Yearly Archives

2021

ଆଶା ସଂଘ ମନ୍ତବ୍ୟକୁ ବିରୋଧ କଲା ଅଙ୍ଗନୱାଡ଼ି ସଂଘ : ଯଦି ତିନିଦିନ ମଧ୍ୟରେ କ୍ଷମା ନ ମାଗନ୍ତି ତେବେ ବିକ୍ଷୋଭ ଚେତାବନୀ

ମ.ରାମପୁର, (ହେମନ୍ତ ସାହୁ) : ଗତ ଦୁଇ ଦିନ ତଳେ ଆଶା କର୍ମୀ ସଂଘ ତରଫରୁ ନିଜର କିଛି ଦାବୀକୁ ନେଇ ବିକ୍ଷୋଭ ତଥା ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ ସମୟରେ ଜଣେ ଆଶା କର୍ମୀ କରୋନା କାଳରେ ନିଜର କାର୍ଯ୍ୟ ସଂପର୍କରେ କହିବାକୁ ଯାଇ ଅଙ୍ଗନୱାଡ଼ି କର୍ମୀମାନେ କରୋନା ସମୟରେ କିଛି କରିନାହାନ୍ତି
Read More...

ଟଙ୍କପାଣିରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗ୍ରାମରେ ୧୩ ବର୍ଷ ମାଣବସା ଲକ୍ଷ୍ମୀ ପୂଜା ଉପଲକ୍ଷେ ୫ଦିନ ଧରି ଚାଲିଥିବା ୫ମ ବର୍ଷ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଧନୁଯାତ୍ରା ମହୋତ୍ସବର ଶେଷ ରାତ୍ରୀରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ
Read More...

ମା’ଲକ୍ଷ୍ମୀଙ୍କ ମନ୍ଦିର ପାଇଁ ଭୂମିପୂଜନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତଳସାଗରପଡ଼ାଠାରେ ମା' ଲକ୍ଷ୍ମୀଙ୍କର ଏକ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତକିଛି ବର୍ଷ ହେଲା ଅସ୍ଥାୟୀ ମଣ୍ଡପ କରି ପ୍ରତିବର୍ଷ ମା'ଙ୍କ ପୂଜାକାର୍ଯ୍ୟ ଚାଲି ଆସୁଥିବା ବେଳେ ସଂପ୍ରତି
Read More...

ବିଶ୍ୱଭାରତୀ ଶିକ୍ଷା ନିକେତନରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ସଦର ବିଶ୍ୱଭାରତୀ ଚିନ୍ତନ ଶିକ୍ଷା ନିକେତନରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସାହୁ ରେଡକ୍ରସ ପତାକା ଉାତୋଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର
Read More...

ଧାନ ମଣ୍ଡି ଅପେକ୍ଷାରେ ଚାଷୀ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ମଣ୍ଡିରେ ବିକ୍ରି କରିବାକୁ ଧାନ କାଟିଦେଲେ ଚାଷୀ, କିନ୍ତୁ କୋଷାଗୁମଡା ବ୍ଲକରେ ନିର୍ଦ୍ଧାରିତ ଦିନରେ ଖୋଲିଲା ନାହିଁ ଧାନ ମଣ୍ଡି । ଏବେ କୋହଲା ପାଗ ଚାଷୀଙ୍କ ନିଦ ହଜେଇ ଦେଇଛି । ଧାନକୁ ସୁରକ୍ଷା ଦେବା ଏବେ ମୁଖ୍ୟ ସମସ୍ୟା ଉପୁଜିଥିବା ବେଳେ ଆଶା ଆଶଙ୍କା
Read More...

ଉଦ୍‌ଘାଟିତ ହେଲା ‘ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର’ର ବଲାଙ୍ଗିର ଶାଖା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଏଲ୍‌ଆଇସି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ‘ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର’ର ବଲାଙ୍ଗିର ଶାଖା ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ବ୍ୟାଙ୍କ୍‌କୁ ଉଦ୍‌ଘାଟନ କରିଛନ୍ତି । ଅନ୍ୟତମ
Read More...

ଦେଶରେ ଗତ ୨୪ ଘଣ୍ଟାରେ ୭ ହଜାର ୩୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ୨୦୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୭ ହଜାର ୩୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ କରୋନାରେ ୨୦୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ଦେଶରେ ୪ ଘଣ୍ଟାରେ ୭ ହଜାର ୯୭୩ ଜଣ ସୁସ୍ଥ
Read More...

ପଞ୍ଜାବ ସୁନ୍ଦରୀ ହରନାଜ୍ କୌର ହେଲେ ୨୦୨୧ ମିସ୍ ୟୁନିଭର୍ସ

ନୂଆଦିଲ୍ଲୀ : ପଞ୍ଜାବର ଝିଅ ହରନାମ କୌର ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ର ମୁକୁଟ ପିନ୍ଧିଛନ୍ତି । ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ସେ ମିସ୍ ୟୁନିଭର୍ସ ଟାଇଟଲ ଜିତିଛନ୍ତି । ୨୦୨୦ର ମିସ୍ ୟୁନିଭର୍ସ ମେକ୍ସିକୋର ଆଣ୍ଚ୍ରିୟା ମେଜା ତାଙ୍କୁ ପୁକୁଟ ପିନ୍ଧାଇଥିଲେ । ୭୦ତମ ମିସ୍ ୟୁନିଭର୍ସ
Read More...

ବାରଣାସୀରେ ଆଜି ବହୁ ପ୍ରତୀକ୍ଷିତ କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ବାରଣାସୀ : ବାରଣାସୀରେ ଆଜି ବହୁ ପ୍ରତୀକ୍ଷିତ କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ କାଶୀ ବିଶ୍ୱନାଥ କରିଡର ପାଇଁ ୨୦୧୯, ମାର୍ଚ୍ଚ ୮ ତାରିଖରେ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ବାବା କାଳ
Read More...

ଟିଟିଲାଗଡ଼ରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା ରକ୍ତଦାନ ଶିବିର

ଟିଟିଲାଗଡ଼ : ଟିଟିଲାଗଡ଼ ସ୍ଥିତ ଘଣ୍ଟାସନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ମହିଳା ଶାଖା ଦ୍ୱାରା ଏକ ରକ୍ତଦାନ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଟିଟିଲାଗଡ଼ର ପରିଚିତ ସ୍ୱେଚ୍ଛାସେବୀ ବନମାଳୀ ବେହେରା ଆରମ୍ଭ କରିଥିବା ବେଳେ ରକ୍ତଦାତା
Read More...