Monthly Archives

February 2022

ପର୍ଲିମାଲ ଗ୍ରାମରେ ବାଲ୍ୟ ବିବାହକୁ ବନ୍ଦ କଲା ବଲାଙ୍ଗିର ଚାଇଲ୍ଡ ଲାଇନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପର୍ଲିମାଲ ଗ୍ରାମରେ ଜଣେ ନାବାଳିକା ଝିଅକୁ ତା’ର ପିତାମାତା ସର୍ଗିଗୁଡା ଗାଁର ଜଣେ ବରପାତ୍ର ସହ ବିବାହ କରାଇବାକୁ ଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ବଲାଙ୍ଗିର ୟୁଥ୍‌ ଫର୍‌ ଚିଲ୍ଡଡ୍ରେନ୍‌ ଗାଁରେ ପହଂଚି ବେଆଇନ ବାହାଘରକୁ ରୋକିବା
Read More...

ଆଗଲପୁର ବ୍ଲକ ବରିଷ୍ଠ କିରାଣୀ ସୁରେନ୍ଦ୍ର କୁମାର ବାଗଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ବରିଷ୍ଠ କିରାଣୀ ସୁରେନ୍ଦ୍ର କୁମାର ବାଗ(ସୁରୁ)ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଆଗଲପୁର ବ୍ଲକ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି । ସ୍ଥାନୀୟ ଠିକାଦାରପଡ଼ା ନିବାସୀ ବାଗ ଅବସର ଗ୍ରହଣ କରି ନିଜ ପଡ଼ାକୁ ଆସିବା ବେଳେ ତାଙ୍କୁ ବାଜା ବଜାଇ
Read More...

ରେଣ୍ଡୋ ମାଝୀ ମାଟିକୁ ଚିହ୍ନିବ ସାରା ବିଶ୍ୱ

ମ.ରାମପୁର, (ହେମନ୍ତ ସାହୁ) : ଏକଦା ସ୍ୱାଧୀନତା ସଂଗ୍ରାମ କରି ନିଜ ଜୀବନକୁ ଉତ୍ସର୍ଗ କରିଥିବା କଳାହାଣ୍ଡିର ପ୍ରଥମ ସହିଦ ରେଣ୍ଡୋ ମାଝୀ ଆଉ ଲୁଚି ରହିବେନି । ଏବେ ତାଙ୍କୁ ଜାଣିବ ସାରା ବିଶ୍ୱ । ଭାରତ ସରକାର ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଭାରତ ବର୍ଷର ପଞ୍ଚସ୍ତରୀ ଜଣ ଯୁବଲେଖକଙ୍କୁ
Read More...

ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ସହ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ କେନ୍ଦ୍ର ଗୁଡ଼ିକରେ ଟୀକାକରଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ, ତରଭା, ଉଲୁଣ୍ଡା, ବିନିକା, ବୀରମହାରାଜପୁର, ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ୧୯ଟି ବ୍ୟବସ୍ଥିତ ଟିକା କେନ୍ଦ୍ରରେ ୧୮ ରୁ
Read More...

ଡେଲାଙ୍ଗରେ ଅର୍ଥ ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ଖର୍ଚ୍ଚ ତନଖି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ମଙ୍ଗଳବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଲଢ଼ୁଥିବା ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀମାନଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବ ଖାତାକୁ ଅର୍ଥ ପର୍ଯ୍ୟବେକ୍ଷକ ରୁଦ୍ର ନାରାୟଣ ଆଚାର୍ଯ୍ୟ
Read More...

ସୁଲିଆଘାଟି ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ରାସ୍ତା କଡର ଗଛରେ ବାଡେଇ ହେଲା ମଟର ସାଇକେଲ : ୨ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ରାସ୍ତାକଡର ଗଛରେ ମଟର ସାଇକେଲ ବାଡେଇ ହେବା ଫଳରେ ୨ଜଣ ଗୁରତର ଆହତ ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ ଅର୍ଜୁନପୁର ନିକଟସ୍ଥ ସୁଲିଆଘାଟି ପାଖରେ ଏହି ଦୁର୍ଘଟଣା ଘଟିଛି । ଫିରୋଜ ସାହୁ ଓ
Read More...

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷେତ୍ରବାସୀ ପଣ୍ଡାଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ବରିଷ୍ଠ ନାଗରିକ କ୍ଷେତ୍ରବାସୀ ପଣ୍ଡାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଗତ ମାସରୁ ସେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର
Read More...

ସମାଜସେବୀ ଶୁଭଙ୍କର ତ୍ରିପାଠୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜସେବୀ, ଟିକ୍ରାପଡା ଦୁର୍ଗାପୂଜା କମିଟିର ପୂର୍ବତନ ସଂପାଦକ ତଥା ସକ୍ରିୟ ସଭ୍ୟ ଶୁଭଙ୍କର ତ୍ରିପାଠୀଙ୍କ ଅକାଳ ବିୟୋଗରେ ଟିକ୍ରାପଡା ମଣ୍ଡପ ଠାରେ ଆଜି ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହରର
Read More...

ସାର ପାଇଁ ରାସ୍ତା ରୋକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସାରର କଳାବଜାରୀ ରୋକିବା ଦାବୀରେ ବରଗଡ଼ ବ୍ଲକ ବେହେରା ଅଞ୍ଚଳର ଚାଷୀ ବରଗଡ଼ ଆମ୍ବାପାଲି ଛକରେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ଆନ୍ଦୋଳନ ପାଇଁ ଘଣ୍ଟା ଘଣ୍ଟା ଧରି ବରଗଡ଼ ବଲାଙ୍ଗିର ରାସ୍ତାରେ ଯାତାୟାତ ବନ୍ଦ ରହିଛି । ଘଟଣା ସ୍ଥଳରେ
Read More...

ତୋରା ଗ୍ରାମ ପଞ୍ଚାୟତ ବରଗଡ଼ ଜିଲ୍ଲାର ସର୍ବ ବୃହତ ପଞ୍ଚାୟତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଗ୍ରାମ ପଞ୍ଚାୟତରେ ୧୩,୭୦୭ ଭୋଟର ଥିବାରୁ ଏହା ବୃହତ ପଞ୍ଚାୟତ ଭାବେ ପରିଗଣିତ ହୋଇଛି । ବରଗଡ଼ ସହର କୁ ଲାଗି ରହିଥିବା ଏହି ପଞ୍ଚାୟତ ପରିସୀମା ନାଗେନପାଲି, ନନ୍ଦଟିକ୍ରା, ସାହୁଟିକ୍ରା, ତୋରା ଗ୍ରାମ,
Read More...