Monthly Archives

February 2022

ଦେଓଗାଁ ସ୍ଥିତ ବନ୍ଦ ପଡିଥିବା ବିଜୟାନନ୍ଦ ଚିନିକଳ କାର୍ଯ୍ୟକ୍ଷମ ଦାବୀ : ୧୨୬ ଦିନରେ ପହଂଚିଲା ଅନିଶ୍ଚିତକାଳୀନ ଧାରଣା

ଦେଓଗାଁ, (କେପିଏନ୍‌ଏସ୍‌) : ବର୍ତ୍ତମାନ ଦେଓଗାଁ ସ୍ଥିତ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଗତ ୧ ସେପ୍ଟେମ୍ବର ୨୦୨୧ ଠାରୁ ଚିନିକଳ ସମ୍ମୁଖରେ ଆଜିକୁ ୧୬୫ ଦିନ ଅନିଶ୍ଚିତକାଳୀନ ଧାରଣା ଜାରି ରହିଛି । ଯେପର୍ଯ୍ୟନ୍ତ ସରକାର ଚନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନ ନେବା ସେ
Read More...

ଲ୍ୟାଣ୍ଡ ମାଇନରେ ମୃତ ସାମ୍ବାଦିକଙ୍କ ପରିବାରକୁ ପହଞ୍ଚିଲେ ତହସିଲଦାର

ମ.ରାମପୁର, (ହେମନ୍ତ ସାହୁ) : ଗତ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଦୁଲେନ ଛକ ନିକଟରେ ହେଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରଲୋକ ହେଇଥିଲା । ତେବେ ସରକାରଙ୍କ ତରଫରୁ ୧୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଥିବା ବେଳେ ଚାରି ଲକ୍ଷ
Read More...

କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ : କେକେବିଏନ୍ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଜାରି

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ । ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଅଞ୍ଚଳରେ ମାଓ ପୋଷ୍ଟର ଜାରି ହୋଇଥିବା ବେଳେ ଗତକାଲି ଫିରିଙ୍ଗିଆ ଥାନା ଅଞ୍ଚଳରେ
Read More...

ଆଗଲପୁର ଉଭୟ ପ୍ରାର୍ଥୀଙ୍କ ପାଇଁ ନରସିଂହଙ୍କ ପ୍ରଚାର ଜନହିତକର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ଗରିବଙ୍କ ପାଇଁ ହୋଇଥିବା ସମସ୍ତ ଜନହିତକର ଯୋଜନା କେବଳ କଂଗ୍ରେସ ନିଜ ନିଜ ଅମଳରେ ଆଣିଛି । ଗ୍ରାମାଞ୍ଚଳ ଶ୍ରମିକଙ୍କ ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ହେଉ କି କୃଷକଙ୍କ ପାଇଁ ବିଭିନ୍ନ ଜଳସେଚନ ଯୋଜନା, ଗ୍ରାମାଞ୍ଚଳବାସୀଙ୍କ
Read More...

ଆଦିବାସୀଙ୍କ ପ୍ରଶ୍ନ ବାଣରେ ହଟହଟା ହେଲେ ମନ୍ତ୍ରୀ ଟୁକୁନି ସାହୁ : ଆଦିବାସୀ ମହିଳା ଓ ମନ୍ତ୍ରୀ ମୁହାଁମୁହିଁ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ୩୧ ନମ୍ବର ବେଲଗାଁ ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରିତାରାଣୀ ହାତୀଙ୍କ କଅଁସର ଓ ଘୁନସର ପଞ୍ଚାୟତର ଗ୍ରାମଗୁଡିକୁ ପ୍ରଚାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଆସିଥିବା ବେଳେ ବ୍ଲକ
Read More...

ହରିଣକୁଲି ସରସ୍ୱତୀ ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତର ହରିଣକୁଲି ସାର୍ବଜନୀନ ସରସ୍ବତୀ ପୂଜା କମିଟିର ସରସ୍ବତୀ ପୂଜା ଉପଲକ୍ଷେ ଓ ସ୍ବର୍ଗତ ମଧୁସୂଦନ ଓ ନାରାୟଣ ଗିରିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ ଓ ଆମଓଡ଼ିଶା ମିଳିତ ସହଯୋଗରେ
Read More...

ଲ୍ୟାଣ୍ଡ ମାଇନ ବିସ୍ଫୋରଣ : ଗାଈ ଚରାଳୀଙ୍କ ଜୀବନ ଗଲା

ଫୁଲବାଣୀ : ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ଖବରଦାତାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାକୁ ଦୋହଳାଇ ଦେଇଥିବା ବେଳେ ଆଜି ପୁଣି ଜଣେ ନିରୀହ ଗାଈ ଚରାଳୀ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜୀବନ ହରାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି କନ୍ଧାମାଳ
Read More...

ବିଜେଡ଼ି ଗଡ଼ରେ ବିଜେପି ଦଳର ରଣହୁଙ୍କାର : ବିଜେପିରେ ସାମିଲ ହେଲେ ୩୯ ଜଣ ଯୁବକ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାମନ୍ତ୍ରୀଙ୍କ ପ୍ରଚାର ପ୍ରସାର ସେତିକି ଦେଖିବାକୁ ମିଳିଛି । ଅନ୍ୟପଟେ ଭୋଟରଙ୍କୁ ହାତେଇବା ପାଇଁ ଏବେ ଗାଁ ଗାଁରେ ରାଜନେତାମାନଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ସବୁବେଳେ ଚର୍ଚ୍ଚାରେ ରହିଥାଏ
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ ନଂ.୨୩ର ବିଜେଡ଼ି ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କଲେ ଯୁବନେତା ଅର୍କେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ ନଂ.୨୩ର ବିଜେଡ଼ି ପ୍ରାର୍ଥିନୀଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ସୂଚନା ଅନୁସାରେ ବଲାଙ୍ଗିର ସଦର ବ୍ଲକ ଶିବତଲା ପଞ୍ଚାୟତରେ ଜିଲ୍ଲା ପରିଷଦ ଜୋନ ନଂ.୨୩ର ବିଜେଡ଼ି ପ୍ରାର୍ଥିନୀ ସଙ୍ଗୀତା
Read More...

ଅଷ୍ଟମ ବାଟାଲିୟନରେ ବନ ମହୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁଗା ନିକଟସ୍ଥ ଛତ୍ରପୁର ଓ ଏସ୍‌ଏପି ଅଷ୍ଟମ ବାଟାଲିୟନ ପରିସରରେ ବାଟାଲିୟନ ପକ୍ଷରୁ ଗ୍ରୀନ ଡ୍ରାଇଭ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ସବୁଜ ସୁନ୍ଦର ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...