Yearly Archives

2021

ମାଲକାନଗିରିରେ କାର୍ଯ୍ୟରତ ସାମ୍ବାଦିକଙ୍କ ଗିରଫ ଘଟଣାକୁ ନିନ୍ଦା କଲା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ :…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସତ୍ୟ ଖବର ପ୍ରସାରଣ କରିଥିବା ମାଲକାନଗିରିର ପାଂଚ ଜଣ ସାମ୍ବାଦିକଙ୍କୁ ମିଥ୍ୟା ଏତଲା ଆଧାରରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣାକୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଦୃଢ଼ ଭାବେ ନିନ୍ଦା କରୁଛି । ଏଭଳି ଏକ ଘଟଣାରେ ଗଣମାଧ୍ୟମର କଣ୍ଠରୋଧ
Read More...

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନୋଡ୍ସ୍ ବ୍ଳଗ୍ ପରିବାରର ଆନୁକୁଲ୍ୟରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ଡା. କ୍ଷୀରୋଦିନୀ ବେହେରା ଏବଂ ସାଇ ମଲ୍ଟି ସ୍ପେସାଲିଟି ଚିକିତ୍ସାଳୟର ମୁଖ୍ୟ ଡା. ସୁସ୍ମିତା
Read More...

ଘୁନସରରେ ତୁଳସୀ ରାମାୟଣ ପାରାୟଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ସାହୁପଡ଼ା (ରୁଗୁଡିପଡ଼ା) ଠାରେ ସାତ ଦିନ ଧରି ଆୟୋଜିତ ହେଉଥିବା ତୁଳସୀ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ଭାବେ ରମାକାନ୍ତ ପଣ୍ଡା ପୁରାଣ ପଠନ କରୁଥିବା ବେଳେ ଏଥିରେ ପୂଜାକର୍ତ୍ତା ଭାବେ
Read More...

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ : କଥା ବେଶୀ କାମ କମ୍‌, ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି ପାଣିର ଗାର

ରାଜିନାମା ଅନୁ୍‌ଯାୟୀ ୫୦-୫୦ ଅର୍ଥ ପ୍ରଦାନ କରାଯାଇନାହିଁ - ହେମନ୍ତ ପଣ୍ଡା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳପଥ ସମଗ୍ର ଦେଶର ଏକ ବିଳମ୍ବିତ ପ୍ରକଳ୍ପ ଭାବେ ଜଣାଶୁଣା । ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର
Read More...

ସିନାପାଲି ବ୍ଲକ କାର୍ଯ୍ୟାଳୟର ତିନି କର୍ମଚାରୀ କରୋନା ପଜିଟିଭ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟର ତିନି ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୁଚନା ଅନୁସାରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଜି ସିନାପାଲି ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ କରୋନା
Read More...

ଦାବୀ ପୁରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡ଼ର ମହାସଂଘ

ଭୁବନେଶ୍ୱର, (ମମତା ମହାକୁର) : ରାଜ୍ୟ ସରକାରଙ୍କ ତରଫରୁ ଗତ ମଙ୍ଗଳବାର ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ବିଂଜ୍ଞପ୍ତି ନ:-୯୮୯ ତା:-୨୧-୧୨-୨୧ରେ ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ମାପଦଣ୍ତ କୋହଳ କରାଯାଇଥିବା ଉଭୟ ସାଧାରଣ ବର୍ଗ ଏବଂ ଅନୁସୂଚିତ ଜନଜାତି, ହରିଜନ,
Read More...

ପ୍ରତିରକ୍ଷା ମନ୍ତ୍ରଣାଳୟ ଡିଆରଡିଓ ଦ୍ୱାରା ସ୍ୱଦେଶୀ କୌଶଳରେ ବିକଶିତ ନୂତନ ପୀଢି କ୍ଷେପଣାସ୍ତ୍ର “ପ୍ରଳୟ”ର…

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ଡିସେମ୍ବର ୨୨, ୨୦୨୧ରେ ଓଡ଼ିଶା ଉପକୂଳବର୍ତ୍ତୀ ଡକ୍ଟର ଏପିଜେ ଅବ୍‌ଦୁଲ କଲାମ ଦ୍ୱୀପରୁ ସ୍ୱଦେଶୀ କୌଶଳରେ ବିକଶିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର 'ପ୍ରଳୟ'ର ପ୍ରଥମ ଉଡାଣ
Read More...

ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ଏବଂ ଦ ପୋଲିଶ ଚାମ୍ବର ଅଫ୍ ଷ୍ଟାଚ୍ୟୁଟରୀ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ଏବଂ ଦ ପୋଲିସ ଚାମ୍ବର ଅଫ ଷ୍ଟାଚ୍ୟୁଟରୀ ଅଡିଟର୍ସ (ପିଆଇବିଆର) ମଧ୍ୟରେ ବୁଝାମଣାପତ୍ରକୁ ଅନୁମୋଦନ କରିଛନ୍ତି।
Read More...

ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ହେଲେ ଅଖିଳ କୁମାର ମିଶ୍ର

ଭୁବନେଶ୍ୱର, (ପିଆଇବି) : ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଅଖିଳ କୁମାର ମିଶ୍ର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନ ସମ୍ପର୍କ କାର୍ୟ୍ୟାଳୟ(ଆରଓବି), ଭୁବନେଶ୍ବରର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି ।ଏହା ପୂର୍ବରୁ ସେ ସୂଚନା ଓ
Read More...

ବିଧାୟକଙ୍କ ଦ୍ୱାରା ବେଲପଡା ପଂଚାୟତର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେଲପଡା ଗାଁର ଗ୍ରାମ୍ୟ
Read More...