Monthly Archives

February 2022

ପ୍ରଚାର ମଇଦାନରେ ଯୁବ ସାମ୍ବାଦିକ ରିଙ୍କୁ ଦେବତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସୁଛି ପଞ୍ଚାୟତ ନିର୍ବାଚନ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । କେଉଁ ପ୍ରାର୍ଥୀ ସୋସିଆଲ ମିଡ଼ିଆରେ ପ୍ରଚାର କରୁଥିବା ବେଳେ କେଉଁ ପ୍ରାର୍ଥୀ ଘରଘର ବୁଲି ପୁସିଂ କାର୍ଡ ଦେଇ ଭୋଟରଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ
Read More...

ସାପ୍ତାହିକ ବଜାର ସ୍ଥାନାନ୍ତରଣ କଲେ ତହସିଲଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣା, ପଞ୍ଚାୟତ ନିର୍ବାଚନ ଏବଂ ଆଜି ବରଗଡ଼ ଜିଲ୍ଲାପାଳଙ୍କ ଗାଇସିଲେଟ ଗ୍ରସ୍ତକୁ ଦୃଷ୍ଟିରେ ରଖି ଭୋର ୪ଟା ସମୟରୁ ଗାଇସିଲେଟ ତହସିଲଦାର ମନୋଜ ଦେବତା ଗୁଦେରପାଲି ଛକକୁ ପହଞ୍ଚି ସାପ୍ତାହିକ ପରିବା ବଜାରକୁ କଲେଜ ପଡିଆକୁ ସ୍ଥାନାନ୍ତରିତ କରିଥିଲେ
Read More...

ଲାଉପୁଟ ଗ୍ରାମର କାଠମିଲ ଉପରେ ଚଢ଼ାଉ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଲାଉପୁଟ ଗ୍ରାମ ଏକ କାଠ ମିଲ ଉପରେ ଗତକାଲି ଖଲ୍ଲିକୋଟ ରେଞ୍ଜ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସୂଚନା ଅନୁସାରେ ଏଥିରେ ଉଠକ୍ଷିପ୍ତ ହୋଇ କିଛି ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଯାହାକୁ ନେଇ ଗ୍ରାମରେ
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନୂତନ ଶାଖା ଶୁଭାରମ୍ଭ କଲେ ବିଡ଼ିଓ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବଡ଼ ବଜାର ବିବେକାନନ୍ଦ ମାର୍ଗ ଠାରେ ନୂତନ କୋଠାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ନୂତନ ଶାଖା ବିଡ଼ିଓ ବିଶ୍ୱଜିତ ରାୟ ଗୁରୁବାର ଉଦ୍‌ଘାଟନ କରିଛନ୍ତି । ବ୍ୟାଙ୍କ ପ୍ରବନ୍ଧକ ଅଜୟ କୁମାର ନାୟକ, ଆଞ୍ଚଳିକ ଶାଖା ପରିଚାଳିକା ପୁଷ୍ପଲତା ପରିଡା,
Read More...

ପୁଣି ପର୍ଲିମାଲ୍‌ରେ ବାଲ୍ୟ ବିବାହ ରୋକିଲା ବଲାଙ୍ଗିର ଚାଇଲ୍ଡ ଲାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚାଇଲ୍ଡ ଲାଇନ୍‌ ପକ୍ଷରୁ ରୀତିମତ ବାଲ୍ୟ ବିବାହ ବନ୍ଦ କରାଯାଉଥିବା ଭଳି ଅନେକ ଖବର ଆସୁଥିବା ବେଳେ ଆଜି ପୁଣି ଏକ ବାଲ୍ୟ ବିବାହ ରୋକିଛି ବଲାଙ୍ଗିର ୟୁଥ୍‌ ସର୍ଭିସ ସେଂଟର ଚାଇଲ୍ଡ ଲାଇନ୍‌ । ନିକଟସ୍ଥ ପର୍ଲିମାଲ୍ ଗ୍ରାମରେ ଜଣେ ନାବାଳିକାଙ୍କୁ
Read More...

ଲୋଇସିଂହା ଥାନାର ବିଭିନ୍ନ ଅଂଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ

ଲୋଇସିଂହା, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହି ସମୟରେ ଗ୍ରାମାଂଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ପାଇଁ ଏକ ବିରାଟ ଆହ୍ୱାନ ହୋଇ ଠିଆ ହୁଏ । ଏହି ପରିପ୍ରେକ୍ଷୀରେ ଲୋଇସିଂହା ଥାନାର ବିଭିନ୍ନ ଅଂଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ
Read More...

ସିଭିଲ୍ କୋର୍ଟ ପରିସରରୁ ଏସି କେବୁଲ ଚୋରି ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିନ୍‌ଏସ୍‌) : ସିଭିଲ୍ କୋର୍ଟ ପରିସରରୁ ଏସି କେବୁଲ ଚୋରି ଘଟଣାରେ ୨ ଜଣଙ୍କୁ ଟାଉନ୍‌ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ସିଭିଲ୍ କୋର୍ଟ ପରିସରରୁ ଗତ ୧ ତାରିଖ ରାତିରେ ୫୫ ଗୋଟି ଏସି କେବୁଲ୍‌ ଚୋରି ହୋଇଥିବା ନେଇ ଗତକାଲି ଜିଲ୍ଲା
Read More...

ଟିକ୍ରାପଡାରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ, ଟିକ୍ରାପଡା ଟିମ୍‌ ଚାମ୍ପିୟନ ବିବେଚିତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ଠାରେ ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଲାନ୍ଥଶ୍ୱର ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏହାର ଫାଇନାଲ ମ୍ୟାଚରେ କାଲସାଏପାଲି ଦଳକୁ ୨-୧ ଗୋଲରେ ପରାଜିତ କରି
Read More...

ନିଷ୍ଠା ପରିବାର ଦ୍ୱାରା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନିଷ୍ଠା ପରିବାର ଓ ଗାଇସୀମା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଗାଇସୀମା ରାଜୀବ ଭବନ ଠାରେ ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ବରଗଡ଼ର ଜଣାଶୁଣା ଡାକ୍ତର ନିଶାନ୍ତ ଦେବତା ଫିତାକାଟି ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଙ୍କୁ
Read More...

ଧଣ୍ଡାମୁଣ୍ଡାରେ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ଧଣ୍ଡାମୁଣ୍ଡା କେନ୍ଦୁ ପତ୍ର ରେଞ୍ଜର ଧଣ୍ଡାମୁଣ୍ଡା ଠାରେ ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦୁ ପତ୍ର
Read More...