Daily Archives

ସଚେତନ କାର୍ଯ୍ୟକ୍ରମ : କବିର୍‌ କଲମେ ଭୋଟ ବାର୍ତା

ସାମାଜିକ ପ୍ରଗତି ପାଇଁ କଲମ ଆଣିବ ଚେତନା ପଦ୍ମପୁର, (ନିରୋଜ କୁମାର ପାଣୀ) : ସମାଜରେ ରାଜନୈତିକ ବ୍ୟବସ୍ଥା ବଦଳି ଚାଲିଛି । ମଣିଷର ପ୍ରବୃତି ଓ ପ୍ରକୃତି ମଧ୍ୟ ଧିରେ ଧିରେ ବଦଳି ଯାଉଛି । ଯାହା କି ସମାଜର ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି । ତେଣୁ ଏହି ଗମ୍ଭିର ସମସ୍ୟାର ସମାଧାନ
Read More...

କି ବିଚିତ୍ର ଚିତ୍ର : ନିମ୍ବ ଗଛରୁ ଝରୁଛି ମିଠା କ୍ଷୀର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣତଃ ନିମ୍ବ ଗଛର ଫଳ, ଫୁଲ ଠାରୁ ଆରମ୍ଭ କରି ପ୍ରତ୍ୟେକ ଅଂଶ ପିତା । ଏହି ଗଛର ରସ ମଧ୍ୟ ପିତା । ତେବେ ଏକ ନିମ୍ବ ଗଛରୁ ଧଳା ରଙ୍ଗର ମିଠା କ୍ଷୀର ଝରିବା ଓ ଗଛ ପାଖରେ ଯେତେ ଅଧିକ ଲୋକ ଗହଳି ହେଲେ ସେତେ ଅଧିକ କ୍ଷୀର ବାହାରିବା ଭଳି ବାସ୍ତବ ଓ
Read More...

ହ୍ୟୁମାନ୍ ପ୍ରାଇଡ୍ ଚାରିଟେବୁଲ୍ ଟ୍ରଷ୍ଟର ରାଜ୍ୟ ଉପସଭାପତି ହେଲେ ଆଶିଷ ଗୁପ୍ତା

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ସମଗ୍ର ଦେଶରେ ଗରିବ ଆଦିବାସୀଙ୍କ ବିବାହଠୁ ନେଇକି ତାଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିବା ସଂଗଠନ ହ୍ୟୁମାନ୍ ପ୍ରାଇଡ୍ ଚାରିଟେବୁଲ୍ ଟ୍ରଷ୍ଟର ରାଷ୍ଟ୍ରୀୟ ସଭାପତି ଡା.ରାଜେଶ ଟିଗ୍ରାନିଆ ଓଡ଼ିଶାରେ ଆଦିବାସୀ ମାନଙ୍କ ବିକାଶ କରିବା ପାଇଁ କଣ୍ଟାବାଞ୍ଜି
Read More...

ଛାତର ସେଣ୍ଟ୍ରିଂ ପଡ଼ି ଘର ମାଲିକଙ୍କ ମୃତ୍ୟୁ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚିକଲବାହାଲ ଗ୍ରାମରେ ଛାତର ସେଣ୍ଟ୍ରିଂ ପଡ଼ିଯିବାରୁ ଘର, ମାଲିକ କନିଷ୍ଠ ଭୋଇଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, କନିଷ୍ଠ ଭୋଇ ଗତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ନିର୍ମାଣ କରିଥିଲେ ।
Read More...

ମାଳିମୁଣ୍ଡା ଗାଁ ରାସ୍ତା କାଦୁଆ ପାଣିରେ ଭରା

ପାଟଣାଗଡ଼, (ଗୋରେଖନାଥ ବରିହା) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାଁ ମାନଙ୍କୁ ପକ୍କା ଘର ରାସ୍ତା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ଭଳି ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ, ଦାୟିତ୍ୱରେ ଥିବା
Read More...

ବ୍ରହ୍ମପୁର ସହର ଗୋପାଳପୁର ଫ୍ଲାଇ ଓଭରବ୍ରିଜ୍ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତକାଲି ଅପରାହ୍ନରେ ବ୍ରହ୍ମପୁର ସହର ସ୍ଥିତ ଗୋପାଳପୁର ଯିବା ଫ୍ଲାଇ ଓଭରବ୍ରିଜ୍ ଛକ ଠାରେ ତିନୋଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି, ଏଥିସହ ଏକାଧିକ
Read More...

ପ୍ରାକ-ନିର୍ବାଚନୀ ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସର ଗ୍ରାମାଭିମୁଖୀ କାର୍ଯ୍ୟକ୍ରମ ଜାରି

ରବିବାର ଛତ୍ରପୁର ପୋଲିସ ବଡ଼ମାଧପୁର ଗ୍ରାମ ତନଖି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାକ-ନିର୍ବାଚନୀ ପରିପ୍ରେକ୍ଷୀରେ ପ୍ରଚାର ସରଗରମ ହୋଇଥିବାବେଳେ ଅବାଧ ଓ ନିରପେକ୍ଷତା ଅବଲମ୍ବନ କରିବାରେ ଗଞ୍ଜାମ ପୋଲିସର ଉଦ୍ୟମ ଜାରି ରହିଛି । ଗଞ୍ଜାମ ପୋଲିସ-ଜିଲ୍ଲା ଆରକ୍ଷୀ ଅଧୀକ୍ଷକ
Read More...

ସଂସଦରେ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା : ଦେଶରେ ୨୦୦ଟି ଶିକ୍ଷା ଚ୍ୟାନେଲ ଖୋଲିବ

ନୂଆଦିଲ୍ଲୀ : ଆଜି ସଂସଦରେ ଅର୍ଥମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ଚଳିତ ଶିକ୍ଷା ବର୍ଷରେ ଦେଶରେ ୨୦୦ ଟି ଶିକ୍ଷା ଚ୍ୟାନେଲ ଖୋଲାଯିବ। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ଶିକ୍ଷା ଚ୍ୟାନେଲରେ ପାଠ ପଢାଯିବ। ପ୍ରତିଟି ବିଷୟ ପାଇଁ ସ୍ୱତନ୍ତ୍ର ଚ୍ୟାନେଲ
Read More...

‘ଆତ୍ମନିର୍ଭରଶୀଳ ଭାରତ ୨୦୨୨-୨୩ ର ବଜେଟ୍’ ଉପସ୍ଥାପନ : ୧୬୩ ଲକ୍ଷ ଚାଷୀଙ୍କ ଠାରୁ କ୍ରୟ କରାଯିବ ୧୨୦୮…

ନୂଆଦିଲ୍ଲୀ : ଆଜି 'ଆତ୍ମନିର୍ଭରଶୀଳ ଭାରତ ୨୦୨୨-୨୩ ର ବଜେଟ୍' ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ରବି ୨୦୨୧-୨୨ ରେ ୧୬୩ ଲକ୍ଷ ଚାଷୀଙ୍କ ଠାରୁ ୧୨୦୮ ମେଟ୍ରିକ୍ ଟନ୍ ଗହମ ଏବଂ ଧାନ କ୍ରୟ କରାଯିବ। ଏହା ସହିତ
Read More...

ଭାରତ-ଇସ୍ରାଏଲ ମୈତ୍ରୀର ତିନି ଦଶନ୍ଧି

ସୌମେନ୍ଦ୍ର ଜେନା ଚଳିତ ବର୍ଷ ଭାରତ ସ୍ୱାଧୀନତାର ୭୫ବର୍ଷ ପାଳନ କରୁଥିଲା ବେଳେ ଆସନ୍ତାବର୍ଷ ଇସ୍ରାଏଲ ମଧ୍ୟ ତାର ସ୍ୱାଧୀନତାର ୭୫ବର୍ଷ ପାଳନ କରିବ । ଇତି ମଧ୍ୟରେ ଦୁଇ ଦେଶର ସ୍ୱୀକୃତ ମୈତ୍ରୀକୁ ମାତ୍ର ତିନି ଦଶନ୍ଧି ପୂରଣ ହୋଇଛି । ୨୯ଜାନୁଆରୀ ୨୦୨୨ଦିନ ଦୁଇ ଦେଶର ନେତୃତ୍ୱ ପରସ୍ପରକୁ
Read More...