Monthly Archives

February 2022

ଓଡିଶା ହାଇକୋର୍ଟ ପାଇଁ ୩ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡିଶା ହାଇକୋର୍ଟ ପାଇଁ ୩ଜଣ ବିଚାରପତି ଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଜଷ୍ଟିସ ଭି. ନରସିଂହା, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀ ରମଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଖୁବଶୀଘ୍ର ୩ଜଣ ବିଚାରପତି ଶପଥ
Read More...

ନିର୍ବାଚନ ପ୍ରଚାର ଗାଡି ପାଇଁ ଆସିଲା ନୂଆ ନିୟମ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ନିର୍ବାଚନ ପ୍ରଚାର ଗାଡି ପାଇଁ ଆସିଛି ନୂଆ ନିୟମ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ ସୂଚନା ମିଳିଛି । ତେବେ ନିର୍ବାଚନ ପ୍ରଚାର ପାଇଁ ଗାଡିରେ ମାଇକ ବ୍ୟବହୃତ ହେଉଥିଲେ ଅନୁମତି ଦେବେ ତହସିଲଦାର, ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟଙ୍କ ଗାଡି ପାଇଁ
Read More...

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଟିଟିଲାଗଡ ସହରର ଏଚ୍‌ଆଇଭି ସଂକ୍ରମିତ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ ସହରର ଜଣେ ଏଚ୍‌ଆଇଭି ସଂକ୍ରମିତ ମହିଳା ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମହିଳା ଜଣଙ୍କ ଅଭିଯୋଗ ଅନୁଯାୟୀ ଗତ ୧୦ ବର୍ଷ ହେଲା ଏଚ୍‌ଆଇଭିରେ ସଂକ୍ରମିତ ହୋଇଥିବା ବେଳେ ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ କୁଳି ମଜୁରୀ କରି ନିଜର
Read More...

ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ୧୪ ନୁହେଁ ୨୮ ତାରିଖରୁ ସ୍କୁଲ ଆସିବେ : ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ…

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ୧୪ ନୁହେଁ ୨୮ ତାରିଖରୁ ସ୍କୁଲ ଆସିବେ । ୧୪ ତାରିଖରେ ସ୍କୁଲ ଖୋଲିବ ଏବଂ କେବଳ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲ ଆସିବେ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ । ତେବେ
Read More...

ମୋବାଇଲ ଦୋକାନ ଲୁଟ୍‌ ଘଟଣାର ଅନ୍ୟତମ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ସ୍ଥାନୀୟ ସିନେମା ହଲ୍‌ ଛକର ମୋବାଇଲ ଦୋକାନ ଲୁଟ୍‌ ଘଟଣାର ଅନ୍ୟତମ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ପୋଲିସ । ଏସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ । ଦିଆଯାଇଥିବା ସୂଚନା ଅନୁସାରେ କେଶ୍‌ ନଂ. ୨୭/୨୨
Read More...

କନ୍ଧପାଲିପଡାରେ ଶ୍ରୀ ଶ୍ରୀ ମା’ ମାଣିକେଶ୍ୱରୀ ଭାଗବତ ମନ୍ଦିର ପ୍ରତିଷ୍ଠା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କନ୍ଧପାଲିପଡା ଠାରେ ଶ୍ରୀ ଶ୍ରୀ ମା’ ମାଣିକେଶ୍ୱରୀ ଭାଗବତ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ସମାଜସେବିକା ସ୍ୱର୍ଗତ ବିଜୟା ରାଣୀ ପରିଚ୍ଛାଙ୍କ ସ୍ମାରକୀ ରୂପେ ପ୍ରତିଷ୍ଠାତା ତରୁଣ କୁମାର ପରିଚ୍ଛାଙ୍କ ଦ୍ୱାରା ଏହି ମନ୍ଦିର ପ୍ରତିଷ୍ଠା ହୋଇଛି ।
Read More...

ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ତମାଖୁ ସେବନର କୁପ୍ରଭାବ, ତମାଖୁ ଉତ୍ପାଦନ,
Read More...

ମନ୍ତ୍ରୀ ସୁଶାନ୍ତ ସିଂ ଓ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡା ମାଡ଼

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲାଠାରେ ୩୦ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଆସୁଥିବା ବେଳେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ
Read More...

ଶ୍ରୀରାମ ମନ୍ଦିର ଭୂମିପୂଜନ ଉତ୍ସବ ଅନୁଷ୍ଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ବଜାର ସ୍ଥିତ ସତ୍‌ସଙ୍ଗ ଭବନ ପ୍ରାଙ୍ଗଣ ମଧ୍ୟରେ ସୋମବାର ଶ୍ରୀରାମ ମନ୍ଦିର ଭୂମିପୂଜନ ଶୁଭାରମ୍ଭ ଅନୁଷ୍ଟିତ ହୋଇଯାଇଛି । ସଦ୍‌ଭାବନା ଆଧ୍ୟାତ୍ମିକ ଏବଂ ଦୟାଶୀଳ ପ୍ରତ୍ୟୟର କର୍ମକର୍ତ୍ତା ଓ ଅଞ୍ଚଳବାସୀଙ୍କ
Read More...

ଡେବିରିମୁଣ୍ଡାରେ ବେଆଇନ ବାହାଘରକୁ ରୋକିଲା ବଲାଙ୍ଗିର ଚାଇଲ୍ଡ ଲାଇନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଡେବିରିମୁଣ୍ଡା ଗ୍ରାମରେ ଜଣେ ନାବାଳିକା ଝିଅକୁ ତାର ପିତା ମାତା ନିକଟସ୍ଥ କପାଣି ଗ୍ରାମର ଜଣେ ସାବାଳକ ସହିତ ବିବାହ କରାଇବାକୁଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ୟୁଥ ସର୍ଭିସ ସେଣ୍ଟର ବଲାଙ୍ଗିର ଚାଇଲ୍ଡ ଲାଇନ ଘଟଣା ସ୍ଥଳରେ ପହଞ୍ଚି
Read More...