Monthly Archives

February 2022

ଭୋଟ ଗ୍ରହଣ କେନ୍ଦ୍ରରେ ଦୁଇ ବର୍ଷ ହେଲା ନଳକୂପ ଅଚଳ ଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଥିବା ନଳକୂପଟି ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ ଅଚଳ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପଂଚାୟତ ତଥା ବ୍ଲକ୍ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲା ସତ୍ତ୍ୱେ
Read More...

ପଞ୍ଚସଖା ଗଳିରେ ସିସି ଟିଭି ଯୋଗୁଁ ଚୋର ଧରା ପଡିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବରପାଲିପଡା ପଞ୍ଚସଖା ଗଳିରେ ନୁର ମହମ୍ମଦ କୁରେସିଙ୍କ ଘରକୁ ଚୋରି କରିବାକୁ ପଶିଥିବା ରାଜ ଦଲାଇକୁ ଲୋକେ ଧରିବାରେ ସକ୍ଷମ ହୋଇଥିବା ବେଳେ ସଙ୍ଗେ ସଙ୍ଗେ ପିସିଆରକୁ ଖବର ଦେଇ ତାକୁ ପୋଲିସ ହାତରେ ହସ୍ତାନ୍ତର କରାଯାଇଛି । ଗତ ଫେବୃୟାରୀ ୧ ତାରିଖ
Read More...

ନିର୍ବାଚନ ସମୟରେ ଆଦିବାସୀଙ୍କୁ ଦମନ କରିବା ନିନ୍ଦନୀୟ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୁଇଁନ୍ତଲା ବ୍ଲକ ୧୭ନଂ ଜୋନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଂଗ୍ରେସ ପ୍ରାର୍ଥୀ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ସହ ନିର୍ବାଚନ ପ୍ରଚାର କରିଥିବା ଜଣାପଡିଛି । ଶ୍ରୀ ମିଶ୍ର ପ୍ରଚାର ସମୟରେ କହିଛନ୍ତି ଯେ, ପ୍ରତ୍ୟେକ ନିର୍ବାଚନରେ ଉଭୟ କେନ୍ଦ୍ର ଓ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ପୁଇଁନ୍ତଲା ବ୍ଲକ ଭାଲେର ଗ୍ରା.ପ.ରୁ ୧ ଜଣ ଓ ଲୋଇସିଂହା ବ୍ଲକ ରେଙ୍ଗାଲି ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଆମେରିକା ପାକିସ୍ତାନକୁ ଲାଲ ତାଲିକାରେ ରଖି ଭାରତ ଉପରେ ନରମତା ଦେଖାଇଲା

ୱାଶିଂଟନ୍‌ : ଧାର୍ମିକ ସ୍ୱାଧୀନତାକୁ ଉଲ୍ଲଂଘନ କରୁଥିବା ଦେଶମାନଙ୍କ ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗତ ବୁଧବାର ଦିନ 'କନ୍‌ଟ୍ରି ଅଫ୍‌ ପାର୍‌ଟିକୁଲାର୍‌ କନ୍‌ସର୍ନ'ର ଏକ ତାଲିକା ପ୍ରକାଶ କରିଛନ୍ତି । ଧାର୍ମିକ ସ୍ୱାଧୀନତାର ମୂଲ୍ୟାଙ୍କନ କରୁଥିବା ଆମେରିକୀୟ
Read More...

ଯାଦବ ଭବନଠାରେ ଯୁବକମାନଙ୍କ ସୁସ୍ଥତା, ସକରାତ୍ମକ ଜୀବନଶୈଳୀ ଏବଂ ଫିଟ୍‌ ଇଣ୍ଡିଆର ତାଲିମ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବ ଭବନଠାରେ ନେହେରୁ ଯୁବ କେନ୍ଦ୍ର ଏବଂ ସ୍ମାଇଲ ଫର୍‌ ଅଲ୍‌ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଯୁବକମାନଙ୍କ ସୁସ୍ଥତା, ସକରାତ୍ମକ ଜୀବନଶୈଳୀ ଏବଂ ଫିଟ୍‌ ଇଣ୍ଡିଆର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରସରାଜ
Read More...

ବଡ଼ବନ୍ଧରେ ବଢ଼ୁଛି ରାଜନୈତିକ ଉଷ୍ମତା : ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅନ୍ତର୍ଯ୍ୟାମୀ

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନକୁ ଆଉ କିଛି ଦିନ ଥିବା ବେଳେ ଗ୍ରାମାଞ୍ଚଳରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ । ପଞ୍ଚାୟତର ଗାଁ ଗାଁରେ ଘରକୁ ଘର ବୁଲି
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଭୋଟ ନ ଦେବା ପାଇଁ ନିଷ୍ପତ୍ତି ନେଲା ଗୁହୁରିଆମୁଣ୍ଡା ଆଦିବାସୀ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଗୁହୁରିଆମୁଣ୍ଡା ଗ୍ରାମ ଆଦିବାସୀ କଲ୍ୟାଣ ସଂଘର ସଭାପତି ଚନ୍ଦ୍ର ଧରୁଆଙ୍କ ସଭାପତିତ୍ୱରେ ଏକ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାର
Read More...

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଏକାଦଶାହ ଅବସରରେ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସହିଦ ହୋଇଥିବା ସାମ୍ବାଦିକ ରୋହିତଙ୍କ ଏକାଦଶାହ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରିସ୍ଥିତ ତାଙ୍କ ଘରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଏବଂ ଜିଲ୍ଲା ବାହାରୁ ସାମ୍ବାଦିକ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ
Read More...

କୋଭିଡ଼ରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ସବ୍‌ନମ୍‌ ସିରିନ୍‌ଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ଲକ୍ଷ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡରେ ପ୍ରାଣ ହରାଇଥିବା ନ୍ୟୁଜ୍‌-୭ର କାର୍ଯ୍ୟକ୍ରମ ବ୍ୟବସ୍ଥାପିକା ତଥା ସାମ୍ବାଦିକା ସ୍ୱର୍ଗୀୟା ସବନମ୍‌ ସିରିନ୍‌ଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ
Read More...