Monthly Archives

February 2022

ଗଞ୍ଜାମ ଜିଲ୍ଲାର ଗାଁ ଗାଁ ଏବେ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ : ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ୨୦ ନମ୍ବର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଅନୁଷ୍ଠିତ ଭୋଟ ଗଣତି ଗତ ଶନିବାର ସକାଳୁ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ଭୋଟ ଗଣତି ପୋଲିସର କଡା ନିରାପତ୍ତା ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ବ୍ୟବସ୍ଥିତ ଭୋଟ ଗଣତି
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଆଭାସୀ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଏକ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାନ୍ତ କାର୍ଯ୍ୟକାରିଣୀ ସଭ୍ୟା ସୁଶ୍ରୀ ସଞ୍ଜୁକ୍ତା ପରିଚ୍ଛା ଓମ୍‌କାର
Read More...

ସୁବର୍ଣ୍ଣପୁର ତାଇକଣ୍ଡୋ କ୍ରୀଡାବିତମାନଙ୍କ ଜାତୀୟ ସ୍ତରରେ ସଫଳତା : ୪ ସ୍ୱର୍ଣ୍ଣ ଏବଂ ୩ ରୋପ୍ୟ ପଦକ ହାସଲ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ କ୍ରୀଡାବିତ୍‌ମାନଙ୍କ ଆଉ ଏକ ଚମକପ୍ରଦ ପ୍ରଦର୍ଶନ ଦେଖିବାକୁ ମିଳିଛି । ଷଷ୍ଠ ଜାତୀୟ ମାର୍ସଲ ଆର୍ଟ ଗେମ୍ସରେ ଜିଲ୍ଲାର କ୍ରୀଡାବିତମାନଙ୍କୁ ଏହି ସଫଳତା ମିଳିଛି । ଗୋଆରେ ଅନୁଷ୍ଠିତ ଏହି ସଂଘର୍ଷ ପୂର୍ଣ୍ଣ ମାର୍ସଲ ଆର୍ଟ
Read More...

ଗଂଜାମ ବ୍ଲକ ୧୪ ନମ୍ବର ଜୋନ୍‌ରେ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ସ୍ୱାଇଁଙ୍କ ବାଜିମାତ : ୧୫ ନଂ ଜୋନରେ…

ଗଞ୍ଜାମ, (ପ୍ରଦୀପ କୁମାର ପାଣୀ) : ଗଂଜାମ ବ୍ଲକର ୧୪ ନମ୍ବର ଜୋନ୍‌ରେ ବିଜେଡିର ଜିଲ୍ଲା ପରିଷଦ ପାର୍ଥୀ ସସ୍ମିତା ସ୍ୱାଇଁ ବାଜିମାତ କରିଥିବା ବେଳେ ୧୫ ନମ୍ବର ଜୋନରେ ବିଜେଡିର ସନାତନ ବେହେରା ବେଶ୍‌ ଆଗୁଆ ଥିବା ଜଣାପଡିଛି । ସନ୍ତୋଷପୁର ପଞ୍ଚାୟତର ସେମିତି ସଭ୍ୟ କୈଳାଶ ଚନ୍ଦ୍ର ସାଇଁଙ୍କ
Read More...

ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁରୁଣାବନ୍ଧ ଗ୍ରାମର ମତ୍ସ୍ୟଜୀବୀ ନବିନ ବେହେରା(୪୨)ଙ୍କ ମୃତଦେହ ଖୋଖରକୁଦା ଗ୍ରାମ ନିକଟସ୍ଥ ସମୁଦ୍ର ବେଳାଭୂମି ଆୟର୍ଲ୍ୟାଣ୍ଡ ନିକଟରୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ମତ୍ସ୍ୟଜୀବୀ ନବିନ ଶନିବାର ସନ୍ଧ୍ୟା ସମୟରେ
Read More...

ଘର ହିଁ ବିଦ୍ୟାଳୟ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଗତକାଲି ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ପ. ମୋହନ ରାଓ
Read More...

୧୩ନଂ ଜିଲ୍ଲା ପରିଷଦ ଜୋନର ଭୋଟ ଗଣନା ଜାରି : ୧୦ମ ରାଉଣ୍ଡ ସୁଦ୍ଧା କଂଗ୍ରେସଠୁ ଆଗରେ ରହି ମଜବୁତ୍ ସ୍ଥିତିରେ ବିଜେଡି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପୂର୍ବାଞ୍ଚଳରେ ଥିବା ୧୩ଟି ପଞ୍ଚାୟତ ତଥା ୧୩ ନଂ. ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଚାଲିଛି । ୧୦ଟି ରାଉଣ୍ଡ ଗଣନା ସରିଛି । ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀନୀ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ବହୁ ଭୋଟ ଆଗରେ ରହିଛନ୍ତି । ୧୦ମ ରାଉଣ୍ଡର
Read More...

କଣ୍ଟାବାଂଜିର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତଦାରଖ କଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା କଣ୍ଟାବାଂଜିକୁ ପରିଦର୍ଶନ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା କଣ୍ଟାବାଂଜି ସ୍ଥଶତ ସ୍ମାର୍ଟ କ୍ରେମେଟୋରିୟମ୍ ଭେଣ୍ଡିଂ ଜୋନ୍ ଏବଂ ଅନ୍ୟାନ୍ୟ ସ୍ଥାନକୁ ପରିଦର୍ଶନ କରି
Read More...

ୟୁକ୍ରେନ ଉପରେ ସାମ୍ରଜ୍ୟବାଦୀ ରୁଷିଆର ଆକ୍ରମଣକୁ ନେଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏସ୍‌ୟୁସିଆଇ (ସି)ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୟୁକ୍ରେନ ଉପରେ ସାମ୍ରଜ୍ୟବାଦି ରୁଷିଆର ଆକ୍ରମଣର ପ୍ରତିବାଦରେ ଆଜି ସନ୍ଧ୍ୟା ସମୟରେ ଏସ୍‌ୟୁସିଆଇ(ସି) ବଲାଙ୍ଗିର ପକ୍ଷରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସାମ୍ରଜ୍ୟବାଦି ରୁଷିଆ ଏବଂ ଆମେରିକା ବିଶ୍ୱ ବଜାରକୁ ଦଖଲ
Read More...

ବରଗଡ଼ ଘୁଲିପାଲି ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇ ଛୁଆ ସମେତ୍‌ ପାଞ୍ଚ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଘୁଲିପାଲି ଛକରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇ ଜଣ ଶିଶୁ ସମେତ ମୋଟ ପାଞ୍ଚଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତେବେ ସୂଚନା ଅନୁସାରେ ଆଜି ରବିବାର ସନ୍ଧ୍ୟା ୭ଟା ସମୟରେ ବରଗଡ଼ ହଲଦୀପାଲି ଛକରୁ ନିଜର କର୍ମ ସାରି ଘୁଲିପାଲି ଛକକୁ ଏକ
Read More...