ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ଉଦ୍ଯାପିତ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଟାଉନ ହାଇସ୍କୁଲ ଠାରେ ୩ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ସଫଳତାର ସହ ଉଦଯାପିତ ହୋଇଯାଇଛି । ସ୍କାଉଟ ଓ ଗାଇଡ ମାନଙ୍କ ଦ୍ୱାରା କ୍ୟାମ୍ପ କ୍ରାଫ୍ଟ, ବ୍ଲକ ଗେଟ, ଆଂଚଳିକ ନୃତ୍ୟ, ପ୍ରଦର୍ଶନୀ, ପେଣ୍ଟିଙ୍ଗ, ର୍ୟାମ୍ପ!-->…
Read More...
Read More...