Daily Archives

ପିସ୍ତାରେ ରହିଛି ଅନେକ ଲାଭକାରୀ ଉପାଦାନ

ପିସ୍ତା ହେଉଛି ଏକ ଡ଼୍ରାଏ ଫୁଡ଼୍‌ । ଏହା ଖାଇବା ଦ୍ୱାରା ଶରୀରକୁ ଅନେକ ଉପକାର ମିଳିଥାଏ । ଏହା ବିଶ୍ୱାସ କରାଯାଏ ଯେ, ଶୀତଦିନେ ଖାଦ୍ୟରେ ପିସ୍ତାକୁ ଅନ୍ତର୍ଭୁକ୍ତ କରିବା ଉଚିତ । ମୋଟାପଣ ଏବଂ ମଧୁମେହକୁ ନିୟନ୍ତ୍ରଣରେ ରଖିବାରେ ପିସ୍ତା ମଧ୍ୟ ଲାଭଦାୟକ ବୋଲି କୁହାଯାଏ । ସେଥିପାଇଁ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

କରଞ୍ଜିଆ : କରଞ୍ଜିଆର ଠାକୁରମୁଣ୍ଡା ରାସ୍ତାର ଚାଇଁବାଇଶ ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଠାକୁରମୁଣ୍ଡା ପଟୁ ଦ୍ରୁତ ଗତିରେ ଆସି ଚାଇଁବାଇଶି ଛକ ନିକଟରେ ରାସ୍ତା କଡରେ ଥିବା ଗଛରେ ଧକ୍କା ହୋଇ ରାସ୍ତା ଉପରେ ଓଲଟି ପଡିଥିଲା କାର୍‌ । ତେବେ
Read More...

ବିଜାପୁରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୧ ଯବାନ ସହିଦ

ଜଗଦଲପୁର : ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ଯବାନ ଓ ମାଓବାଦୀ ସାମ୍ନାସାମ୍ନି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଏହି ଘଟଣାରେ ସିଆରପିଏଫ୍‌ର ଜଣେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ୍‌ ସହିଦ ହୋଇ ଯାଇଥିବା ଜଣାପଡ଼ିଛି । ଜଣେ ଯବାନ ଆହତ ମଧ୍ୟ ହୋଇଛନ୍ତି । ବିଜାପୁର ଏସ୍‌ପି
Read More...

ଟ୍ରାକରେ ପଡ଼ିଥିବା ୩ ବର୍ଷର ଝିଅର ଜୀବନ ବଂଚାଇଲେ ମହମ୍ମଦ ମେହବୁବ, ଦୁହିିଁଙ୍କ ଉପରେ ଚାଲିଗଲା ମାଲବାହୀ ଟ୍ରେନ୍

ଭୋପାଳ : ମଧ୍ୟପ୍ରଦେଶର ଭୋପାଳରେ ୩୭ ବର୍ଷିୟ ମହମ୍ମଦ ମେହବୁବ ତିନି ବର୍ଷର ଜଣେ ଶିଶୁକନ୍ୟାକୁ ନିଜ ଜୀବନ ବାଜିରେ ଲଗାଇ ବଞ୍ଚାଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଦେଖୁଥିବା ଲୋକେ ମେହବୁବଙ୍କୁ ପ୍ରଶଂସା କରୁଛନ୍ତି । ଏହା
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ୧୫ନଂ. ଜୋନରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡ଼ି ପ୍ରାର୍ଥିନୀ ଶ୍ରୀମତୀ କସ୍ତୁରୀ…

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ୧୫ନଂ.ର ସଦସ୍ୟ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡ଼ି ପ୍ରାର୍ଥିନୀ ଶ୍ରୀମତୀ କସ୍ତୁରୀ ସେଠ୍‌ । ଶଙ୍ଖ ଚିହ୍ନରେ ଭୋଟଦେଇ ତାଙ୍କୁ ଜୟଯୁକ୍ତ କରାଇବା ପାଇଁ ସେ ଘରକୁ ଘର ବୁଲି ଭୋଟର ମାନଙ୍କୁ ଅନୁରୋଧ କରିଛନ୍ତି । ଏହି
Read More...

ଅଭିନେତ୍ରୀ ମଧୁ କହିଛନ୍ତି – ମୁଁ ଲତା ଜୀଙ୍କୁ ଭଗବାନଙ୍କ ଦ୍ୱାରା ପ୍ରେରିତ ଜଣେ ଦୂତ ବୋଲି ମନେ କରେ, ମୁଁ…

ମୁମ୍ବାଇ : ଅଭିନେତ୍ରୀ ମଧୁ କହିଛନ୍ତି ଯେ, ତାଙ୍କ ମା' ଲତା ମଙ୍ଗେଶକରଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ । ମଧୁଙ୍କ ଅନୁଯାୟୀ, ସେ ତାଙ୍କ ମା’ଙ୍କୁ ଅନ୍ୟ କାହା ପାଇଁ ଏତେ ପାଗଳ ହେଉଥିବା ଦେଖିନଥିଲେ । ଅଭିନେତ୍ରୀ ମଧୁ ହେଉଛନ୍ତି ବରିଷ୍ଠ ଅଭିନେତ୍ରୀ ହେମାମାଲିନୀଙ୍କ ସମ୍ପର୍କୀୟ ଭଉଣୀ ।
Read More...

ପୁଣି ପୋଷ୍ଟର ବ୍ୟାନର ଜାରିକଲା ମାଓ ସଙ୍ଗଠନ : ବ୍ୟାନର ମାଧ୍ୟମରେ ଭୋଟ ବର୍ଜନ ପାଇଁ ଆହ୍ୱାନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ମାଓ ସଙ୍ଗଠନ କନ୍ଧମାଳ ଜିଲ୍ଲାରେ ସେତିକି ସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳୁଛି । ଶନିବାର ପୁଣି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ରଡ଼ିଗୁମା ସ୍କୁଲ ଅଞ୍ଚଳରେ ବାସଧାରା ଘୁମୁସର
Read More...

ରକ୍ତଦାନ କରି ଜୀବନ ବଞ୍ଚାଇଲେ ଆସ୍ତିକ ସାହୁ

ଲୋଇସିଂହା : ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ଆସ୍ତିକ ସାହୁ । ସୂଚନା ଅନୁସାରେ ମଦନ ମୋହନ ବିଶି ଏକ ମାସ ଆଗରୁ ତାଙ୍କ ଅସ୍ତ୍ରୋପଚାର ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହୋଇଥିବାରୁ ତାଙ୍କର ଶରୀରରେ ମାତ୍ର ୪% ରକ୍ତ ଥିଲା । ତେଣୁ ରକ୍ତହୀନତା ଯୋଗୁଁ ସେ ଖଟରେ ପଡ଼ିରହିଥିଲେ । ଦିନକୁ ଦିନ
Read More...

ଚଙ୍ଗରିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଟିଲୁ : ଜୋର୍ ଧରୁଛି ପ୍ରଚାର

ପାଟଣାଗଡ଼, (କେପିଏନଏସ୍) : ଚଙ୍ଗରିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଗୁଣନିଧି ରଥ(ଟିଲୁ)। ଜଣେ ଯୁବ ସମାଜସେବୀ ଭାବେ ସେ ଚଙ୍ଗରିଆ ପଞ୍ଚାୟତ ଅଞ୍ଚଳରେ ବେଶ୍ ଜଣାଶୁଣା ରହି ଆସିଥିବା ବେଳେ ତାଙ୍କ ବିଜୟ ପାଇଁ ଅଣ୍ଟା ଭିଡିଛନ୍ତି ଯୁବକମାନେ। ଏବେ ଟିଲୁଙ୍କ ପ୍ରଚାର ଅଞ୍ଚଳରେ
Read More...

ଧିମେଇଲା ଦେଶରେ କରୋନା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୫୦,୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧,୩୬,୯୬୨ ରୋଗୀ

ନୂଆଦିଲ୍ଲୀ : ଧିମେଇବାରେ ଲାଗିଛି ଦେଶରେ କରୋନା ସଂକ୍ରମଣ । ଦିନକୁ ଦିନ ୧ ଲକ୍ଷରୁ କମି କମି ଆସୁଛି ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି ଯେ, ଗତ ୨୪ ଘଣ୍ଟାରେ ୫୦,୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ
Read More...