ବରଗଡ଼ ଜିଲ୍ଲାର ଭୋଟ ଗଣତି
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୧୨ଟି ବ୍ଲକରେ ଆଜି ସକାଳୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କେବଳ ପାଇକମାଳ ବ୍ଲକକୁ ଛାଡିଦେଲେ ସବୁଠି ବିଜୁ ଜନତା ଦଳର ପ୍ରାର୍ଥୀ ଆଗରେ ରହିଛନ୍ତି । ରାତି ୮ଟା ସୁଦ୍ଧା ଆମ୍ଭାଭୋନା!-->…
Read More...
Read More...