Yearly Archives

2021

ଚମାଖଣ୍ଡି ଥାନାରେ ନୂତନ ଭାବେ ସବଇନ୍ସପେକ୍ଟର ମାନସୀ ସାହୁଙ୍କ ଦାୟିତ୍ଵ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ଚମାଖଣ୍ଡି ଥାନାରେ ନୂତନ ଭାବେ ସବଇନ୍ସପେକ୍ଟର ମାନସୀ ସାହୁ ଇତି ମଧ୍ୟରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସୁଶ୍ରୀ ମାନସୀ ସାହୁଙ୍କ ନିଜ ଗ୍ରାମ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଗ୍ରାମରୁ ବାଲ୍ୟଶିକ୍ଷା ସମାପ୍ତି କରିବା
Read More...

ଆଗାମୀ ପଞ୍ଚାୟତ ନିର୍ବାଚନରେ ୩ ନମ୍ବର ଜୋନ୍ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକିୟା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ବିଜେଡ଼ି ପକ୍ଷରୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଜୋନ୍‌ସ୍ତରୀୟ ପ୍ରାର୍ଥୀ ଚୟନ ପ୍ରକିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ
Read More...

ପର୍ଲିମାଲରେ ପଞ୍ଚାୟତସ୍ତରୀୟ କରମା ମହୋତ୍ସବ ଉଦ୍‌ଯାପିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ପର୍ଲିମାଲ ଗ୍ରାମରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ଆନୁକୂଲ୍ୟରେ ପ୍ରଥମ ବର୍ଷ ପଞ୍ଚାୟତସ୍ତରୀୟ କରମା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗତ ତା ୧୬ ଡିସେମ୍ବରରୁ ୧୭ ଡିସେମ୍ବର ଦୁଇ ଦିନ ଧରି ଅନୁଷ୍ଠିତ
Read More...

ଢେଙ୍କାନାଳ ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଂଘ ବୈଠକ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଂଘ ବୈଠକ ଢେଙ୍କାନାଳ ଗେଙ୍ଗୁଠିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଶ୍ୱନି ବରାଳଙ୍କ ସଭାପତିତ୍ୱରେ ସଭାକର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି କୁକୁଡ଼ା ଫାର୍ମ ମାଲିକ ସଂଘ ରାଜ୍ୟ ଆବାହକ ନୀଳାଚଳ ପରିଡା
Read More...

ତପସ୍ୱିନୀଙ୍କ ନୂଆଁ ଓକିଲ ଦୀପକ ପଟ୍ଟନାୟକ ନିଯୁକ୍ତ : ଖୁବଶୀଘ୍ର ଏହି ପାରିବାରିକ କନ୍ଦଳର ଅନ୍ତ ଘଟିବ ବୋଲି ଆଶା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁଚର୍ଚ୍ଚିତ ବ୍ରହ୍ମପୁର ବ୍ରହ୍ମାନଗର ନିବାସୀ ପୁଅ ଡା. ସୁମିିତ ସାହୁ ଏବଂ ଛତ୍ରପୁରର ଶ୍ରୀନଗର ନିବାସୀ ଝିଅ ତପସ୍ବିନୀ ଦାଶଙ୍କ ମଧ୍ୟରେ ମଧୁର ସମ୍ପର୍କରୁ ପ୍ରେମବିବାହ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ପାରିବାରିକ କନ୍ଦଳ ସୃଷ୍ଟିହୋଇ
Read More...

ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ ଉଦ୍‌ଯାପିତ : ଫାଇନାଲ ମ୍ୟାଚ୍ ଟାଏ

ବିକାଶ କ୍ରିକେଟ କ୍ଲବ ଓ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ଯୁଗ୍ମ ବିଜେତା ଘୋଷିତ ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡଠାରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ ଭିଜନ ୨୦-୨୪ରେ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ବରଗଡ
Read More...

ବିଶିଷ୍ଠ ଶିକ୍ଷାବିତ୍‌ ସତ୍ୟ ପ୍ରସାଦ ସିଂହଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ଶିକ୍ଷାବିତ ପୂର୍ବତନ ହାଇସ୍କୁଲ ପ୍ରଧାନ ଶିକ୍ଷକ, ପରିବେଶ ପ୍ରେମୀ ତଥା ସମାଜସେବୀ ସତ୍ୟ ପ୍ରସାଦ ସିଂହଙ୍କ ଗତକାଲି ଦିବା ୨ଟା ସମୟରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଛି । ତାଙ୍କ ମୃତ ଶରୀର ନିଜ ଗ୍ରାମ କଅଗାଁକୁ
Read More...

ଫିଜିୟୋଥେରାପି ଶିବିର ଆୟୋଜିତ

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ସମାଜ ସେବା କ୍ଷେତ୍ରରେ ଅଗ୍ରଣୀ ସଂଗଠନ ଭାବେ ନିଜର ଉତ୍ତର ଦାୟିତ୍ୱ ସମ୍ପାଦାନରେ ଅନ୍ୟ ଏକ ଉଦାହରଣ ସୃଷ୍ଟି କରି ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଉତ୍କଳ ପ୍ରାଦେଶିକ ମାରୁୱାଡି ସମ୍ମେଳନ, ଭୁବନେଶ୍ୱର ଶାଖା ଏକ ଚତୁର୍ଦ୍ଦିବସୀୟ ଭ୍ୟୈତିକ
Read More...

ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ବୁଢ଼ୀପଦରଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ମଙ୍ଗଳବାର ଦିନ ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଚାଲିଗଲେ ବରିଷ୍ଠ ସାହିତ୍ୟିକ ପଣ୍ଡିତ ମଦନ ମୋହନ ମିଶ୍ର

କେନ୍ଦୁଝର, (କେପିଏନ୍‌ଏସ୍‌) : ଚାଲିଗଲେ ବରିଷ୍ଠ ସାହିତ୍ୟିକ ପଣ୍ଡିତ ମଦନ ମୋହନ ମିଶ୍ର(୯୫) । ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିଲେ । ଆଜି ରାତି ୭ଟ। ୫୦ମି.ରେ ତାଙ୍କ ଦେହାନ୍ତ ହୋଇଥିବା ତାଙ୍କ ସୁପତ୍ର କବି ପିନାକୀ ମିଶ୍ର ସୂଚନା ଦେଇଛନ୍ତି । ସ୍ୱର୍ଗତ ପ୍ରାକ୍ତନ ସଂସ୍କୃତ ଶିକ୍ଷକ
Read More...