Monthly Archives

February 2022

ବଲାଙ୍ଗିର ସିଭିଲ କୋର୍ଟ ସିରସ୍ତାଦାର ରଘୁନାଥ ପଧାନଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଜିଲ୍ଲା ଜଜ୍‌ କୋର୍ଟ ସିରସ୍ତାଦାର ରଘୁନାଥ ପଧାନଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବଲାଙ୍ଗିର ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘ ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୨ଜଣ, ବଲାଙ୍ଗିର ବ୍ଲକରୁ ୨ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୫ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୬ଜଣ, ବେଲପଡ଼ା ବ୍ଲକରୁ
Read More...

ଗିରଫ ହେଲେ ନୂଆପଡ଼ାର କୋଟିପତି ଏସିଏସ୍‌ଓ ରତ୍ନାକର ସେଠୀ

ନୂଆପଡ଼ା, (ନିରାକାର ମେହେର) : ଗିରଫ ହୋଇଛନ୍ତି ନୂଆପଡ଼ାର କୋଟିପତି ଏସିଏସ୍‌ଓ ରତ୍ନାକର ସେଠୀ । ଏସିଏସ୍‌ଓ ଶ୍ରୀ ସେଠୀଙ୍କୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିବା ବେଳେ ତାଙ୍କ ଠାରୁ ଚଢାଉ ସମୟରେ ସାଢ଼େ ୬ କୋଟିରୁ ଅଧିକ ମୂଲ୍ୟର ସଂପତ୍ତି ମିଳିଥିଲା ।
Read More...

ରାଜଧାନୀରେ ଦ୍ୱାଦଶ ବୋର୍ଡପରୀକ୍ଷା ବାତିଲ ଦାବୀରେ ଗର୍ଜିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ଦାବୀରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଛାତ୍ରଛାତ୍ରୀ । କ୍ୱାର୍ଟର ଓ ପରୀକ୍ଷା ଫଳ ଆଧାରରେ ମାର୍କ ଦେବାକୁ ସରକାରଙ୍କ ନିକଟରେ ଛାତ୍ରଛାତ୍ରୀ ମାନେ ଦାବୀ କରିଛନ୍ତି ।
Read More...

ଓପିଏସ୍‌ସି ଅଫିସ୍‌ରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି : ୮ରୁ ହେବ ଅନ୍‌ଲାଇନ୍ ଆବେଦନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ଙ୍କ ଅଫିସ୍‌ରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି । ଗ୍ରୁପ୍‌ ବି'ରେ ଜଣେ ପ୍ରୋଗ୍ରାମରଙ୍କୁ ନିଯୁକ୍ତି ଦେବାକୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ କେବଳ ଅନୁସୂଚିତ ଜନଜାତି (ଏସ୍‌ଟି) ପାଇଁ ଏହି ପଦଟି
Read More...

ଗାଈକୁ କାଞ୍ଜିଆହୁଦାକୁ ନିଆଯିବା ପରେ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗାଈ ପାଇଁ ଶୋଇ ପଡ଼ିଲେ ବୃଦ୍ଧା

ସୋନପୁର, (ପ୍ରଭୁଦତ୍ତ ରଥ) : ଗାଈକୁ କାଞ୍ଜିଆହୁଦାକୁ ନିଆଯିବାରୁ ଫେରାଇ ଆଣିବାକୁ ଆଜି ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗୁହାରୀ କରିଛନ୍ତି ଜଣେ ବୃଦ୍ଧା । ଶେଷରେ ଜିଲ୍ଲାପାଳ ବୃଦ୍ଧାଙ୍କୁ ତାଙ୍କ ପ୍ରିୟ ଗାଈ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନା ଅନୁଯାୟୀ ୨୦ ବର୍ଷ ହେଲା
Read More...

ଇଲେଭେନ୍‌ ଷ୍ଟାର କ୍ରିକେଟ କପ୍‌ : ସେମିରେ ପଦ୍ମପୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିତା ସ୍କୁଲ ପଡ଼ିଆରେ ଇଲେଭେନ୍‌ ଷ୍ଟାର ଦ୍ଵାରା ଆୟୋଜିତ ୧୧ତମ ଇଲେଭେନ୍‌ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ ପ୍ରଥମ ମ୍ୟାଚରେ ବୁଡେନ ଦଳ ଦହିଁଗାଁ ଦଳକୁ ହରାଇ ଏବଂ ଦ୍ୱିତୀୟତୀୟ ମ୍ୟାଚରେ ପଦ୍ମପୁର ଦଳ ଖଲିଆପାଲି ଦଳକୁ
Read More...

ରାଜ୍ୟରେ ୭ରୁ ଖୋଲିବ ସ୍କୁଲ କଲେଜ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଚଳିତ ମାସ ୭ ତାରିଖ ଠାରୁ ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀର ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେବ । କେଜି ଠାରୁ ସପ୍ତମ ଶ୍ରେଣୀ ଯାଏଁ ଫେବୃଆରୀ ୧୪ ତାରିଖ ଠାରୁ ଅଫ୍‌ଲାଇନ୍‌ କ୍ଲାସ ହେବ । ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟ ଶାସନ
Read More...

ସୁନାମଧନ୍ୟ କଣ୍ଠ ଶିଳ୍ପୀ ବୃନ୍ଦାବନ ନାଏକଙ୍କ ପରଲୋକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ ସୁନାମଧନ୍ୟ କଣ୍ଠ ଶିଳ୍ପୀ ବୃନ୍ଦାବନ ନାଏକଙ୍କ ଆଜି ଦିବା ୧ ଘଂଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ‘କଁଷି ବାଉଁଶର ପାତି….’, ‘ନନି କେ ଠିକ୍‌ ଚିହ୍ନିଛେଁ…’ ଭଳି ଅନେକ ସଂଗୀତରେ ସାରା ଓଡ଼ିଶାକୁ
Read More...

ଦେଓଗାଁ ବ୍ଲକ ଜୋନ ନଂ.୧୩ର ଜିଲ୍ଲା ପରିଷଦ ପ୍ରାର୍ଥୀ ମୁକ୍ତାଦେଇ ତାଣ୍ଡିଙ୍କ ପାଇଁ ପ୍ରଚାର କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଜୋନ ନଂ.୧୩ର ଜିଲ୍ଲା ପରିଷଦ ପ୍ରାର୍ଥୀ ମୁକ୍ତାଦେଇ ତାଣ୍ଡିଙ୍କ ପାଇଁ ପ୍ରଚାର କରିଛନ୍ତି ବିଧାୟକ । ସେ କହିଛନ୍ତି ଯେ, ନରସିଂହ ଜନସ୍ୱାର୍ଥରେ କାମ କରିବା ପାଇଁ ଲୋକେ ରାଜ୍ୟ ତଥା କେନ୍ଦ୍ର ସରକାର ନିର୍ବାଚିତ କରନ୍ତି । କିନ୍ତୁ କେନ୍ଦ୍ର ତଥା
Read More...