ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଏବଂ ମାଁ ମାଉଳି କ୍ରିକେଟ କ୍ଳବର ମିଳିତ ପ୍ରୟାସରେ ରକ୍ତଦାନ ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେଞ୍ଜରିଆପାଲି ପଞ୍ଚାୟତର କଦଲିପାଲି ଗାଁରେ ମାଁ ମାଉଳି କ୍ରିକେଟ୍ କପ୍ ତରଫରୁ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ ଏବଂ ମାଁ ମାଉଳି କ୍ରିକେଟ କ୍ଳବର ମିଳିତ ପ୍ରୟାସରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...