Monthly Archives

February 2022

ଟ୍ରକ୍ ପିଟିଲା ଭୋଟ ବାକ୍ସ ଜିମା ଦେଇ ଫେରୁଥିବା ପୋଲିଂ ଗାଡ଼ିକୁ

ରେଙ୍ଗାଲି : ଅତାବିରା ଆର୍‌ଏମ୍‌ସି ନିକଟରେ ପୋଲିଂ ଗାଡ଼ି ଦୁର୍ଘଟଣାଗ୍ରସ୍‌ସ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଲରମ୍ଭାରୁ ପୋଲିଂ ଦଳ ମତଦାନ ଶେଷ ହେବା ପରେ ଅତାବିରା ଷ୍ଟ୍ରଙ୍ଗରୁମରେ ଭୋଟ ବାକ୍ସ ଜିମାଦେଇ ଟ୍ରେକର୍ ନଂ. (ଓଆର୍‌ଆର୍ ୩୬୪୨)ରେ ଫେରୁଥିବା ସମୟରେ ଅତାବିରା ୫୩ ନଂ.
Read More...

ଫେବୃଆରୀ ୧୯ରୁ ୨୨ ରାଷ୍ଟ୍ରପତିଙ୍କ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତ

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫେବୃଆରୀ ୧୯ରୁ ୨୨, ୨୦୨୨ରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ । ଫେବୃଆରୀ ୨୦, ୨୦୨୨ରେ ରାଷ୍ଟ୍ରପତି ପୁରୀଠାରେ ଗୋଡ଼ୀୟ ମଠ ଏବଂ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କର ତିନି
Read More...

ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପ୍ରଶିକ୍ଷଣ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗତକାଲି ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ଏକ
Read More...

ବିଖ୍ୟାତ ଗଣିତଜ୍ଞ ସ୍ୱର୍ଗତ ବାଇକୋଳି ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଗଡ଼ଜାତ ରାଜ୍ୟ ଭାବେ ପ୍ରତିଷ୍ଠିତ ଅଧୂନା ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟଗଡ଼ର ମହତ୍ତ୍ୱ ଉଲ୍ଲେଖନୀୟ ଅଟେ । ମହାରାଜା ରାଜବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜଦରବାରରେ ଅନେକ ବିଦ୍ୱାନୀ, ଜ୍ଞାନୀ,
Read More...

ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ୬୪.୦୪ ପ୍ରତିଶତଙ୍କ ମତଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ନିର୍ବାଚନକୁ ସୂଚାରୁ ରୂପେ ସଂପାଦନ କରିବା ନିମିତ୍ତ ସମସ୍ତ ଅଧିକାରୀମାନଙ୍କୁ ନିଜର ଦାୟିତ୍ୱ ସଠିକ୍ ରୂପେ ସଂପାଦନ କରିବା ପାଇଁ ଗଞ୍ଜାମ
Read More...

ପ୍ରଚାର ଶେଷ ଦିନରେ କାଳିପଲ୍ଲୀ ପଞ୍ଚାୟତରେ ବିଜେପିର ପ୍ରଚାର ସରଗରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଅଧିକ ସମ୍ବେଦନଶୀଳ ଅଞ୍ଚଳ ଭାବେ ଅନୁଭୂତ ହେଉଥିବା ଛତ୍ରପୁର ବ୍ଳକ୍‌ର କାଳିପଲ୍ଲୀ ପଞ୍ଚାୟତରେ ଘରେ ଘରେ ବୁଲି ୨୦ ନମ୍ବର ଜୋନ୍ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଏନ୍.ଦୀନବନ୍ଧୁ ଭୋଟଭିକ୍ଷା କରିଛନ୍ତି
Read More...

ଭୁସକିମାଲରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ବଲାଙ୍ଗିର ଓଜେୟୁ ତରଫରୁ ଥାନା ଅଧିକାରୀଙ୍କ ଜରିଆରେ ବଲାଙ୍ଗିର…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କଅଁସର ପଞ୍ଚାୟତର ଭୁସକିମାଲ ଗ୍ରାମରେ ସରପଞ୍ଚ ପ୍ରାର୍ଥିନୀଙ୍କ ସ୍ୱାମୀ ଓ ଭୁସକିମାଲ ଗ୍ରାମବାସୀଙ୍କ ମଧ୍ୟରେ ଟଙ୍କା ବଣ୍ଟନକୁ ନେଇ ଗଣ୍ଡଗୋଳ ଚାଲିଥିବା ବେଳେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଜି ଓଜେୟୁ
Read More...

ଦାଣ୍ଡପାଣି ଗାଁରେ ଭୋଟ ବର୍ଜନ : ପଞ୍ଚାୟତ ଅଦଳବଦଳକୁ ନେଇ ଗ୍ରାମବାସୀ ଅସନ୍ତୋଷ

ଲୋଇସିଂହା, (କେପିଏନ୍‌ଏସ୍‌) : ଦାଣ୍ଡପାଣି ଗାଁରେ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ପଞ୍ଚାୟତ ଅଦଳବଦଳକୁ ନେଇ ଗ୍ରାମବାସୀ ଏହିଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ପୂର୍ବରୁ ଦଣ୍ଡପାଣି ଗାଁକୁ ରତାଖଣ୍ଡି ପଞ୍ଚାୟତ
Read More...

ଜାତୀୟ ରାଜପଥରେ ମାଲବାହୀ ଯାନ ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ୨୬ନଂ ଜାତୀୟ ରାଜପଥର ଦେଓଗାଁ ସଇଁତଲା ରାସ୍ତା ବହଲି ଛକ ନିକ‌ଟରେ ରାସ୍ତା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡ଼ି ଚାଳକ । ଗତକାଲି ରାତିରେ କଟକରୁ ବାହାରି କୋରାପୁଟ ଅଭିମୁଖେ ଯାଉଥିବା (ଓଡ଼ି୦୫ ଏଡ଼ବ୍ଲ୍ୟୁ ୯୧୨୭) ଏକ ମାଲ
Read More...

୭ ଦିନ ହେଲା ଶିକ୍ଷକ ନିଖୋଜ : ଟେର ପାଉନି ପୋଲିସ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଧିନ ଉଡେର ଗ୍ରାମର ବାସୁଦେବ ଭୋଇ(୨୫) ଦୀର୍ଘ ସାତଦିନ ହେଲା ନିଖୋଜ ଥିବା ଜଣାପଡିଛି । ଚିନ୍ତାରେ ଭାଙ୍ଗି ପଡିଛି ମାଆଙ୍କ ହୃଦୟ । ବାସୁଦେବ ନିଜ ଗ୍ରାମର ଉ.ପ୍ରା. ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଗତ
Read More...