Yearly Archives

2021

ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି

ସେ ଥିଲେ କଳା, ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତାର ସ୍ୱର୍ଣ୍ଣିମ ସ୍ୱାକ୍ଷର ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୬୦ ବର୍ଷ ଧରି ସାମ୍ବାଦିକତା, କଳା, ଅଭିନୟ, ସାରସ୍ୱତ ସାଧନା କ୍ଷେତ୍ରରେ ସକ୍ରିୟ ରହିଥିବା ବରିଷ୍ଠ ସାମ୍ବାଦିକ, ବିଶିଷ୍ଟ କଳାକାର, ସଂସ୍କୃତି ଗବେଷକ ସ୍ୱର୍ଗତ
Read More...

ତୋରାଠାରେ ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ପଞ୍ଚାୟତ ସ୍ପିନିଙ୍ଗ ମିଲ ଖେଳ ପଡିଆରେ ଆଜି ଠାରୁ ତ୍ରି ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଆଜି ପ୍ରଥମ ମ୍ୟାଚ ମୁଣ୍ଡାପଡା ଏବଂ ରଞ୍ଜିତା କ୍ଲବ ଭେଡେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଣ୍ଡାପଡା
Read More...

ନୁଆଖୁଲିପଡ଼ାବାସୀଙ୍କ ରାସ୍ତା ରୋକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ନିକଟସ୍ଥ ନୁଆଖୁଲିପଡ଼ାକୁ ସୁରକ୍ଷିତ ରାସ୍ତା ଦାବୀରେ ପଡ଼ାର ଶତାଧିକ ପୁରୁଷ ଓ ମହିଳା ପାଣି ଛତର ରେଳ ଓଭର ବ୍ରିଜ ନିକଟରେ ଆଜି ସକାଳୁ ରାସ୍ତା ଅବରୋଧ କରିଛନ୍ତି । ଫଳରେ ସହର ମଧ୍ୟକୁ କୌଣସି ଯାନ ବାହାନ ଆସିପାରୁ ନାହିଁ । ଦାବୀ
Read More...

ବିକ୍ରି ପାଇଁ ଡିଲ୍ ବେଳେ ୫ଟି ହରିଣ ଛାଲ ଜବତ ସହ ୨ ବେପାରୀ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ମିଳିଛି ବଡ ସଫଳତା । ବିକ୍ରି ପାଇଁ ଡିଲ୍ ବେଳେ ୫ଟି ହରିଣ ଛାଲ ଜବତ କରିବା ସହ ୨ ବେପାରୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ସୂଚନା ଯୋଗ୍ୟ ଯେ, କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌
Read More...

ଖାସ୍‌ବାହାଲ ଗାଁରେ କୁରାଲ ପଞ୍ଚମୀ ପୂଜା ଉଦ୍‌ଯାପିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଖାସବାହାଲ ଗାଁରେ ୩ ଦିନ ଧରି ମହା ଆଡମ୍ବରରେ ଚାଲିଥିବା କୁରାଲ ସମାଜର କୁରାଲ ପଞ୍ଚମୀ ପୂଜା ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ପୂଜା କର୍ତା ଭାବରେ ବୈଦ୍ୟନାଥ ରଣା ଓ ତାଙ୍କର ଧର୍ମପତ୍ନୀ ଦାୟିତ୍ୱ ନିର୍ବାହ
Read More...

ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ

ନୂଆଦିଲ୍ଲୀ : ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ଜେନେରାଲ୍ ବିପିନ ରାୱତ ପଞ୍ଚଭୂତରେ ଲୀନ ହୋଇଛନ୍ତି । ଶ୍ରୀ ରାୱତ ଏବଂ ତାଙ୍କ ପତ୍ନୀଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀର ବ୍ରାର୍ ସ୍କୋୟାର ଶ୍ମଶାନ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ
Read More...

ବିଷ୍ଣୁମୁଣ୍ଡାଠାରେ ମେଗା ଚକ୍ଷୁ, ମଧୁମେହ ଓ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ଅନ୍ୟତମ ବିଶିଷ୍ଟ ଅନୁଷ୍ଠାନ ନେସନାଲ ପିସ ଊନୀସନ ଦ୍ୱାରା ପରିଚାଳିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ତରଫରୁ ବଲାଙ୍ଗିର ସହରର ସ୍ଥାନୀୟ ବିଷ୍ଣୁମୁଣ୍ଡାଠାରେ ଏକ ମେଗା ଚକ୍ଷୁ, ମଧୁମେହ,
Read More...

ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର : ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରେ ସାମିଲ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ତଲସରା ବିଧାନସଭାର ଆସନରୁ ତିନି ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ ମାଝୀ । ନିକଟରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ବହିଷ୍କୃତ
Read More...

୩ ଦିନିଆ ନକଆଉଟ ଫୁଟବଲ ପ୍ରତିଯୋଗିତା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୫ ସ୍ଥିତ ସରନା ସ୍ପୋଟିଂ କ୍ଲବ ତରଫରୁ ୧୬ତମ ୩ ଦିନିଆ ନକଆଉଟ ଫୁଟବଲ ପ୍ରତିଯୋଗିତା ୨୦୨୧ ସେକ୍ଟର ୧୫ ଚିପଟାଇପ ମାର୍କେଟ ପଡ଼ିଆଠାରେ ଆରମ୍ଭ ହୋଇଯାଇଛି । ରାଉରକେଲା ଏସ୍‌ପି ମୁକେଶ ଭାମୁ ମୁଖ୍ୟ ଅତିଥି, ଉପକମିଶନର ସୁଧାଂଶୁ ଭୋଇ ସମ୍ମାନିତ ଅତିଥି
Read More...

ଧାତୁକ ନୂତନ ଗ୍ରା.ପ. କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଧାତୁକ ନୂତନ ଗ୍ରା.ପ.କାର୍ଯ୍ୟାଳୟର ଆଜି ଶୁଭ ଉଦଘାଟନ ହୋଇଯାଇଛି । ପ୍ରଥମେ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯିବା ସହ ପ୍ରତିଷ୍ଠା କରାଯାଇଥିଲା ଓ ଧାତୁକ ସରପଞ୍ଚ ଶ୍ରୀମତୀ ଇନ୍ଦ୍ରାବତୀ ଧରୁଆଙ୍କ ଶୁଭ କରକମଲରେ
Read More...