Daily Archives

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୧୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୭ ଜଣ, ବାଲେଶ୍ବରରୁ ୬ ଜଣ, ଗଞ୍ଜାମରୁ ୨ ଜଣ, କଳାହାଣ୍ଡି ଓ ପୁରୀ
Read More...

ଦୋଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଦୁଇ ଦିନ ବ୍ୟାପୀ ହେବ କାର୍ଯ୍ୟକ୍ରମରୌପ୍ୟ ଜୟନ୍ତୀ ପାଇଁ ସ୍ମରଣିକା ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ପରିସରରେ ଚଳିତ ବର୍ଷ ପାଇଁ ଆୟୋଜନ ହେବାକୁ ଥିବା ଦୋଳ ମହୋତ୍ସବ ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଦବ ସମାଜର ପୌରାଞ୍ଚଳ
Read More...

ହାତୀର ମୃତଦେହ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅଲେଖପୁର ଗ୍ରାମର ବିଲରୁ ବନବିଭାଗ ଏକ ବଣୁଆ ହାତୀର ମୃତଦେହ ଉଦ୍ଧାର କରିତିବା ଜଣାପଡିଛି । ସୂଚନା ଅନୁସାରେ ଡ୍ରେବିରଗଡ଼ ଅଭୟାରଣ୍ୟ ଜଙ୍ଗଲରୁ ଗତ ରାତି ଖାଇବା ପାଇଁ ଅଲେଖପୁର ଗାଁକୁ ଚାଲିଆସିଥିଲା । କିନ୍ତୁ
Read More...

ସ୍ଵାମୀ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଲାଛାଟ ଗ୍ରାମରେ ସ୍ୱାମୀ ନିଜ ସ୍ତ୍ରୀକୁ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକେ ଉଲୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଅଇଁଳାଛାତ ଗ୍ରାମର ଶଙ୍କର ଦେହେରି
Read More...

ଯଦି ପତି-ପତ୍ନୀ ଉଭୟେ ଚାକିରିରେ ଅଛନ୍ତି ….

ସୁଶ୍ରୀ ସ୍ନେହଲତା ବଦଳୁଛି ସମୟ । ସମୟ ସହ ତାଳ ଦେଇ ଚିନ୍ତାଧାରାର ପରିବର୍ତ୍ତନ ମଧ୍ୟ ହେଉଛି । ଏଭଳି ସମୟରେ ଉଭୟ ପୁରୁଷ ଏବଂ ମହିଳାଙ୍କ ମାନସିକତା ବି ବଦଳିଛି । ଆଜିର ସମୟରେ ମହିଳାମାନେ ମଧ୍ୟ ନିଜ କ୍ୟାରିୟର ପାଇଁ ଚିନ୍ତିତ ଏବଂ ଚାକିରି ବୃତ୍ତିରେ ମନ ବଳାଉଛନ୍ତି । ଅନେକ ଦମ୍ପତି
Read More...

୫ ଦଫା ଦାବୀ ନେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କଲେ ବଳଭଦ୍ରପୁରର ଗ୍ରାମବାସୀ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଳକ ନାରଦପୁର ଗ୍ରାମପଞ୍ଚାୟତର ବଳଭଦ୍ରପୁରରେ ଗ୍ରାମବାସୀ ଭୋଟ୍ ବର୍ଜନ କରିଥିବା ଜଣାପଡିଛି । ୩ଟି ବୁଥ୍ ଭୋଟର ଶୂନ୍ୟ ହୋଇଥିବା ବେଳେ ବୁଥ୍ ନଂ ୬, ୭, ୮ରେ ଜଣେ ହେଲେ ଭୋଟର୍ ଭୋଟ୍ ଦେଇ ନ ଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଜାନୁଆରୀ ୨୬
Read More...

ଗୀତା ଅପାଙ୍କ ମାରାଥନ ପ୍ରଚାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଓ ଦ୍ରୁଢ ପ୍ରଗତି ନିମନ୍ତେ ସମିତିସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତ (ଗୀତା ଅପା)ଙ୍କ ଜୋରଦାର ପ୍ରଚାର କରିଥିବା ବେଳେ କୂଆପଦା, ପଣ୍ଡୁଆ, ମଙ୍ଗରାଜପୁର, ଡିହଉପର, ଓଉପଡା,
Read More...

ଜୀବନ ସୁରକ୍ଷା ଦିଗରେ ଟୀକାକରଣ ଅପରିହାର୍ଯ୍ୟ : ଗଞ୍ଜାମ ଜିଲ୍ଲାପାଳ

• ପୋଲିଓ ଓ ମିଶନ୍ ଇନ୍ଦ୍ରଧନୁଷ୍ କାର୍ଯ୍ୟକ୍ରମ ପରିଚାଳନା ନେଇ ଜିଲ୍ଲା ଟାସ୍କଫୋର୍ସ ବୈଠକ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଚତୁର୍ଥ ରାଉଣ୍ଡ ପଲ୍ସ ପୋଲିଓ ଏବଂ ମିଶନ୍ ଇନ୍ଦ୍ରଧନୁଷ୍ ଜରିଆରେ ମାଆ ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଚଳିତ ମାସରେ ଆରମ୍ଭ ହେବ ।
Read More...

ଗଞ୍ଜାମ ଜିଲ୍ଲାରେ ୧୧ ଗୋଟି ସହରାଞ୍ଚଳରେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା କେନ୍ଦ୍ର ପ୍ରତିଷ୍ଠା ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସମସ୍ତ ସହରାଞ୍ଚଳମାନଙ୍କରେ ଅବସ୍ଥାପିତ ଉଚ୍ଚ ପ୍ରାଥମିକ ଚିକିତ୍ସା କେନ୍ଦ୍ରଗୁଡିକ ସ୍ତରରୁ ବିସ୍ତୃତ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ବିକେନ୍ଦ୍ରୀକରଣ କରିବା ଯୋଜନା କରାଯାଉଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଜ୍ଞାପିତ ଅଞ୍ଚଳ
Read More...

କପାଲ୍‌ ଜାନି କେର୍‌ଙ୍ଗେଲା

ମକର୍‌ଧଜ୍‌ ସକାଲୁ ସକାଲୁ ଭଡେ଼ା ଭଡେ଼ା ଘରୁ ବାହାରିଲା । ଇଲେକ୍‌ସନ୍‌ ଡ୍ୟୁଟି ପଡ଼ିଛେ । ଟିକେ ବି ଉଛୁର୍‌ ହେଲେ ନେଇଁ ଚଲେ । ଠିକ୍‌ ସମିଆଁ ଥି ରିପୋର୍ଟ କଲା । ଇଲେକ୍‌ସନ୍‌ ଡ୍ୟୁଟି ବାଲା ସର୍‌କାରୀ ଲୁକର୍‌ ହାଟ୍‌ ବସିଛେ । ଯେ’ ଯେନ୍‌ ବୁଥ୍‌ ନେ ପଡ଼ୁଛନ୍‌, ସେମାନ୍‌କୁ ଗାଡ଼ି ବହି
Read More...