Yearly Archives

2021

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଡ୍‌ମିଟ୍‌ କଲେ ସ୍ୱେଛାସେବୀ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ତିଲଜୋଡି ଗାଁଠାରେ ଆଜି ସନ୍ଧ୍ୟା ସମୟରେ ଏକ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ବାଇକରେ କଛାରପଡ଼ାର ଦୁଇ ଜଣ ଯାତ୍ରୀ ତିଲଜୋଡି ପାଖ କାରଟିକଲି ଗାଁକୁ କୌଣସି କାମ ପାଇଁ ଯାଉଥିଲେ । ତିଲଜୋଡି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ ୧ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ବରଗଡ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ : ୫୦୦ରୁ ଅଧିକ ପ୍ରତିଯୋଗୀ କଲେ ଅଂଶଗ୍ରହଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମିନି ଷ୍ଟାଡିୟମଠାରେ ଚାଲିଥିବା ଦୁଇ ଦିବସୀୟ ଜିଲ୍ଲା ସ୍ତରୀୟ ଆଥଲେଟିକ ମିଟ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ, କ୍ଲବର ୫ଶହ ପ୍ରତିଯୋଗୀ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠିତ
Read More...

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି, ବାଲ୍ୟ ବିବାହ ଟାସ୍କ
Read More...

କ୍ରେତା ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ହୋଟେଲ ମଙ୍ଗଳମ ପେଲେସଠାରେ କ୍ରେତା ବିକ୍ରେତା ସମ୍ମିଳନୀ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ
Read More...

ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ : ପିଲାଏ ପଢିଲେ ପିଲାଏ କହିଲେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପୁସ୍ତକ ଭଳି ବନ୍ଧୁ ବିରଳ । ଯେଉଁ ଛାତ୍ର ପୁସ୍ତକ ସହ ଯେମିତି ସମ୍ପର୍କ ରଖେ ସେ ସେହି ପରିମାଣରେ ଜୀବନକୁ ସେମିତି ଗଢିଥାଏ । ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକ ସହ ନିବିଡ଼ ସମ୍ପର୍କ ସ୍ଥାପନ କରି ଭବିଷ୍ୟତ ଜୀବନକୁ ଗଢିବା ପାଇଁ ବରଗଡ଼ ଅନ୍ତର୍ଗତ ରୋହିଣୀଆ
Read More...

ଆନ୍ତଃଜିଲ୍ଲା ସାହାଣୀ କପ୍‌ ଫୁଟ୍‌ବଲ୍‌ ପାଇଁ ବଲାଙ୍ଗିର ଜିଲ୍ଲା ଖେଳାଳୀ ଚୟନ ଆସନ୍ତା ୩୦ ତାରିଖରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃ ଜିଲ୍ଲା ସାହାଣୀ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁୟାରୀ ୧୪ ଶୁକ୍ରବାରଠାରୁ ବଲାଙ୍ଗିରଠାରେ ଅନୁଷ୍ଠିତ ହେବ । ୪ଟି ଜୋନ୍‌ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମ, ଲୋଇସିଂହା ଷ୍ଟାଡିୟମ, ଆଗଲପୁର ପଡିଆ ଓ ଟିଟିଲାଗଡ ପଡିଆଠାରେ ଖେଳ ଗୁଡିକ
Read More...

ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବଙ୍କ ସଚେତନ ହେମା ନାଟ୍ୟ ଅନୁଷ୍ଠାନ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ଓ ସଭ୍ୟ ରବିରାତନ ସାହୁ ଆଜି ସଚେତନ ହେମା ଅନୁଷ୍ଠାନ ପରିଦର୍ଶନ କରିଥିଲେ । ଗ୍ରାମୀଣ ପରିବେଶ ମଧ୍ୟରେ କଳା, ସଂସ୍କୃତି, ଭାଷା, ନାଟକ ପାଇଁ ସମର୍ପିତ ନାଟ୍ୟ ଅନୁଷ୍ଠାନକୁ ପ୍ରଶଂସା କରିବା ସହ ଆଗକୁ
Read More...

ମାନବିକତାର ନିଆରା ପରମ୍ପରା : ଅପରିଚିତ ଲୋକଙ୍କ ଶବକୁ ଚାରିକାନ୍ଧ ଦେଲେ ଦମ୍ପତ୍ତିଙ୍କ ସହ ପୁତ୍ର, କନ୍ୟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚିହ୍ନା ନାହିଁ କି ଜଣା ନାହିଁ । ପରିଚିତ ନୁହଁନ୍ତି । ଜାତି ଗୋତ୍ରର ବିଚାର ନାହିଁ । ଆତ୍ମୀୟ ସ୍ୱଜନଙ୍କଠାରୁ ହତାଦର ହୋଇ ନିଃସହାୟ ଭାବେ ମୃତ୍ୟୁବରଣ କରିଥିବା ତିନି ତିନି ଜଣ ବ୍ୟକ୍ତିଙ୍କୁ ଗୋଟିଏ ପରିବାରର ପିତା, ପୁତ୍ର, କନ୍ୟା, ପତ୍ନୀ ଶବକୁ
Read More...

ସ୍ୱର୍ଗତ ଯୋଗେଶ୍ୱର ଦାସଙ୍କ ସ୍ମୃତି ଚାରଣ ଏବଂ ଅଖଣ୍ଡ ବ୍ରହ୍ମଯଜ୍ଞ ସ୍ଥାପନ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ମଠର ମଠାଧିସ ବ୍ରହ୍ମ ସଂପ୍ରାପ୍ତି ସ୍ୱର୍ଗତ ଯୋଗେଶ୍ୱର ଦାସଙ୍କ ସ୍ମୃତିଚାରଣ ଏବଂ ଅଖଣ୍ଡ ବ୍ରହ୍ମଯଜ୍ଞ ସ୍ଥାପନ ହୋଇଯାଇଛି । ଉକ୍ତ ଯଜ୍ଞରେ ବିଭିନ୍ନ ମଠାଧିସ ବୃନ୍ଦ ଯୋଗଦାନ କରି ବିଶ୍ୱ ମଙ୍ଗଳ ପାଇଁ ମହାପ୍ରଭୁଙ୍କ ପାଇଁ ନିବେଦନ କରିଥିଲେ ।
Read More...