ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ : ମଦନପୁର ଚାମ୍ପିଅନ, ରାଶିଭଟା ରନର୍ସ ଅପ୍
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଡ଼ମ୍ବକର୍ଲାଖୁଣ୍ଟା ୟୁଥ୍ କ୍ଲବ ତରଫରୁ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଡ଼ମ୍ବକର୍ଲାଖୁଣ୍ଟାଠାରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ମଦନପୁର ଓ ରାଶିଭଟା ମଧ୍ୟରେ!-->…
Read More...
Read More...