Yearly Archives

2021

ରବିବାର ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଚୂଡ଼ାନ୍ତ

ପ୍ରଥମେ ମା'ତାରାତାରିଣୀଙ୍କ ଦର୍ଶନ ଓ ପରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ ନୂତନ ପ୍ରକଳ୍ପର ଶିଳାନ୍ୟାସ ଓ ଆନୁଷ୍ଠାନିକ ଉଦ୍‌ଘାଟନ କାର୍ଯ୍ୟକ୍ରମ ସହ
Read More...

ଗତ ୨୪ ଘଂଟାରେ ୧୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୨ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ସିଡିଏସ୍‌ ଓ ଅନ୍ୟମାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ "କ୍ଲିନ ଓ ଗ୍ରିନ୍"ର ତରଫରୁ ଦେଶର ପ୍ରଥମ ସିଡିଏସ ବିପିନ ରାୱତ ଓ ଅନ୍ୟମାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ପ୍ରଦୀପ କୁମାର ଦାସଙ୍କ ନେତୃତ୍ଵରେ ସଦସ୍ୟମାନେ ଏସ୍‌ଟିଆଇ ଛକ
Read More...

ଭୁବନରେ ହେବ କାଶୀ ଉତ୍ସବ

ଭୁବନ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ବିଜେପିର ଦିବ୍ୟ କାଶୀ ଏବଂ ଶ୍ରେଷ୍ଠ କାଶୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଭୁବନ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଜିଲ୍ଲା ସଞ୍ଚାଳନ ସମିତିର ବୈଠକ ସହ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ତଥା ପୂର୍ବତନ
Read More...

ବରଗାଁରୁ ଯୁବତୀଙ୍କ ଦରପୋଡା ଶବ ଉଦ୍ଧାର ଘଟଣା, ୬ ବର୍ଷ ପରେ ମାମଲା ରିଓପନ୍‌, ସ୍କେଚ୍‌ ଜାରିକଲା ପୁଲିସ : ଲେମ୍ବୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ ୨୦୧୫ ମସିହା ଜୁଲାଇ ୨ ତାରିଖରେ ଜଣେ ଯୁବତୀଙ୍କ ଦରପୋଡା ଶବ ଉଦ୍ଧାର କରିଥିଲା ସଇଁନ୍ତଲା ପୁଲିସ । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ-୨୬ ବରଗାଁରୁ ଡ଼ଙ୍ଗରମୁଣ୍ଡା ଯିବା ରାସ୍ତାରେ ଥିବା ଏକ ପୋଖରୀ ନିକଟରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ
Read More...

ବିଶ୍ୱ ମାନବ ଅଧିକାର ଦିବସରେ ମହିଳା ପ୍ରତି ହିଂସା ବିରୁଦ୍ଧରେ ୧୬ ଦିନିଆ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ, (ତାପସ ଦାସ) : ମହିଳା ଓ ବାଳିକା ଗ୍ରାମ ପଞ୍ଚାୟତ ପ୍ରକଳ୍ପ (ୟୁଏନ୍‌ଏଫପିଏ, ଶୋଭା, ପ୍ରେମ) ଆନୁକୂଲ୍ୟରେ ମହିଳା ପ୍ରତି ହିଂସା ବିରୋଧ କରି ୧୬ ଦିନିଆ ସଚେତନତା କାର୍ଯ୍ୟକ୍ରମର ଆଜି ଅପରାହ୍ନରେ ଗନ୍ଦିଆ ବ୍ଲକ ସଭାଗୃହରେ ସମାପିତ ହୋଇଯାଇଛି । ସୂଚନା ଥାଉକି ଗତ ୨୫ ନଭେମ୍ବରରୁ
Read More...

‘ଫାଇଭ୍‌ ଟି’ ଅନ୍ତର୍ଗତ ୮ଟି ବିଦ୍ୟାଳୟ ରୂପାନ୍ତରୀକରଣ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀଙ୍କ 'ଫାଇଭ୍‌ ଟି' ସଚିବ ଭିକେ ପାଣ୍ଡିୟାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ପୂର୍ବାହ୍ନରେ ଭିଡ଼ିଓ କନଫରେନସିଂ ଜରିଆରେ 'ଫାଇଭ୍‌ ଟି' ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ବୈଠକ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳ
Read More...

ରାଜଧାନୀରେ ଓଡିଶା ରାଜ୍ୟ କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଶିକ୍ଷକ ସଂଘର ସାଧାରଣ ସଭା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଶିକ୍ଷକ ସଂଘର ରାଜ୍ୟସ୍ତରୀୟ ଏକ ସାଧାରଣ ସଭା ଭୁବନେଶ୍ୱର ସ୍ଥ ରାଜ୍ୟ କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଏମ୍‌.ଏସ୍. ସ୍ଵାମୀନାଥନ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡଃ.ସନ୍ତୋଷ କୁମାର
Read More...

୧୮ତମ ମା’ ଆଗଲପୁରିଏନ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଭେଟେରାନ୍ କ୍ରିକେଟ ଆସୋସିଏସନ୍‌, ଭୁତିବାହାଲ ଆନୁକୂଲ୍ୟରେ ୧୮ତମ ମା' ଆଗଲପୁରିଏନ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ ରାଇସଲପଦର ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ କରମ ସିଂ ସାହୁ, ନରେନ୍ଦ୍ର ଟଟଙ୍ଗ, ଭୁତିବାହାଲ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ହରିହର ମନ୍ଦିରରୁ କ୍ରୀଡା ଉତ୍ସବ ପବିତ୍ର ଜୌତି ଅଣାଯିବା ପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଉକ୍ତ
Read More...