Yearly Archives

2021

ଏକ ମାସ ପରେ କପିଳାଶ ପ୍ରାଣୀ ଉଦ୍ୟାନରେ ଥିବା ମାଖନ ହାତୀକୁ ଛଡ଼ାଗଲା ଜଙ୍ଗଲରେ : ଡିଏଫ୍‌ଓ ଦେଲେ ସୂଚନା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କପିଳାଶ ପ୍ରାଣୀ ଉଦ୍ୟାନରେ ୧ ମାସ ରହିଲା ପରେ, ଜଙ୍ଗଲକୁ ଗଲା ମାଖନ ହାତୀ । ହାତୀର ସୁରକ୍ଷା ପାଇଁ ବନ ବିଭାଗ ନଜର ରଖିଛି । କପିଳାଶରେ ୧ ମାସ ରହିଲା ପରେ ସେହି ହାତୀକୁ ଏକ ଜଙ୍ଗଲରେ ଛଡାଯାଇଛି ବୋଲି ପ୍ରକାଶ ଚାନ୍ଦ ଗୋଗିନେନି ଡିଏଫ୍‌ଓ
Read More...

ରାଏସିଂ ପ୍ରସାଦ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ

ଗଁନ୍ଦିଆ, (ତାପସ ଦାସ) : ଗନ୍ଦିଆ ବ୍ଲକ୍ ରତନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଏସିଂ ପ୍ରସାଦ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ ଦିନ ଦୁଇଟା ସମୟରେ
Read More...

ଭୂତ କୋଠି ସାଜିଛି ପାଣିପମ୍ପ ହାଉସ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଜୋଳି ପଂଚାୟତରେ ଥିବା ପାଣିପମ୍ପ ଘରକୁ ଜଗିଛି ଗୁଳ୍ମଜାତୀୟ କଣ୍ଟା, ଲତା, ଭଳିକି ଭଳି ଗଛ । ସତେ ଯେମିତି ଏହି ପମ୍ପ ହାଉସ ଅଭୟାରଣ୍ୟ ପାଲଟିଯାଇଛି । ପାଖରେ ଇଲେଭେନ କେଭିରେ ବିଦ୍ୟୁତ ତାର ଲତା ଟ୍ରାନ୍ସଫର ଲାଗିକି
Read More...

ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ । ଛତିଶଗଡ଼ ମେନପୁର ଡିଭିଜନର ଜଣେ ହାର୍ଡକୋର ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ତାଙ୍କ ନାଁ କମଲେଶ୍ୱରୀ ମରେଇ ଓରଫ ଅମିଲା । ଦକ୍ଷିଣାଞ୍ଚଳ ଡିଆଇଜି ଓ ରାଜେଶ ପଣ୍ଡିତ ଏବଂ ନବରଙ୍ଗପୁର ଜିଲ୍ଲା ଏସ୍‌ପି ପୁରୁଷୋତ୍ତମ
Read More...

ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ ସିଶାଖାଲଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ ମେଳା ଅନୁଷ୍ଠିତ
Read More...

ମୁଖ୍ୟମନ୍ତ୍ରୀଙ୍କ ନୂତନ ପ୍ରକଳ୍ପର ଉଦ୍‌ଘାଟନ : ଭର୍ଚୁଆଲ୍ ମୋଡରେ ଛତ୍ରପୁରର ପିଲିବନ୍ଧପାର୍କ ଲୋକାର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରବିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ କାର୍ୟ୍ୟକ୍ରମରେ ତାରାତାରିଣୀ ପୀଠ ନିକଟରେ ଆୟୋଜିତ ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ଗଞ୍ଜାମବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଯୋଗ୍ୟ
Read More...

ରକ୍ତଦାନ ଶିବିର ନିମନ୍ତେ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରକ୍ତଦାନ ମହତ୍ ଦାନ । ରକ୍ତର ବିକଳ୍ପ ଅନ୍ୟ କିଛି ନାହିଁ, ରକ୍ତର ବିକଳ୍ପ କେବଳ ରକ୍ତ । ଜଣଙ୍କ ରକ୍ତରେ ଚାରି ଜଣକ ଜୀବନ ବଞ୍ଚିଯିବ । ତେଣୁ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା କେତେ ମହତ୍ତ୍ଵ ରହିଛି ତାହା ଜଣେ ରକ୍ତଦାତା ହିଁ ଅନୁଭବ କରିପାରେ ।
Read More...

୧୫ ଫୁଟ ଡ୍ରେନରେ ଗାଈ ପଡି ହଟହଟା : ପୂର୍ତ୍ତ ବିଭାଗର ଅବହେଳାରୁ ସମସ୍ୟାରେ ଅଞ୍ଚଳବାସୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ରହିଥିବା ଡ୍ରେନ ମଧ୍ୟରେ ଏକ ଗାଈ ଖସି ପଡି ଇତଃସ୍ତତଃ ହୋଇ ହଟହଟା ହେଉଥିବା ଦେଖିବାକୁ ମିଳିଥିଲା । ଗାଇଟି ପ୍ରାୟ ୧୫ ଫୁଟ ଗଭୀରତାରେ ନିର୍ମିତ ଡ୍ରେନ ମଧ୍ୟରୁ ବାହାରିବା ସମ୍ଭବ ନଥିଲା ।ରାତ୍ରରେ
Read More...

ଇମ୍ପରିୟଲ କଲେଜରେ ଏକାଦଶତମ ଆର୍ନ୍ତଜାତୀୟ ଆଲେକ୍ସଜର କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଦ୍ୟା ବିହାର ସ୍ଥିତ ଇମ୍ପରିୟଲ କଲେଜର ଏକାଦଶତମ ଆର୍ନ୍ତଜାତୀୟ ସେମିନାର ଆଲେକ୍ସଜର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ବିଶ୍ୱଜିତ୍ ଶତପଥୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଡ.ସଞ୍ଜୟ ମିଶ୍ର ରେଜିଷ୍ଟର, ଆଡାମାସ ବିଶ୍ଵ ବିଦ୍ୟାଳୟ
Read More...

ସୁଲକ୍ଷଣଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ସୁଲକ୍ଷଣଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତକାଲି ସାଧାରଣ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କର ଶିକ୍ଷା ଓ ପରୀକ୍ଷା ନିମନ୍ତେ ସରକାରଙ୍କର ଗାଇଡ଼୍‌ ଲାଇନ୍‌ ଅନୁସାରେ ପାଠପଢ଼ା କିପରି ପରିଚାଳିତ ବିଷୟରେ ଆଲୋଚନା କରାଯାଇଥିଲା ।
Read More...