ତାଙ୍କ ଶୁଭେଚ୍ଛୁଙ୍କ
Read More...

ହୋଲି ଖେଳିବାକୁ ଜୟପୁର ଆସିଥିବା ନେଦରଲ୍ୟାଣ୍ଡର ଜଣେ ଯୁବତୀଙ୍କୁ ହୋଟେଲରେ ବଳାତ୍କାର, ମସାଜ ନାମରେ ଦୁଷ୍କର୍ମ :…

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ବିଦେଶୀ ଯୁବତୀ ସହିତ ବଳାତ୍କାର ଘଟଣା ସାମ୍ନାକୁ ଆସିଛି । ଆୟୁର୍ବେଦିକ ମସାଜ କରିବା ନାମରେ ନେଦରଲ୍ୟାଣ୍ଡର ଜଣେ ଯୁବତୀଙ୍କୁ ଏକ ବଡ ହୋଟେଲରେ ବଳାତ୍କାର କରାଯାଇଛି । କୁହାଯାଉଛି ଯେ ଯୁବତୀ ଜଣକ ଦୁଇ ଦିନ ପୂର୍ବରୁ ରାଜସ୍ଥାନକୁ ହୋଲି ଖେଳିବାକୁ
Read More...

ଦାୟିତ୍ୱ ଗ୍ରହଣ କଲେ ବ୍ଲକ ଅଧ୍ୟକ୍ଷା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ନବ ନିର୍ବାଚିତ ହୋଇଥିବା ମାଧୁରୀ ମାଝି ବିଧିବଦ୍ଧ ଭାବରେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସିନାପାଲି ବିଡିଓ ସଦାଶିବ ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟ ରଂଜନ ମେହେର,
Read More...

ଟ୍ରାକ୍ଟର ଚୋରି ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ଟ୍ରାକ୍ଟର ଉଦ୍ଧାର

ନୂଆପଡା, (ନିରାକାର ମେହେର) : ଗତ ୧୪ ତାରିଖ ଦିନ ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଦ ପଞ୍ଚାୟତର କନ୍ଦାମୁଣ୍ତା ଗ୍ରାମର ମହାଦେବ ବାଗ (୪୭) ନିଜ ଟ୍ରାକ୍ଟର ଚୋରି ହୋଇଥିବା ନେଇ ସିନାପାଲି ଥାନାରେ ଅଭିଯୋଗ କରିଥିଲେ । ଏନେଇ ସିନାପାଲି ଥାନାରେ କେସ ନମ୍ୱର ୬୯/୨୨ ମାମଲା ରୁଜୁ କରି ତଦନ୍ତ
Read More...

ଆଜି ୨ ନମ୍ବର ୱାର୍ଡରେ ବିଜେଡ଼ି ପକ୍ଷରୁ ପ୍ରଚାର ଜୋର୍‌ଦାର୍‌ : ପ୍ରାର୍ଥିନୀଙ୍କ ସହ ଘର ଘର ବୁଲିଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ସ୍ଥାନୀୟ ୨ ନମ୍ବର ୱାର୍ଡ ଶାନ୍ତିପଡ଼ାରେ ବିଜେଡ଼ି ପକ୍ଷରୁ ପ୍ରଚାର ଜୋର୍‌ଦାର୍‌ ଚାଲିଥିବା ଦେଖିବାକୁ ମିଳିଛି । ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥିନୀ ଲିକା ସାହୁ ଏବଂ କାଉନ୍‌ସିଲର୍‌ ପ୍ରାର୍ଥିନୀ ସରିତା ଦାଶଙ୍କ ସହ
Read More...

ଭାରତରେ ହୋଲି ଉତ୍ସବ, ଚାଇନାରେ କରୋନା ପାଇଁ ହାହାକାର

ନୂଆଦିଲ୍ଲୀ : ଭାରତରେ ହୋଲି ରଙ୍ଗର ପର୍ବ ପାରମ୍ପାରିକ ଉତ୍ସାହ ସହିତ ପାଳନ କରାଯାଉଥିବା ବେଳେ କରୋନା ସଂକ୍ରମଣ ପାଇଁ ପ୍ରତିବନ୍ଧକ ପ୍ରାୟ କୋହଳ ହୋଇଛି । କରୋନା ମାମଲା ମଧ୍ୟ ହ୍ରାସ ପାଇଛି । କିନ୍ତୁ ପଡୋଶୀ ଚାଇନାରେ କରୋନା ପରିସ୍ଥିତି ଭୟାବହ । ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହ
Read More...

ଆସନ୍ତୁ ଘରେ ଅତି ସହଜରେ ଜିଲାପି ପ୍ରସ୍ତୁତ କରିବା ପ୍ରଣାଳୀ ଶିଖିନେବା

ଶ୍ରାବଣୀ ବିଶ୍ୱାଲ ଆଜି ଆମେ ତିଆରି କରିବା ସୁପର କ୍ରିସ୍‌ପିି । ଏଥରକ ହୋଲିରେ ଆପଣ ଘରେ ବନାନ୍ତୁ ଏହି ଜିଲାପି । କାହିଁକି ନା ଏହା ବହୁତ ସମୟ ଧରି କ୍ରିସ୍‌ପି ରହିବ, ଜଲଦି ନରମ ପଡିବନି । ତେବେ ଚାଲନ୍ତୁ ଏହି ସୁପର କ୍ରିସ୍‌ପିି ରସୁଆ ଜିଲାପି ପାଇଁ କ’ଣ ସାମଗ୍ରୀ ଦରକାର ତାହା ଦେଖି
Read More...