Yearly Archives

2021

ଗତ ୨୪ ଘଣ୍ଟାରେ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୫୦ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ବାଲେଶ୍ବର ଓ ଗଞ୍ଜାମ ଜିଲ୍ଳାରୁ ଜଣେ ଲେଖାଁଏ ଥିବା ଜଣାପଡ଼ିଛି । ଏନେଇ ରାଜ୍ୟ
Read More...

୭୨ତମ ଜୟନ୍ତୀ ଅବସରରେ ‘ପ୍ରେମ’ ସଭାପତି ଡ଼. ଥୁଣ୍ଡ୍ରିଲଙ୍କୁ ଅଭିନନ୍ଦନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତ ବର୍ଷର ସ୍ୱନାମଧନ୍ୟ ସମାଜସେବୀ ତଥା ‘ପ୍ରେମ’ର ସଭାପତି ଡ଼. ଜାକୋବ ଥୁଣ୍ଡ୍ରିଲଙ୍କ ୭୨ତମ ଜୟନ୍ତୀ ଅବସରରେ ଆୟୋଜିତ ସଭାରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ‘ପ୍ରେମ’ ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ଠାରେ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହାଇକୋର୍ଟଙ୍କ ଆବେଦନ : ରାଲିରେ ଭିଡ଼ ହ୍ରାସ କରନ୍ତୁ, ନିର୍ବାଚନ ସ୍ଥଗିତ ରଖିବାକୁ ବିଚାର…

ପ୍ରୟାଗରାଜ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ନୂତନ ଭାରିଆଂଟ ଓମିକ୍ରନ୍‌ର ଆଶଙ୍କା ଆହୁରି ଗଭୀର ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଆସନ୍ତା ବର୍ଷ ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ନିର୍ବାଚନ ​​ରାଲିରେ ଭିଡ଼ ଜମିବାରେ ଲାଗିଛି । ଏହି
Read More...

ଦେଶରେ ଓମିକ୍ରନ୍‌ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି : ମୋଟ ରୋଗୀଙ୍କ ସଂଖ୍ୟା ୩୫୭କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ନୂତନ ଭାରିଆଂଟ ଓମିକ୍ରନ୍‌ର ମାମଲା ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଅନେକ ରାଜ୍ୟ ନିଜ ସ୍ତରରେ ପଦକ୍ଷେପ ନେଉଛନ୍ତି । ଦେଶରେ ଏପର୍ୟ୍ୟନ୍ତ ୩୫୭ଟି ମାମଲା ସାମ୍‌ନାକୁ ଆସିଛି, ଯେଉଁଥି ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସଚେତନ
Read More...

ଗତ ୨୪ ଘଂଟାରେ ୧୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୯ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୫୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୪ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ସଂକଳ୍ପ ପରିବାର ତରଫରୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆସନ୍ତା ଶନିବାର ଓ ରବିବାର ତା ୨୫/୧୨/୨୦୨୧ ଓ ୨୬/୧୨/୨୦୨୧ ଦୁଇଦିନ ଧରି ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବରଗଡ଼ ଥାନା ଛକଠାରେ ଆୟୋଜନ କରାଯିବ । ଏହି
Read More...

ଛତ୍ରପୁର ୟୁରୋ-ସ୍କୁଲରେ ଗଣିତ ପ୍ରୋଜେକ୍ଟ ପ୍ରଦର୍ଶନୀ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜେଲ୍ ରୋଡ଼ ବଜରଙ୍ଗ ନଗର ସ୍ଥ ସୁଶୋଭିତ ମଧୁରଜଳ ହ୍ରଦ "ତାମ୍ପରା" କୂଳଦକ୍ଷିଣ ସଂଭାଗରେ ଅବସ୍ଥାପିତ ଶକ୍ତି ଏଜୁକେସନ୍‌ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ-ସ୍କୁଲରେ ଜାତୀୟ ଗଣିତ ଦିବସ
Read More...

ପାର୍ଟି ପିକ୍‌ନିକ୍‌ କରିବାକୁ ଯୋଜନା କରୁଛନ୍ତି କି : ଜାଣନ୍ତୁ, ମହାରାଷ୍ଟ୍ର ଏବଂ ୟୁପିରେ ଜାରି ହୋଇଥିବା ନୂତନ…

ନୂଆଦିଲ୍ଲୀ : ପାର୍ଟି ପିକ୍‌ନିକ୍‌ କରିବାକୁ ଯୋଜନା କରୁଛନ୍ତି କି ? ଆସନ୍ତୁ ଜାଣିନେବା, ମହାରାଷ୍ଟ୍ର ଏବଂ ୟୁପିରେ ଜାରି ହୋଇଥିବା ନୂତନ ନିର୍ଦ୍ଦେଶାବଳୀ । ମହାରାଷ୍ଟ୍ରରେ କୋଭିଡ -୧୯ ମାମଲା ଏବଂ ୬୫ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ମଧ୍ୟରେ ମହାରାଷ୍ଟ୍ର ସରକାର ଆସନ୍ତା ପର୍ବକୁ
Read More...

ନିଆଁରେ ପୋଡି ବିବାହିତା ମହିଳା ଗୁରୁତର

ଢେଙ୍କାନାଳ, (ତାପସ ଦାସ) : ନିଆଁରେ ପୋଡିହୋଇ ବିବାହିତା ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମର ସୁଭଦ୍ରା ଦେହୁରୀ । ସୂଚନା ଅନୁସାରେ ସକାଳେ ଘରେ ଚୁଲି ଲଗାଇ ଚା' ତିଆରି କରୁଥିବା ବେଳେ ଅସାବଧାନତା ବସତ ପ୍ରଥମେ ଲୁଗା ଓ ପରେ ହାତ, ଗୋଡରେ ନିଆଁ
Read More...

ଛତ୍ରପୁର ବ୍ଳକ୍‌ର ବିଭିନ୍ନ ନୂତନ ପ୍ରକଳ୍ପ ଗୁଡିକର ଉଦ୍‌ଘାଟନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର ନରେନ୍ଦ୍ରପୁର ଗ୍ରାମର ଶତ-ପ୍ରତିଶତ ପାନୀୟ ଜଳ ପ୍ରକଳ୍ପ, ବିପୁଳିଙ୍ଗି ପଞ୍ଚାୟତର ତେଲାପଲ୍ଲୀ ଓ ବିପୁଳିଙ୍ଗି ଗ୍ରାମର ଶତ-ପ୍ରତିଶତ ପାନୀୟ ଜଳ ପ୍ରକଳ୍ପ, ମିଶନଶକ୍ତି ଗୃହ, କୋଠଘର, ରାଜନାପଲ୍ଲୀ ଗ୍ରାମର କୋଠ ଘରର ଶୁଭ ଉଦ୍‌ଘାଟନୀ
Read More...