Monthly Archives

February 2022

କାଳୀପଲ୍ଲୀ ପଞ୍ଚାୟତରେ ବ୍ଲକଅଧ୍ୟକ୍ଷ ଧନଞ୍ଜୟ ରେଡ୍ଡୀଙ୍କ ପ୍ରଚାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ ୨୦ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ହୋଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ପ୍ରଚାର ଜୋର ସୋରରେ ଚଳାଇଛନ୍ତି । ଧନଞ୍ଜୟ ବାବୁ ଛତ୍ରପୁର ପଞ୍ଚାୟତ ସମିତିର ଅଦ୍ୟାବଧି ଅଧ୍ୟକ୍ଷ
Read More...

ଭିଜିଲାନ୍ସ ଜାଲରେ ପଦ୍ମପୁର ଏନ୍‌ଏସି ଟେକ୍ସ କଲେକ୍ଟର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଟେକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ଦୀନବନ୍ଧୁ ପଣ୍ଡା ଅଭିଯୋଗକାରୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡ଼ି ଜେଲ ହାଜତକୁ ଯାଇଛନ୍ତି । ବିଭାଗୀୟ ସୂଚନା ମତେ
Read More...

ଆଜି ୨ୟ ପର୍ଯ୍ୟାୟ : ୩ଟି ବ୍ଲକରେ ହେବ ଭୋଟ ଗ୍ରହଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜିଲ୍ଲାର ୩ଟି ବ୍ଲକରେ ୨ ଲକ୍ଷ ୭୫ ହଜାର ୮୩ ଭୋଟର ଭୋଟ ଦେଇ ତାଙ୍କ ପ୍ରତିନିଧି ଚୟନ କରିବେ । ନିର୍ବାଚନ ମଇଦାନରେ ୧୬୬୦ ପ୍ରାର୍ଥୀ ରହିଥିବା ବେଳେ ୭୭୮ ବୁଥରେ ଭୋଟ ଗ୍ରହଣ
Read More...

ଭୁସକିମାଲରେ ସରପଞ୍ଚ ପ୍ରାର୍ଥୀଙ୍କ ଟଙ୍କା ବଣ୍ଟନ ବେଳେ ଗ୍ରାମବାସୀଙ୍କ ବିରୋଧ : ଫୋଟୋ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ…

ସଇଁତଲା, (ପ୍ରମୋଦ ସେଲମା) : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ କିଛି ପ୍ରାର୍ଥୀମାନେ ଖୋଲମଖୋଲା ଟଙ୍କା ବଣ୍ଟନ କରୁଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କଅଁସର ପଞ୍ଚାୟତର ଭୂସକିମାଲ ଗ୍ରାମରେ । ପ୍ରକାଶ ଯେ , ଭୈରବ ସାହୁଙ୍କ
Read More...

ମୋବାଇଲ ଆଲୁଅରେ ଚାଲିଛି ଚିକିତ୍ସା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଆଲୁଅରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବା ଖବର ମିଳିଛି । ସୂଚନା ଅନୁସାରେ ମୁଖ୍ୟତଃ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଟଲି ବ୍ଲକ ଅନ୍ତର୍ଗତ ଛଡେଇ ଗାଁ ପଞ୍ଚାୟତ ଟୁକୁର୍ଲ୍ଲା ସୀମାରେ ରହିଅଛି । ଏଠାରେ
Read More...

ସାମ୍ବାଦିକ ଭବନଠାରେ ଲେଖିକା ଜ୍ୟୋତ୍ସ୍ନାମୟୀ ତ୍ରିପାଠୀଙ୍କ ପ୍ରଥମ କବିତା ସଂକଳନ କୁସୁମାଞ୍ଜଳି ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଲେଖିକା ଜ୍ୟୋତ୍ସ୍ନାମୟୀ ତ୍ରିପାଠୀଙ୍କ ପ୍ରଥମ କବିତା ସଂକଳନ କୁସୁମାଞ୍ଜଳି ଉନ୍ମୋଚିତ ହୋଇଯାଇଛି । ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ବିଶିଷ୍ଠ ଗୀତିକାର ହୃଷିକେଶ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୧୭ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ଉଲୁଣ୍ଡା, ବୀରମହାରାଜପୁର,
Read More...

ଅସାବଧାନତା ଯୋଗୁଁ ଟ୍ରେନ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ରାଉରକେଲା, (ସସ୍ମିତା ପ୍ରଧାନ) : କାଂଶବାହାଲ ଷ୍ଟେସନ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ମୃତକ ଜଣକ ଜଣେ ରେଳ କର୍ମଚାରୀ ଅଟନ୍ତି । ତାଙ୍କ ନାମ କଳିକା ପ୍ରସାଦ ବୋଲି ଜଣାପଡିଛି । ବନ୍ଧମୁଣ୍ଡା ରେଳ ଇଲେକ୍ଟ୍ରି ବିଭାଗର କର୍ମଚାରୀ ଭାବେ ସେ କାମ କରୁଥିଲେ ।
Read More...

ପୂର୍ଣ୍ଣାନନ୍ଦଦେବଙ୍କ ବାର୍ଷିକ ଦାଣ୍ଡମେଳା ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୁଜନପୁର ପଞ୍ଚାୟତ ଅନ୍ତର୍ଗତ କଅଁଳପଡା ଦଳିତ ବସ୍ତିରେ ଆଜି ପୂର୍ଣ୍ଣାନନ୍ଦଦେବଙ୍କ ୪୨ତମ ବାର୍ଷିକ ଦାଣ୍ଡମେଳା ଉଦ୍‌ଯାପିତ ହୋଇଯାଇଛି । କଅଁଳପଡା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଧର୍ମାନୁଷ୍ଠାନ କାର୍ଯ୍ୟରେ ମା' ଦୁର୍ଗାଣି ଭଜନ ମଣ୍ଡଳୀ,
Read More...

ପୁଅର ଟାଙ୍ଗିଆ ଚୋଟରେ ମା’ ଗୁରୁତର : ଅଭିଯୁକ୍ତ ପୁଅ ଟାଙ୍ଗିଆ ସହ ଥାନାରେ ଆତ୍ମସମର୍ପଣ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗୁରୁପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ପୁଅର ଟାଙ୍ଗିଆ ଚୋଟରେ ମା' ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଥିବା ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ ଗୁରୁପଡା ଗାଁର ବୈକୁଣ୍ଠ
Read More...