Monthly Archives

March 2022

ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସ୍ଵତନ୍ତ୍ର ସ୍ପୋର୍ଟସ ଷ୍ଟାର ଏସ୍‌ ଆୱାର୍ଡ଼

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅତାବିରା ମାଟିର ସୁପୁତ୍ର ତଥା ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଖେଳାଳୀ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସ୍ପୋର୍ଟସ ଷ୍ଟାର ଏସ୍‌ ଆୱାର୍ଡ଼ ସମାରୋହରେ ବିଶେଷ ଉଲ୍ଲେଖ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଗତକାଲି ମୁମ୍ବାଇଠାରେ ଆୟୋଜିତ ଏକ…
Read More...

ବଲାଙ୍ଗିର ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ପେନାଲ ସଭ୍ୟା ପାଇଁ ନିଯୁକ୍ତ ହେଲେ ଜ୍ୟୋସ୍ନା ରାଣୀ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ପେନାଲ-ସଭ୍ୟା ପାଇଁ ଓଡିଶା ସରକାରଙ୍କ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଜ୍ୟୋସ୍ନା ରାଣୀ ମିଶ୍ର ନିଯୁକ୍ତ ହୋଇଛନ୍ତି । ସଭ୍ୟ, ସଭ୍ୟାମାନଙ୍କ ମଧ୍ୟରୁ ସର୍ବ ଓଡିଶା ସ୍ତରରେ ସର୍ବମୋଟ ୪୬ ଗୋଟି ପୋଷ୍ଟ ପାଇଁ…
Read More...

କବି ହେମନ୍ତ ଦାଶ ପାଇଲେ ରାଜ୍ୟସ୍ତରୀୟ ଶିକ୍ଷାଜ୍ୟୋତି ସମ୍ମାନ – ୨୦୨୨

ତୁଷୁରା, (କେପିଏନ୍‌ଏସ୍‌) : ୪୫ତମ ରାଜ୍ୟସ୍ତରୀୟ କବି, ଲେଖକ, କଳାକାର ସମାବେଶ ତଥା ସାରସ୍ୱତ ସମ୍ବର୍ଦ୍ଧନା ସମାରୋହ ୨୦୨୨ କଟକସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନହଲ ଠାରେ ଗତ ୨୦ ମାର୍ଚ୍ଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ପ୍ରତିଷ୍ଠାତା…
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ସଚେତନତା ସଭା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଖରାଦିନରେ ଜଙ୍ଗଲରେ ନିଆଁ ଲାଗିବା ଏକ ନିୟମିତ ଘଟଣା ତେଣୁ ତାକୁ ଆଖି ଆଗରେ ରଖି ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।…
Read More...

ସଇଁତଲା ନବ ନିର୍ବାଚିତ ଯୁବ ସରପଞ୍ଚ ତଥା ଇଂ ସୁବ୍ରତ ନାଗ ଯାଦବଙ୍କ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ

ସଇଁତଲା, (ପ୍ରମୋଦ ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ଯୁବ ସରପଞ୍ଚ ତଥା ଇଂ ସୁବ୍ରତ ନାଗ ଯାଦବ ପଞ୍ଚାୟତର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଖଗେଶ୍ୱର କମ୍ପଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି…
Read More...

ଡ.ଇତି ସାମନ୍ତଙ୍କୁ ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ନିଷ୍ଠା ପରିବାର ପକ୍ଷରୁ ଖଣ୍ଡହତା ସ୍ଥିତ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜ ସେବୀ, ସୁସାହିତ୍ୟିକା ତଥା କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡଃ ଇତିରାଣୀ ସାମାନ୍ତଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆୟୋଜିତ…
Read More...

ସଇଁତଲାରେ ୨୪ ପହରୀ ନାମଯଜ୍ଞ ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ହାଟପଡାଠାରେ ଚାଲିଥିବା ୨୪ ପହରୀ ନାମଯଜ୍ଞ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ପହରୀରେ ସୀତାରାମ ପଟ୍ଟନାୟକ ଓ ଧର୍ମପତ୍ନୀ କୁମଦିନୀ ପଟ୍ଟନାୟକ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ପଣ୍ଡିତ ଭାବରେ ଧ୍ରୁବଚରଣ ଯୋଷୀ,…
Read More...

ଡା. ଶଙ୍କର ରାମଚନ୍ଦାନୀଙ୍କୁ ସମ୍ମାନୀତ କଲା ବଲାଙ୍ଗିର ସିନ୍ଧି ପଞ୍ଚାୟତ : ଗରିବ କଲ୍ୟାଣ ପାଇଁ ୧ ଲକ୍ଷ ଟଙ୍କାର ସହଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡା. ଶଙ୍କର ରାମଚନ୍ଦାନୀ ବୁର୍ଲା ମେଡିକାଲ କଲେଜରେ ଏସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରନ୍ତି । କିଛି ବର୍ଷ ହେବ ବୁର୍ଲା ସ୍ଥିତ ନିଜ ବାସଭବନରେ କ୍ଲିନିକ୍‌ କରି ସେ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ କେବଳ ଗୋଟିଏ ଟଙ୍କାରେ ରୋଗୀଙ୍କ ଚିକିତ୍ସା ସହିତ ଔଷଧ…
Read More...

ହାତୀ ଉପଦ୍ରବ : ୨ଟି ଘର ଭାଙ୍ଗିବା ସହ ଧାନଚାଉଳ ଖାଇଗଲା ଦନ୍ତା

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ କନ୍ତଲେଇ ଗାଁରେ ହାତୀ ଉପଦ୍ରବ କରିଥିବା ଖବର ମିଳିଛି । ଗତକାଲି ବିଳମ୍ବିତ ରାତିରେ ଗାଁରେ ପଶି ଦୁଇଟି ଘର ଭାଙ୍ଗିବା ସହ ଧାନଚାଉଳ ଖାଇ ଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ୠତକାଲି ବିଳମ୍ବିତ ରାତି ୧୧ଟା ବେଳେ ଏକ ଗୋଠଛଡ଼ା ଦନ୍ତା ତେଲକୋଇ ରେଞ୍ଜ୍…
Read More...

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର, (ଶୁଶାନ୍ତ ସାହୁ) : ଭୁବନେଶ୍ୱର ଉପକଣ୍ଠ ବାସୁଆ ଘାଇ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ମହିଷାଖାଲ ଅଞ୍ଚଳର ଆଲୋକ ଜେନା ବୋଲି ଜଣାପଡିଛି । ସୂଚନା ଅନୁସାରେ ହୋଲି ଦିନଠାରୁ ଆଲୋକ ଜେନା ନିଖୋଜଥିବା ବେଳେ ଆଜି ସକାଳୁ ନଦୀ କୂଳରେ ଆଲୋକଙ୍କ…
Read More...