Monthly Archives

February 2022

‘ସୁନାସାଜ’ର ୮ମ ବାର୍ଷିକଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସାହିତ୍ୟ ସଂଗଠନ ସୁରଭୀ ନାଟକ ସାହିତ୍ୟ ଜଗତ ତଥା 'ସୁନାସାଜ'ର ୮ମ ବାର୍ଷିକୀ ଉତ୍ସବ ଛତ୍ରପୁର ଘଡଘଡାପଲ୍ଲୀ ନିକଟସ୍ଥ ପବିତ୍ର ପୂଣ୍ୟଭୂମି ଯଜ୍ଞଶାଳାଠାରେ ସାମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଆନୁଷ୍ଠାନିକ ଆଲୋଚନା ହୋଇ ପରେ
Read More...

ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାର ବହୁ ପୁରାତନ ଶିକ୍ଷାନୁଷ୍ଠାନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆସାହି (କେଜିବିଭି)ରେ କାର୍ୟ୍ୟରତ ସହକାରୀ ଶିକ୍ଷକ ପବିତ୍ର ମୋହନ ପାଢ଼ୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉକ୍ତ
Read More...

ଲୋଇସିଂହା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ କଡା ମୁକାବିଲା : ଚର୍ଚ୍ଚାରେ ହୀରାପୁର ଗ୍ରାମ ପଞ୍ଚାୟତ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ପଦବୀ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ତେଣୁ ଏଥିପାଇଁ ଆଶାୟୀ ଥିବା ପ୍ରାର୍ଥୀ ବିଭିନ୍ନ ପଞ୍ଚାୟତରୁ ନିର୍ବାଚନ ଲଢ଼ିବା ସହିତ ଜିତିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ
Read More...

ରକ୍ତଦାନ କଲେ ଜିଲ୍ଲା ଯୁବ କୁଲୁତା ସମାଜର ତିନି ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗ୍ରାମର ଉମାରାଣି ଗଡତ୍ୟା (୩୨) ଡେଲିଭରି ସମସ୍ୟା ହେତୁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଶରୀରରେ ରକ୍ତର ପରିମାଣ କମିବାରୁ ସେ ବଲାଙ୍ଗିର ଜିଲ୍ଲା ଯୁବ କୁଲତା ସମାଜକୁ ରକ୍ତ
Read More...

ଆଗଲପୁର ବ୍ଲକ ଜୋନ ନଂ.୧ର ପ୍ରାର୍ଥୀ ଗଣେଶ ସାହୁଙ୍କ ପାଇଁ ନରସିଂହଙ୍କ ନିର୍ବାଚନୀ

ବିଗତ ଦିନର ବିଜୟୀ ପ୍ରାର୍ଥୀଙ୍କୁ ରିପୋର୍ଟ କାର୍ଡ ମାଗନ୍ତୁ ଜନସାଧାରଣ- ନରସିଂହବଲାଙ୍ଗିର, (ଦେବାଶିଷ ମିଶ୍ର) : ନିର୍ବାଚନ ଆସୁ ଆସୁ ବିଭିନ୍ନ ଦଳ ତଥା ରାଜନୈତକ ବ୍ୟକ୍ତି ବିଶେଷଙ୍କ ହଠାତ ଜନସାଧାରଣଙ୍କ ପ୍ରତି ଦରଜ ଜାଗି ଉଠେ । ନିର୍ବାଚନୀ ବୈତରଣୀ ପାର ହେବା ପରଠୁଁ ଥରୁଟିଏ ମଧ୍ୟ ଅନାଇ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ କର୍ଣପାତ କଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପାଇଁ କୌଣସି ପ୍ରକାର ସ୍ୱତନ୍ତ୍ର ପ୍ୟାକେଜ ଓଡିଶାକୁ ଦିଆଯାଇନଥିବା କଥା ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା
Read More...

କୋଭିଡ ସଚେତନତା ରଥକୁ ଜିଲ୍ଲାପାଳ କଲେ ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କରୋନାର ତୃତୀୟ ଲହର ଓମିକ୍ରନର ମୁକାବିଲା କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସହିତ ହାତ ମିଳାଇଛି ଅଗ୍ରଣି ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏକସନ୍‌ ଆଡ୍‌ । ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ତଥା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି
Read More...

ଉତ୍କଳମଣି ଯୁବକ ସଂଘ ପରିସରରେ ଡ.ରାଧାକାନ୍ତ ସେଠଙ୍କୁ ବିଦାୟକାଳୀନ ସମର୍ଦ୍ଧନା

ଭୁତିଆରବାହାଲ, (କେପିଏନ୍‌ଏସ୍‌) : ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ଥାନୀୟ ସର୍ବପୁରାତନ ଅନୁଷ୍ଠାନ ଉତ୍କଳମଣି ଯୁବକ ସଂଘ ପରିସରରେ ଡ. ରାଧାକାନ୍ତ ସେଠଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଡ.ରାଧାକାନ୍ତ ସେଠ ହେଉଛନ୍ତି ଭୁତିଆରବାହାଲ ସରକାରୀ ଆୟୁର୍ବେଦିକ
Read More...

ମହାଖଲା କର୍ତ୍ତଙ୍ଗ, କଦମ୍‌ ଫୁଲ୍‌, କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ଓ କୋଶଲି ଡେରା ତରଫରୁ ପଦ୍ମଶ୍ରୀ ପାଇଁ ଯୋଗ୍ୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାଖଲା କର୍ତ୍ତଙ୍ଗ, କଦମ୍‌ ଫୁଲ୍‌ ଓ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ପଦ୍ମଶ୍ରୀ ପାଇଁ ଯୋଗ୍ୟ ବିବେଚିତ କୋଶଲୀ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉପରୋକ୍ତ ସାହିତ୍ୟ ଅନୁଷ୍ଠାନର ସଭ୍ୟମାନେ ଯଶସ୍ୱୀ
Read More...

ପଞ୍ଚାୟତ ନିର୍ବାଚନରେ ଦେଓଗାଁ ବ୍ଲକର ୩୧୩ଟି ୱାର୍ଡ ମଧ୍ୟରୁ ୫୩ଟି ୱାର୍ଡ଼ ଅତି ସମ୍ବେଦନଶୀଳ ନିର୍ବାଚନରେ ଶୃଙ୍ଖଳା…

ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ୨୨ତାରିଖ ଦିନ ଦେଓଗାଁ ବ୍ଳକରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଜାର ପ୍ରସ୍ତୁତି ଚାଲିଛି । ବୁଧବାର ଦିନ ଅପରାହ୍ନରେ କିଛି ପଞ୍ଚାୟତରେ ପୁଲିସ ପ୍ରଶାସନ ପକ୍ଷରୁ ଫ୍ଲାକ
Read More...