Monthly Archives

January 2022

ସରପଞ୍ଚ ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କଲେ ସୁଜାତା ସିଂ ଭୋଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଂଚାୟତର ସାମ୍ପ୍ରତିକ ସ୍ଥିତିରେ ଅବନତି ଏବଂ ସମସ୍ତ ଯୋଜନା ସତ୍ୱେ ଅନ୍ୟୁନ୍ନତ ଅବସ୍ଥାର ପ୍ରତିଛବିକୁ ହୃଦୟଙ୍ଗମ କରି ଆଗାମୀ ଦିନରେ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଶୃତି ବଦ୍ଧ ପୂର୍ବକ ମୁଁ
Read More...

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପର୍ଯ୍ୟାୟ ଶେଷ : ଦେଓଗାଁ ବ୍ଲକରେ ପ୍ରାର୍ଥୀପତ୍ର ଦାଖଲ କଲେ ୬୬୫ଜଣ…

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଆଶାୟୀରେ ଥିବା ବ୍ଲକର ଆଗ ଧାଡ଼ିର ନେତାମାନେ ବିଭିନ୍ନ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରି ଡ଼େରା ବାନ୍ଧି ରହିଛନ୍ତି । ଦେଓଗାଁ ବ୍ଲକରେ ୨୬ଟି ପଞ୍ଚାୟତରେ ସମିତି ସଭ୍ୟ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୮ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୮ ଜଣ, ବଲାଙ୍ଗିର ବ୍ଲକରୁ ୨୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୭୩ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୧୭ ଜଣ, ବେଲପଡା
Read More...

ବାପୁଜୀ ନୋଡାଲ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନର କର୍ମଶାଳା ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି କନ୍ଧକେଲଗାଁ ବାପୁଜୀ ନୋଡାଲ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୁଢାବାହାଲ ଓ କନ୍ଧକେଲଗାଁ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଭାଗ ନେଇଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରକାଶ ଚନ୍ଦ୍ର
Read More...

ଶୁକ୍ରୁ ସୁନାନୀ ବାଲିଖମାର ଗ୍ରା.ପ. ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

ପାଟଣାଗଡ, (କେପିଏନ୍‌ଏସ୍‌) : ଶୁକ୍ରୁ ସୁନାନୀ ବେଲପଡା ବ୍ଲକ ବାଲିଖମାର ଗ୍ରା.ପ. ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବେଲପଡା ବ୍ଲକ ବିଡିଓ ଭିକ୍ଟର ସୋରେନଙ୍କ ଠାରେ ସେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି ।
Read More...

ପାଣିମୋରା ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପଧାନଙ୍କ ପରଲୋକ

ବରଗଡ, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ପାଣିମୋରା ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପଧାନ (୧୦୩)ଙ୍କ ଆଜି ଦିବା ୨ଟା ୩୦ ମିନିଟରେ ପରଲୋକ ହୋଇଯାଇଛିଛି । ସୂଚନା ଯୋଗ୍ୟ ଯେ, ଗତବର୍ଷ କ୍ରାନ୍ତି ଦିବସରେ ରାଷ୍ଟ୍ରପତିଙ୍କ ଠାରୁ ସେ ସମ୍ମାନିତ ହୋଇଥିଲେ । ୧୯୧୯ରେ ପାଣିମୋରାରେ
Read More...

ଡେଲାଙ୍ଗ ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବମୋଟ ୮୪୬ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ଦିବସରେ ଡେଲାଙ୍ଗ ବ୍ଲକରେ ୩୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଅର୍ଥାତ ଆଜି ୱାର୍ଡ ସଭ୍ୟ ପାଇଁ ୨୨୦ ଜଣ, ସରପଞ୍ଚ ୪୭ ଜଣ ଓ ସମିତିସଭ୍ୟ ପାଇଁ ୪୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ
Read More...

ମହଲେଇ ପାର୍ଥ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ମହଲେଇ ଖେଳ ପଡିଆରେ ସତ୍ୟସାଇ କ୍ରିକେଟ କମିଟି ପକ୍ଷରୁ ଚାଲିଥିବା ୧୫ତମ ପାର୍ଥ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଫାଇନାଲରେ ମହଲେଇ ସହିତ ବଡଙ୍ଗୋମୁଣ୍ଡା ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ବଡଙ୍ଗୋମୁଣ୍ଡା
Read More...

ଗୁଡେଶିରା ପଞ୍ଚାୟତର ସରପଞ୍ଚ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କୁନ୍ତୁଳା ପାଣ୍ଡେ

ବରଗଡ, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବରଗଡ଼ ବିଧାନସଭା ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତରେ ଆଜି ସରପଞ୍ଚ ପଦ ପାଇଁ କୁନ୍ତଳା ପାଣ୍ଡେ କୋଭିଡ଼ ଗାଇଡଲାଇନ ଅନୁସାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗ୍ରାମର ଦେବାଦେବୀଙ୍କ ଆଶୀର୍ବାଦ ଓ ଗୁରୁଜନମାନଙ୍କ
Read More...

ୟୁପି ନିର୍ବାଚନ ପୂର୍ବରୁ ଯୋଗୀଙ୍କ ଉପହାର : କୃଷକମାନଙ୍କ ପାଇଁ ବିଦ୍ୟୁତ୍ ବିଲରେ ୫୦% ରିହାତି

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ମାଗଣା ବିଦ୍ୟୁତ୍ ସମ୍ବନ୍ଧରେ ବିରୋଧୀ ଦଳର ପ୍ରତିଶ୍ରୁତି ମଧ୍ୟରେ ଶାସକ ଭାରତୀୟ ଜନତା ପାର୍ଟି ଚାଷୀଙ୍କ ପାଇଁ ବିଶେଷ ଉପହାର ଘୋଷଣା କରିଛି । ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରାୟ ସମସ୍ତ ଦଳ ବିଦ୍ୟୁତ୍ ସମ୍ବନ୍ଧରେ ଲୋକଙ୍କୁ ବଡ଼ ପ୍ରତିଶୃତି ଦେଇଛନ୍ତି ।
Read More...