ପଲଶାଗୋରା ସମିତି ସଭ୍ୟ ପ୍ରାର୍ଥିନୀ ସସ୍ମିତା ସେନାପତି ନିର୍ଦ୍ୱନ୍ଦରେ ନିର୍ବାଚିତ
କଣ୍ଟାମାଳ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ସମିତିସଭ୍ୟ ପଦବୀ ଅନୁସୂଚିତ ଜାତି(ମହିଳା) ପାଇଁ ସଂରକ୍ଷିତ ଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରକାଶ ଯେ, ଏହି ପଞ୍ଚାୟତରେ ସମିତିସଭ୍ୟ!-->…
Read More...
Read More...