Yearly Archives

2021

ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଯବାନ ରାଣାପ୍ରତାପ ସହିଦ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ତାମିଲନାଡୁ କୁନ୍ନୁରରେ ଗତକାଲି ବାୟୁସେନାର ଏମ୍‌ଆଇ-୧୭ଭି-୫ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଏଥିରେ ସିଡିଏସ୍ ଜେନେରାଲ୍ ବିପନ ରାଓ୍ୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଜଣେ ଓଡ଼ିଆ
Read More...

୧୮୯ ବାଟାଲିୟନ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ମାଓ ପ୍ରବଣ ବଲାଙ୍ଗିର ଜିଲ୍ଲାର ଆଇନ ଶୃଙ୍ଖଳା ରକ୍ଷା ତଥା ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ନିୟୋଜିତ ୧୮୯ ବାଟାଲିଅନ୍ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ ଅସାମାଜିକ କାର୍ଯ୍ୟକଲାପ ବିରୁଦ୍ଧରେ ଅଭିୟାନ ଚଲାଇବା ସହିତ ଦେଶକୁ ବଜାୟ ଏବଂ ପରିବେଶକୁ
Read More...

ବଙ୍ଗୋମୁଣ୍ଡା ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସୁଶାନ୍ତ ପଧାନ ବଙ୍ଗୋମୁଣ୍ଡା ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଇଥିବା ଜଣାପଡିଛି । ଏହି ଥାନାରେ ପୂର୍ବରୁ ଆଇଆଇସି ଭାବେ ବିନୋଦ ବିହାରୀ ନାଏକ ରହିଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିବା ଯୋଗୁଁ ସେ ଜେଲ୍‌ରେ ଅଛନ୍ତି । ନୂତନ ଆଇଆଇସି ଭାବେ
Read More...

ଭାଇ ଘରୁ ଫେରୁଥିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ମହିଳା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ସଙ୍କୁଲେଇ ପଂଚାୟତ ବିଶିପାଲିର ଜଣେ ମହିଳା ବାଙ୍କାର୍ଜୁନ ଗାଁର ନିଜ ଭାଇଙ୍କ ଘରୁ ଫେରୁଥିବା ସମୟରେ ଦୁଇଟି ଭାଲୁ ଆକ୍ରମଣ କରଥିଲେ । ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୌଦ୍ଧ
Read More...

ମାର୍ଚ୍ଚ ୨୦୨୧ଠାରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି)ର…

● ଗ୍ରାମାଞ୍ଚଳରେ ସମସ୍ତଙ୍କ ପାଇଁ ଆବାସ ଲକ୍ଷ୍ୟକୁ ସାକାର କରିବ ଏହି ନିଷ୍ପତ୍ତି● ଯୋଜନା ଅଧୀନରେ ମୋଟ ୨.୯୫ କୋଟି ଆବାସ ନିର୍ମାଣ ଲକ୍ଷ୍ୟ ରଖାଯାଇଥିଲା ; ଏଥିମଧ୍ୟରୁ ଅବଶିଷ୍ଟ ୧୫୫.୭୫ ଲକ୍ଷ ଆବାସ ନିର୍ମାଣ ପାଇଁ ଯୋଗାଇ ଦିଆଯିବ ଆର୍ଥିକ ସହାୟତା● ଯୋଜନା ପାଇଁ ଖର୍ଚ୍ଚ ହେବ ୨,୧୭,୨୫୭
Read More...

ସୁଖୋଇ ୩୦ ଏମକେ-୧ରୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଶାଇଲ୍ ବାୟୁ ସଂସ୍କରଣର ସଫଳ ପରୀକ୍ଷଣ

ଡିଆରଡିଓ, ବ୍ରହ୍ମୋସ, ଭାରତୀୟ ବାୟୁ ସେନା ଏବଂ ଉଦ୍ୟୋଗକୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭୁବନେଶ୍ୱର, (ପିଆଇବି) : ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଶାଇଲ୍‌ର ବାୟୁ ସଂସ୍କରଣକୁ ଆଜି ଓଡ଼ିଶା ଉପକୂଳ ଠାରୁ ଦୂରରେ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ, ଚାନ୍ଦିପୁରରେ ସକାଳ
Read More...

ଜାଲ ପ୍ରମାଣ ପତ୍ର ଦେଇ ସାଜିଲେ ବିଦ୍ୟୁତ କର୍ମଚାରୀ : ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଣଙ୍କର ପ୍ରମାଣ ପତ୍ରକୁ ଚଞ୍ଚକତା କରି ଅନ୍ୟ ଜଣେ ଚାକିରି ହାତେଇବା ପରି ସଂଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରୁ । ଯେତେବେଳେ ବି ନିଯୁକ୍ତି ପ୍ରସଙ୍ଗ କଥା ଉଠେ, ବଲାଙ୍ଗିର ଜିଲ୍ଲା ବେଶ୍‌ ଚର୍ଚ୍ଚାକୁ ଆସେ । କାରଣ ଏଠି ଯୋଗ୍ୟ
Read More...

ବିଦ୍ୟାଳୟର ନୂତନ ଗୃହ ଓ ଅଙ୍ଗନବାଡି କେନ୍ଦ୍ରର ତୋରଣକୁ ଲୋକାର୍ପଣ କଲେ ବିଧାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦିବ୍ୟଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଦୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଗୃହକୁ ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଦ୍ୱରା ଗତକାଲି ଲୋକାର୍ପିତ ହୋଇଯାଇଛି । ଏହି
Read More...

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପାଳସାହିରେ ବୃକ୍ଷ ଲଗାଇ ପରିବେଶ ସଚେତନ କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଶିଶୁ ସାହିତ୍ୟିକ, ପ୍ରକୃତିପ୍ରେମୀ, ଆଇନଜୀବୀ ହୃଷୀକେଶ ପାଢ଼ୀ ଆଜି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ପାଳସାହିଠାରେ ପ୍ରତିଷ୍ଠିତ ଶିଶୁ ସାହିତ୍ୟ ସଂଗ୍ରହାଳୟ ଓ ଔଷଧୀୟ
Read More...

ଗୋବିନ୍ଦପାଲିରେ ଡ୍ରେନ ନିର୍ମାଣ ପାଇଁ ପୌର ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦର ଏକ ପୁରାତନ ୱାର୍ଡ ଭାବେ ଗୋବିନ୍ଦପାଲିକୁ ଜଣାଯାଏ କିନ୍ତୁ ଏହି ୱାର୍ଡର ପୁରୁଣା ବସ୍ତି ହନୁମାନ ମନ୍ଦିର ପାଖରେ ଡ୍ରେନ ବ୍ୟବସ୍ଥା ନଥିବାରୁ ଘରୋଇ ଜଳ ନିଷ୍କାସନ ଏବେ ବାଧକ ସାଜିଛି । ଫଳ ସ୍ୱରୂପ ମଇଳା ଅପରିଷ୍କାର ପାଣି ମଝି ରାସ୍ତା
Read More...