Yearly Archives

2021

ଜାତୀୟ ଗଣିତ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀ ରାମନଗର ଠାରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ଗଣିତ ଦିବସ ଉପରେ ଶିଶୁମାନଙ୍କର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିଶୁ ବିଦ୍ୟା
Read More...

ଆଠ କୋଟି ଟଙ୍କା ବ୍ୟୟ ବରାଦ ପ୍ରକଳ୍ପର ରାସ୍ତା ଓ ସେତୁ ଭିତ୍ତିସ୍ଥାପନ କଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର କୁଶପଲ୍ଲୀଠାରୁ ବରଦା, କାଠଗଡାଠାରୁ ଲାଉପୁଟି, ମୟୂରପଦାଠାରୁ ପୋଡମପେଟା ମଧ୍ୟରେ ଏକ ସେତୁ ଏବଂ ଗୋଖରକୁଦା ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି, ଛତ୍ରପୁର
Read More...

ଓଡିଶା ସାମ୍ବାଦିକ ୟୁନିୟନ୍‌ର ସୁବର୍ଣ୍ଣ ଜୟନ୍ତୀ ସାମାରୋହ

• ସେକ୍ରେଟାରୀଏଟ୍ ମଧ୍ୟରେ ପ୍ରେସ-ସେଲ୍ ଗୃହ ପୁନଃ ପ୍ରଚଳିତ ହେଉ, ସାମ୍ବାଦିକଙ୍କୁ ଫ୍ରିଡମ୍ ଦିଅ-ସୁରେଶ ରାଉତରାୟ ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମ୍ବାଦିକମାନେ ସମାଜ ସେବାରେ ନିୟୋଜିତ ହୋଇ ଜନତାଙ୍କ ହିତ ଉଦ୍ଦେଶ୍ୟରେ ବହୁବିଧ ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣୁଛନ୍ତି
Read More...

ହିନ୍ଦୁ ହେଲେ ମୁସଲମାନ ଯୁବକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଆଜି ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିରଠାରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ନେଇ ଗୌରବ ଅନୁଭବ କରି ବିଶ୍ବର ଆଦ୍ୟଧର୍ମ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତନ କଲେ ଏହି ମୁସଲମାନ ଯୁବକ । ଏକ ଘୋରଇ ସଂସ୍ଥାରେ ଚାକିରି କରୁଥିବା ତଥା ବଲାଙ୍ଗିର ସହରରେ
Read More...

ରାଜ୍ୟର ୭୩୦୦ ପଞ୍ଜିକୃତ ଖବରକାଗଜ ହକର ପାଇଲେ ଜଣକେ ୬୦୦୦ ଟଙ୍କା କୋଭିଡ଼ ସହାୟତା

• ରାଜ୍ୟର ଖବରକାଗଜ-ହକରଙ୍କୁ ସମୁଦାୟ ୪.୩୮ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼ ସହାୟତା• ଭାରତ ଇତିହାସରେ ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ• ଦୁଃଖ ବୁଝିଥିବାରୁ ରାଜ୍ୟର ଖବରକାଗଜ ହକରମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଭୁବନେଶ୍ୱର, (କେ.ସତ୍ୟନାରାୟଣ
Read More...

ରାମଙ୍କ ନାମରେ ଲୁଟ୍ ହୋଇଛି, ୟୁପି ସରକାରଙ୍କ ଅନୁସନ୍ଧାନ ଆଦେଶ କେବଳ ଲୋକ ଦେଖାଣିଆ : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ଜମି ଦୁର୍ନୀତି ମାମଲା କ୍ରମାଗତ ଭାବରେ ରାଜନୈତିକ ସ୍ତରରେ ଆଲୋଚନାର ବିଷୟ ପାଲଟିବାରେ ଲାଗିଛି । କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଅଯୋଧ୍ୟା ଜମି କ୍ରୟ ମାମଲାରେ ହୋଇଥିବା ଏହି ଘୋଟାଲା ଉପରେ ପ୍ରଶ୍ନ ଉଠାଇ
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ଦାଶଙ୍କୁ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କରାତଳି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାଶଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ତତ୍‌ସଙ୍ଗେ ଅନ୍ୟତ୍ର ବଦଳି ହୋଇଥିବା ସହକାରୀ ଶିକ୍ଷକ ଉଦୟ ରଶ୍ମି ପାତ୍ରଙ୍କୁ
Read More...

ବିସ୍ଫୋରଣରେ କମ୍ପିଲା ଲୁଧିଆନା ଜିଲ୍ଲା କୋର୍ଟ : ୨ ମୃତ, ୩ ଗୁରୁତର

ଲୁଧିଆନା : ପଞ୍ଜାବର ଲୁଧିଆନା ସହରର ଜିଲ୍ଲା କୋର୍ଟ ପରିସରରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ସିଲିଣ୍ଡର ଫାଟିଯିବାରୁ ଏହି ବିସ୍ଫୋରଣ ଘଟିଥିବାର ଅନୁମାନ କରାଯାଉଛି । ସେଠାରେ ବିସ୍ଫୋରଣ ହେତୁ କାନ୍ଥ ଭୁଷୁଡି ପଡିଥିଲା । ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ
Read More...

ଆସିଲା ଗରିବ ପାଣ୍ଡେର ଶବ ବ୍ୟବଚ୍ଛେଦ ରିପୋର୍ଟ : ତଣ୍ଟି ଚିପି ହତ୍ୟା କରାଯାଇଛି

ତୁଷୁରା, (କେପିଏନ୍‌ଏସ୍‌) : ସ୍ଥାନୀୟ ତେଳ ନଦୀ ପଠାରୁ ଗତ ୧୫ ତାରିଖରେ ଉଦ୍ଧାର ହୋଇଥିବା ଗରିବ ପାଣ୍ଡେର ମୃତ ଦେହକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଥିବା ବେଳେ ତାହା ଆତ୍ମହତ୍ୟା ନା ହତ୍ୟା ତାହା, ସନ୍ଦେହ ଘେରରେ ରହିଥିଲା । ହେଲେ ଗୋବିନ୍ଦକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ
Read More...

ତୋଷାଳୀ ମହୋତ୍ସବରେ ସମ୍ମାନିତ ହେଲା ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରାରେ ତୋଷାଳୀ ମହୋତ୍ସବରେ ସମ୍ମାନିତ ହୋଇଛି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ । ମାଟିର ବିକାଶ ତଥା ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚକୁ ଅତିଥି ମାନେ ସମ୍ମାନିତ କରିଥିବା ସୂଚନାରେ କୁହାଯାଇଛି । ଏଥିରେ ମୁଖ୍ୟ ଅତିଥି
Read More...