Monthly Archives

February 2022

ଆସନ୍ତା କାଲି ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଜୁଳି ସରବରାହ ବନ୍ଦ ରହିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ବଲାଙ୍ଗିର ସହରରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଜୁଳି ସରବରାହ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମରାମତି କାର୍ଯ୍ୟ ପାଇଁ ବିଜୁଳି ସରବରାହ ବନ୍ଦ ରହିବାକୁ ଥିବା ବେଳେ ବିଭାଗ ପକ୍ଷରୁ ବିଦ୍ୟୁତ
Read More...

ଆଜି ପ୍ରେମ ସପ୍ତାହର ଚତୁର୍ଥ ଦିନ : ଟେଡ଼ି ଦିବସର ମଜା ନିଅନ୍ତୁ

ସୁଶ୍ରୀ ସ୍ନେହଲତା ଚାଲିଛି ଉନ୍ମାଦନା ଓ ଉତ୍ସାହମୟ ପ୍ରେମ ସପ୍ତାହ । ଆଜି ପ୍ରେମ ସପ୍ତାହର ଚତୁର୍ଥ ଦିନ । ତେବେ ଆଜିର ଦିନଟିକୁ ପ୍ରେମ ସପ୍ତାହର ‘ଟେଡ଼ି ଦିବସ’ ଭାବରେ ସାରା ବିଶ୍ୱରେ ପାଳନ କରାଯାଉଛି । ଟେଡ଼ି ଦିବସ ପ୍ରେମିକ ପ୍ରେମିକାମାନଙ୍କ ପାଇଁ ବେଶ୍‌ ଆକର୍ଷଣୀୟ ଦିବସ ଭାବରେ
Read More...

ଭାଲେନ୍‌ଟାଇନ୍ ସପ୍ତାହରେ ଅଜବ୍‌ ପ୍ରେମର ଗଜବ୍‌ କାହାଣୀ : ପ୍ରେମିକ ଠାରୁ ପ୍ରେମିକା ୨୦ ବର୍ଷ ସାନ

ଭରତପୁର : ଫେବୃଆରୀ ହେଉଛି ପ୍ରେମର ମାସ ବୋଲି ପ୍ରେମିକ ପ୍ରେମିକାମାନେ ବିଶ୍ୱାସ କରନ୍ତି । ତେବେ ଚାଲିଥିବା ଭାଲେନ୍‌ଟାଇନ୍‌ ସପ୍ତାହରେ ରାଜସ୍ଥାନର ଭରତପୁରରୁ ଅଜବ ପ୍ରେମର ଏକ ଗଜବ୍‌ କାହାଣୀ ସାମ୍ନାକୁ ଆସିଛି । ଏହି ପ୍ରେମ କାହାଣୀର ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ପ୍ରେମିକଙ୍କୁ
Read More...

ଅପହରଣ ପରେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ମାଡ଼ ଅଭିଯୋଗ

ବାଲିଗୁଡ଼ା : ଅପହରଣ ପରେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ମାଡ଼ ଅଭିଯୋଗ ହୋଇଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣ କରି ଦୁଇଦିନ ଧରି ଦୁଷ୍କର୍ମ କରାଯିବା ସହ ମାଡ଼ ମରାଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଗତ ୩ତାରିଖ ବିଳମ୍ବିତ
Read More...

ଭାରତର ସମନ୍ୱିତ କୋଭିଡ-୧୯ ଟିକାକରଣ ୧୭୧.୨୮ କୋଟି ଅତିକ୍ରମ କରିଛି

ଗତ ୨୪ ଘଣ୍ଟା ମଧ୍ୟରେ ୪୬.୪୪ ଲକ୍ଷରୁ ଅଧିକ ଟିକାପ୍ରଦାନ କରାଯାଇଛିସୁସ୍ଥତା ହାର ବର୍ତ୍ତମା ନ୯୬.୯୫% ରେ ରହିଛିଗତ ୨୪ ଘଣ୍ଟା ମଧ୍ୟରେ ୬୭,୦୮୪ ନୂତନ ମାମଲା ରିପୋର୍ଟ ହୋଇଛିଭାରତର ବର୍ତ୍ତମାନ ୭,୯୦,୭୮୯ଟି ସକ୍ରିୟ ମାମଲା ରହିଛିସାପ୍ତାହିକ ପଜିଟିଭ ହାର ବର୍ତ୍ତମାନ ୬.୫୮% ରେ ଅଛି
Read More...

ଖଟଖଟିଆ ସ୍କୁଲର ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟର ମଲ୍ଟିଏଜ ହାଇଟେକ ୱାଟର ବେସିନ ଜିଲ୍ଲା ସ୍ତରରୁ ଚୟନ ହେଲା ପରେ ଜାତୀୟ ସ୍ତରକୁ ଚୟନ ହୋଇଛି । ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ସ୍ୱରୂପା ପଲିଆ କରୋନା କାଳରେ ଏକ ଅଭିନବ ଉପାୟରେ ଅନଲାଇନ
Read More...

ବିବାହ ଉତ୍ସବର ସୁଖକୁ ଢ଼ାଙ୍କିଦେଲା ଶୋକର କଳା ବାଦଲ : ବରାତି ଯିବା ପୂର୍ବରୁ ଆତ୍ମହତ୍ୟା କଲା ବର

ଗୋଆଲିଅର : ମଧ୍ୟପ୍ରଦେଶର ଭୀଣ୍ଡରେ ବିବାହ ଉତ୍ସବର ସୁଖକୁ ଢ଼ାଙ୍କିଦେଲା ଶୋକର କଳା ବାଦଲ । ଯେଉଁଠାରେ ମଙ୍ଗଲ ଗୀତ ଗାନ କରାଯାଉଥିଲା, ସେଠାରେ ବିକଳ ଚିତ୍କାର ଶୁଣିବାକୁ ମିଳିଥିଲା । ବିବାହରେ ତାଙ୍କ ମୁଣ୍ଡରେ ମକୁଟ ସଜାଇବା ପୂର୍ବରୁ ବର ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦ ଖବର ମିଳିଛି
Read More...

ଅସ୍ୱସ୍ତି

ବବିତା ମହାପାତ୍ର କୋଉଠୁ ମିଳିବ ସେ ଆକାଶ ଭଳିସାଦା କାଗଜଯାହା ପିଠିରେ ଲେଖାଥିବବାସ ସ୍ଥାନର ଠିକଣା ?କେଉଁଠୁ ଅବା ଯୋଗାଡିହେବଅମଣିଷଙ୍କ ଭିଡ଼ ଭିତରୁସେ ମଣିଷମାନଙ୍କୁ ଯେଉଁମାନେଚିହ୍ନନ୍ତି ବୋଲି ସ୍ୱୀକୃତି ଦେବେ ? ଛାତି ଭିତରୁ ନାକପୁଡା ଦେଇବାହାରି ପଡୁଥିବା ସଜଳ ଆତ୍ମୀୟତାହୁଏତ
Read More...

ପ୍ରିୟଙ୍କା ଗାନ୍ଧୀ ଟାୟାର୍‌ ଟ୍ୟୁବ୍‌ ମରାମତି ଦୋକାନରେ ପହଞ୍ଚିଗଲେ : କଂଗ୍ରେସର ପ୍ରତ୍ୟେକ ଘୋଷଣା ପଢ଼ି ଶୁଣାଇଲେ

ଲକ୍ଷ୍ନୌ : ୟୁପି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଅଭିଯାନ ସମୟରେ ଗୁରୁବାର ଦିନ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । କଂଗ୍ରେସର ସାଧାରଣ ସମ୍ପାଦକ ତଥା ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଏହି ଅଭିଯାନ ସମୟରେ ଏକ ଟାୟାର୍‌ ଟ୍ୟୁବ୍‌ ମରାମତି ଦୋକାନରେ ପହଞ୍ଚି ସେଠାରେ ବସି
Read More...

ବିଜେପିରେ ଯୋଗ ଦେଲେ ଦି ଗ୍ରେଟ୍ ଖଲି : କହିଲେ – ମୋଦୀଙ୍କ ରୂପରେ ଦେଶ ଉପଯୁକ୍ତ ପ୍ରଧାନମନ୍ତ୍ରୀ ପାଇଛି

ନୂଆଦିଲ୍ଲୀ : ଦି ଗ୍ରେଟ୍ ଖଲି ନାମରେ ଜଣାଶୁଣା ରେସଲର୍‌ ଦଲିପ ସିଂ ରାଣା ଗୁରୁବାର ଦିନ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସେ ରାଜ୍ୟସଭା ସାଂସଦ ଅରୁଣ ସିଂ, ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଏବଂ ଲୋକସଭା ସାଂସଦ ସୁନୀତା ଡୁଗଲଙ୍କ ଉପସ୍ଥିତିରେ ଦଳରେ
Read More...