Monthly Archives

February 2022

କରିପାରିଲେନି ମତଦାନ : ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚାୟତ ନିର୍ବାଚନରେ ନିଜ ମତ ସାବ୍ୟସ୍ତ କରିବା ପାଇଁ ଭୋଟ କେନ୍ଦ୍ରକୁ ଆସିଥିବା ଜଣେ ମହିଳା ଭୋଟର ମତଦାନ ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ହଠାତ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସଇଁତଲା
Read More...

ଷ୍ଟ୍ରଙ୍ଗ୍‌ରୁମ୍ ବାହାରେ ଚିରା ବାଲାଟ୍ ପେପର ଦେଖି ବିଭିନ୍ନ ପ୍ରାର୍ଥୀ ଓ କର୍ମୀ ମାନଙ୍କ ମଧ୍ୟରେ ଉତ୍ତେଜନା

କେନ୍ଦ୍ରାପଡା : ଷ୍ଟ୍ରଙ୍ଗ୍‌ରୁମ୍ ବାହାରେ ଚିରା ବାଲାଟ ପେପର ଦେଖି ବିଭିନ୍ନ ପ୍ରାର୍ଥୀ ଓ କର୍ମୀ ମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡଛି । ସୂଚନା ଅନୁସାରେ କେନ୍ଦ୍ରାପଡା କଲେଜ ପରିସରରେ ହୋଇଥିବା ଷ୍ଟ୍ରଙ୍ଗ୍‌ରୁମ୍ ନିକଟରେ ଚିରା ବାଲାଟ ପେପର ପଡିବା ଦେଖି ଉତ୍ତେଜନା
Read More...

ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଲଢେଇ

ବ୍ରହ୍ମଗିରି : ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଥିବା ଜଣାପଡିଛି। ଉଭୟ ପକ୍ଷରୁ ପରସ୍ପରକୁ ଘନ ଘନ ବୋମାମାଡ କରାଯାଇଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ୨୦ରୁ ଅଧିକ ବୋମାମାଡ ହୋଇଥିବା ଜଣାପଡିଛି ।
Read More...

ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

ଝାରସୁଗୁଡ଼ା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଝାରସୁଗୁଡ଼ା ଓଏମ୍‌ଭିଡି ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଥିବା ବେଳେ ହରେକୃଷ୍ଣଙ୍କ ଘରୁ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି । ଏହି
Read More...

ଦେଓଗାଁ ବ୍ଲକରେ କେଉଁ ଦଳର ସମର୍ଥିତ ପ୍ରାର୍ଥୀ ହେବେ ଅଧ୍ୟକ୍ଷ : ହିସାବ ନିକାଶରେ ବ୍ୟସ୍ତ ପ୍ରାର୍ଥୀ ଓ ଜନତା

ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଦିନକ ପରେ ଭୋଟ ବାକ୍ସ ଖୋଲିବ ଏବଂ ପ୍ରାର୍ଥୀଙ୍କ ଭାଗ୍ୟଫଳ ସ୍ପଷ୍ଟ ହେବ । ତା' ପୂର୍ବରୁ ଏବେ ପ୍ରାର୍ଥୀ ଓ ଜନତାଙ୍କ ଭିତରେ ଫଳ ଜାଣିବାକୁ ପ୍ରବଳ ଉତ୍କଣ୍ଠା । ସମସ୍ତେ ହିସାବ ନିକାଶରେ ବ୍ୟସ୍ତ ।
Read More...

ୟୁକ୍ରେନରେ ଫସିିଛନ୍ତି ପଶ୍ଚିମ ଓଡ଼ିଶାର ୩୦ ଡାକ୍ତରୀ ଛାତ୍ରଛାତ୍ରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରୁଷିଆ ଓ ୟୁକ୍ରେନ ଭିତରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ବଢିଛି ଚିନ୍ତା । ଏହି କ୍ରମରେ ପଶ୍ଚିମ ଓଡିଶାର ସମ୍ବଲପୁର, ରାଉରକେଲା, ବରଗଡ଼ ଝାରସୁଗୁଡା ଓ ବଲାଙ୍ଗିର ଜିଲାର ୩୦ରୁ ଊର୍ଦ୍ଧ୍ୱ ଡାକ୍ତରୀ ଛାତ୍ରୀଛାତ୍ର
Read More...

ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ମେଳା ଅନୁଷ୍ଠିତ

• ବିଭିନ୍ନ ସଂସ୍ଥାରେ ୧୪୫ ଜଣ ଦିବ୍ୟାଙ୍ଗଙ୍କୁ ମିଳିଲା ନିଯୁକ୍ତି ଭୁବନେଶ୍ୱର, (ପିଆଇବି) : ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନିଯୁକ୍ତି ମେଳା ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ), ଭୁବନେଶ୍ୱର, ଭାରତ
Read More...

ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବ ଦୁଇ ଦିନିଆ ମନ୍ତ୍ରୀସ୍ତରୀୟ ସମ୍ମିଳନୀ

● ୨୫-୨୬ ଫେବୃଆରୀରେ କୋଣାର୍କ ଓ ଭୁବନେଶ୍ୱରରେ ଅନୁଷ୍ଠିତ ହେବ● ଯୋଗଦେବେ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ଶିଳ୍ପ ଜଗତର ପ୍ରତିନିଧି ଭୁବନେଶ୍ୱର, (ପିଆଇବି) : ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କର ଏକ
Read More...

ପୂର୍ବ ସରପଞ୍ଚ ସଦାନନ୍ଦ ସିଂ ନିନାଙ୍କ ପତ୍ନୀ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ବନ୍ଧପଡ଼ା ଗାଁର ଗୌନ୍ତିଆ ତଥା ଏହି ଅଞ୍ଚଳର ଅତି ଜଣାଶୁଣା ଲୋକ ତଥା ଅବିଭକ୍ତ ବନ୍ଧପଡ଼ା ପଞ୍ଚାୟତରେ ଲଗାତର ଭାବେ ୩ଥର ସରପଞ୍ଚ ଥିବା ସଦାନନ୍ଦ ସିଂନନାଙ୍କ ପତ୍ନୀ ନଳିନୀ ସିଂନିନା(୮୦)ଙ୍କ ଗୁରୁବାର ଅପରାହ୍ନରେ ବଲାଙ୍ଗିର ଭୀମ ଭୋଇ ସରକାରୀ
Read More...

ଜାତୀୟ ରାଜପଥ କଡ ତେନ୍ତୁଳି ଗଛକୁ ପିଟିଲା କାର : ୧ ମୃତ, ୧ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼-ବୋରିଗୁମା ୨୬ନଂ ଜାତୀୟ ରାଜପଥର ବଲାଙ୍ଗିର ଦେଓଗାଁ ରାସ୍ତାର ଘୁଚିପାଲି ଛକ ନିକଟରେ ଗତକାଲି ଅପରାହ୍ନ ୫ଟା ସମୟରେ ଏକ ମାରୁତି ସୁଇପ୍ଟ (ଓଡି୦୮କ୍ୟୁ ୮୩୦୯) ଗାଡ଼ି ବଲାଙ୍ଗିର ପଟରୁ ଦୃତ ଗତିରେ ଆସି ଏକ ତେନ୍ତୁଳି ଗଛରେ ପିଟି ଦୁର୍ଘଟଣାଗ୍ରସ୍ତ
Read More...