Monthly Archives

February 2022

ଡେଲାଙ୍ଗ ବ୍ଲକରେ ନିର୍ବାଚନ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକରେ ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ପାଇଁ ନିୟୋଜିତ ୩୧୫ ଜଣ ନିର୍ବାଚନ କର୍ମଚାରୀଙ୍କୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦୁଇଟି ପର୍ଯ୍ୟାୟରେ
Read More...

ସୁମନ୍ତ ଭୋଇଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ କ୍ରୀଡା ସଂଗଠକ ସୁମନ୍ତ ଭୋଇଙ୍କ ଦଶାହରେ ସୁମନ୍ତ ପ୍ରେମୀମାନେ ସ୍ଥାନୀୟ ସେରସୁଆଁ ଗୁଡ଼ିଠାରେ ସ୍ୱର୍ଗତ ଭୋଇଙ୍କ ସହ ବିତାଇଥିବା ଅତୀତକୁ ସ୍ମୃତିଚାରଣ କରିବା ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଦୀପ ପ୍ରଜ୍ଜଳନ କରି ପୁଷ୍ପାର୍ଘ୍ୟ
Read More...

କାଳିପଲ୍ଲୀ ପଞ୍ଚାୟତର ବିଜେଡି ସମର୍ଥିତ ଏନ୍.ତେଜସ୍ୱିନୀଙ୍କ ପ୍ରଚାର ଜୋର ସୋର ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଳକ୍ କାଳିପଲ୍ଲୀ ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ଘରକୁ ଘର ବୁଲି ପ୍ରଚାର ଅଭିଯାନ ଜୋର ସୋରରେ ଚାଲିଛି । ସରପଞ୍ଚ ପ୍ରାର୍ଥିନୀ ଏନ୍‌. ତେଜସ୍ୱିନୀ ଓ ସମିତିସଭ୍ୟ ପ୍ରାର୍ଥୀ ଏସ୍‌.
Read More...

ବାପାଙ୍କୁ ତଣ୍ଟି କାଟି ହତ୍ୟା କଲା ପୁଅ : ପୋଲିସର ଛାନ୍‌ ଭିନ୍‌ ଜାରି

ଢେଙ୍କାନାଳ, (ତାପସ ଦାସ) : ବାପାଙ୍କୁ ହତ୍ୟା କଲା ପୁଅ । ହତ୍ୟା ପରେ ମୃତ ଦେହକୁ ପୋଡି ଦେବା ପାଇଁ ଯୋଜନା କରୁଥିବା ସମୟରେ ଘଟଣା ସ୍ଥଳରେ ପହଂଚିଲା ଟାଉନ ଥାନା ପୋଲିସ । ସୂଚନା ଅନୁସାରେ ଜାଗାବାଡି ବିବାଦକୁ ନେଇ ପୁଅ ବାପର ତଣ୍ଟି କାଟି ହତ୍ୟା କରିଛି । ଟାଉନ ଥାନା ଅନ୍ତର୍ଗତ
Read More...

ଭୁକ୍ତା ସିଏଚ୍‌ସିରେ ଜାତୀୟ କୃମି ନାଶକ କର୍ମଶାଳା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଗତକାଲି ଜାତୀୟ କୃମି ନାଶକ କର୍ମଶାଳା ଓ ସାମୁହିକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଡାକ୍ତର ଦୁର୍ଗା ପ୍ରସାଦ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଶିଶୁଠାରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ
Read More...

ରୁଗୁଡିପଡ଼ା ଦୁର୍ଗାପୁଜା ଟ୍ରଷ୍ଟ ଓ ନବକିଶୋର କ୍ଳବ ପକ୍ଷରୁ ସୁମନ୍ତ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରୁଗୁଡିପଡ଼ା ଦୁର୍ଗାପୁଜା ମଣ୍ଡପଠାରେ ସଂଗଠକ ସ୍ୱର୍ଗତ ସୁମନ୍ତ ଭୋଇଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ଚେତନାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ଓ ଉପଦେଷ୍ଟା ସୁଭାଷ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ
Read More...

ଗାନ୍ଧୀ ପାଠାଗାର ଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ପାଠାଗାର ଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଭାରତ ରତ୍ନ ସ୍ୱର୍ଗତା ଲତା ମଙ୍ଗେସ୍କରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ
Read More...

ବିନିକା ବ୍ଲକରେ ନରସିଂହଙ୍କ ଜୋରଦାର ନିର୍ବାଚନୀ ପ୍ରଚାର

ଅଂଚଳର ବିକାଶ ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ ଜିଲ୍ଲା ପରିଷଦ ନିର୍ବାଚନରେ ଆପଣମାନେ ବିଜେପି, ବିଜେଡିକୁ ପରିଷଦ ଗଠନ ପାଇଁ ଆପଣଙ୍କ ବହୁ ମୂଲ୍ୟ ଭୋଟ ବିଗତ ବର୍ଷମାନଙ୍କରେ ଦେଇ ସାରିଛନ୍ତି । ମାତ୍ର ୫ ବର୍ଷ ପୂର୍ବରୁ ଏଇ ଅଂଚଳ ଅବସ୍ଥା
Read More...

ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଅବହେଳାକୁ ଏଆଇଡିଏସ୍‌ଓର ତୀବ୍ର ନନ୍ଦା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ୨୦୧୫ ମସିହାର ବହୁ ଚର୍ଚ୍ଚିତ ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ବର୍ବରୋଚିତ ହତ୍ୟା ମାମଲାର ଚାର୍ଜସିଟ କ୍ରାଇମବ୍ରାଞ୍ଚ ଆଜି ପର୍ଯ୍ୟନ୍ତ ଦାଖଲ କରି ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଦୁଃଖଜନକ ଘଟଣା । ଏଆଡିଏସ୍‌ଓ ପକ୍ଷରୁ କୁହାଯାଇଛି
Read More...

ବଲାଙ୍ଗିରରେ ଉଦ୍‌ଘାଟିତ ହେଲା ମେଡିସ୍କାନ୍‌ ଡାଇଗ୍ନୋଷ୍ଟିକ୍‌ ଏଣ୍ଡ୍‌ ଇମାଜିଙ୍ଗ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏଲ୍‌ଆଇସି ଅଫିସ ସମ୍ମୁଖରେ ମେଡିସ୍କାନ୍‌ ଡାଇଗ୍ନୋଷ୍ଟିକ୍‌ ଏଣ୍ଡ୍‌ ଇମାଜିଙ୍ଗ୍‌ ଉଦ୍‌ଘାଟିତ ହୋଇଯାଇଛି । ଏହାଦ୍ୱାରା ୫ଟି ଜିଲ୍ଲାର ଲୋକେ ନୂତନ ଟେକ୍ନୋଲୋଜି ପରୀକ୍ଷାର ସୁବିଧା ପାଇ ପାରିବେ ବୋଲି ଏଠାର ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।
Read More...