Yearly Archives

2021

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୬ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲା ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିରର ଉଦ୍‌ଯାପନୀ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶିକ୍ଷା ଜିଲ୍ଲାର ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିରର ତୃତୀୟ ଦିନ ବା ଉଦ୍‌ଯାପନୀ ଦିବସରେ ଜିଲ୍ଲା ସ୍କାଉଟ୍ କମିଶନର ବ୍ରଜେନ୍ଦ୍ର ଦାଶଙ୍କ ସଭପତିତ୍ୱ ଓ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଗତ ୨୪ ଘଂଟାରେ ୧୪୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୯୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ବଡଦିନ ପାଇଁ ବାଲିଗୁଡାରେ ଉପଖଣ୍ଡସ୍ତରୀୟ ଶାନ୍ତି କମିଟି ବୈଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହଠାରେ ବଡଦିନ ପାଇଁ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏସ୍‌ଡିପିଓ ଜିଆର ରାଘବେନ୍ଦ୍ର, ବିଡିଓ ଡ.ଜଗଦିଶ ଷଢଙ୍ଗି,
Read More...

ଡ୍ରେନରେ ପଶିଲା କାର : ଅଳ୍ପକେ ବର୍ତିଲେ ତିନି ମହିଳା ସମେତ ଜଣେ ଶିଶୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସୋମବାର ଗଞ୍ଜାମ ବ୍ଲକ ପାର୍ଶ୍ଵ ସହରର ମୁଖ୍ୟ ଡ୍ରେନରେ ଗୋଟିଏ କାର ପଶି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦୁର୍ଘଟଣା ଗ୍ରସ୍ତ କାରରେ ତିନି ମହିଳା ଓ ଜଣେ ଶିଶୁ ବସିଥିଲେ । ଏଥିରେ ଜଣେ ମହିଳାଙ୍କ ହାତରେ ଆଘାତ ଲାଗିଥିବା ବେଳେ
Read More...

ଷାଠିଏ ହଜାର ଟଙ୍କା ଓ ଚାରି ବାଇକ ସମେତ ଜୁଆ ଆଡ୍ଡାରୁ ୬ ଯୁଆଡି ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଜୁଆ ଆଡ୍ଡା ଚାଲିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରମ୍ଭା ଥାନା ଅନ୍ତର୍ଗତ ପାନ୍ଥନିବାସ ସ୍ଥିତ ଜେଟି ଘର ପାଖରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସୋମବାର ରମ୍ଭା ପୋଲିସ
Read More...

ୟୁଥ୍ ଫର୍ ଭିଲେଜ ପକ୍ଷରୁ ଉପେନ୍ଦ୍ର ସ୍ମାରକୀ ରକ୍ତଦାନ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାସି ପଞ୍ଚାୟତ ଛୋଟାବସା ନିକଟସ୍ଥ ନୀଳକଣ୍ଠେଶ୍ୱର୍ ଶିକ୍ଷା କେନ୍ଦ୍ର ପରିସରରେ ସଦସ୍ୟ ସ୍ବର୍ଗତ ଉପେନ୍ଦ୍ର କୁମାର ରେଡ୍ଡୀଙ୍କ ସ୍ମୃତିରେ ଉପେନ୍ଦ୍ର
Read More...

ସହିଦଙ୍କ ବିୟୋଗରେ ଜିଲ୍ଲା ସୈନିକ ସଂଘର ସ୍ମୃତିସଭା

କେନ୍ଦ୍ରାପଡା, (ସସ୍ମିତା ପ୍ରଧାନ) : ଗତ ୮ ତାରିଖ ଦିନ ଦୋଷିଆ ପଞ୍ଚାୟତର ବଉଳାଙ୍ଗ ଗ୍ରାମର ଇନ୍ସପେକ୍ଟର ନଟବର ରାଉତଙ୍କ ଦୁର୍ଘଟଣାରେ ମୃତ୍ୟୁ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଠିକ୍ ସେହିଦିନ ଭାରତୀୟ ବାୟୁସେନାର ଅତ୍ୟାଧୁନିକ ହେଲିକେପ୍ଟର ନୀଳଗିରି ପାହାଡ଼ ନିକଟରେ
Read More...

ଭାରତୀୟ ସଂସ୍କୃତିର ବିକାଶ ପାଇଁ ପ୍ରସାର ଭାରତୀ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ମଧ୍ୟରେ…

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସାର ଭାରତୀ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ସହିତ ଜଡିତ ବିଶିଷ୍ଟ କଳାକାରଙ୍କ ପ୍ରଦର୍ଶନ ଦୂରଦର୍ଶନର ଜାତୀୟ
Read More...

ତରଭା ସଞ୍ଜୟପଲ୍ଲୀ ଜଗନ୍ନାଥ ହତ୍ୟା ମାମଲାରେ ଅଭିଯୁକ୍ତ ବାପ ଓ ପୁଅ ଗଲେ ଜେଲ

ଢେଙ୍କାନାଳ ସଦର, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୂର୍ବ ଶତ୍ରୁତାକୁ ନେଇ ତରଭା ସଞ୍ଜୟପଲ୍ଲୀରେ ହତ୍ୟା ମାମଲାରେ ରଥୀ ନାୟକ, ରାକେଶ ଓ ବାଦଲଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଫାରିସା ଓ କଟୁରୀକୁ ପୋଲିସ ଜବତ କରିଛି । ସୂଚନା ଅନୁସାରେ ଜଗନ୍ନାଥ ନାୟକଙ୍କ
Read More...