Yearly Archives

2021

ଟିକ୍ରାପଡ଼ା ଅଞ୍ଚଳରେ ଶ୍ରମିକଙ୍କ ମୃତ୍ୟୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ମତେ ଟିକ୍ରାପଡ଼ା ଲାଂଥ ନଦୀକୁ ଟ୍ରାକ୍ଟର ଯୋଗେ କିଛି ଲୋକ ବାଲି ଆଣିବାକୁ ଯାଇଥିଲେ ସେହି ସମୟରେ ଏହି ବ୍ୟକ୍ତି ଜଣକ ପାଣି ପିଇବା ପାଇଁ
Read More...

ଲଗାଣ ବର୍ଷାରେ ପଚି ଯାଇଥିବା ଧାନ ଗୋଚ୍ଛା ଧରି ଧାରଣା

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବଡ଼ରାମପଲ୍ଲୀ ଗ୍ରାମର କୃଷିଜୀବୀଙ୍କ କ୍ଷୋଭ : ନଦୀବନ୍ଧ ଯୋଜନାର ସଫଳ ନିର୍ମାଣ ପାଇଁ ଦାବୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କୋମଣ୍ଡ ଗ୍ରାମ ପଞ୍ଚାୟତର
Read More...

ନଳକୂପ ମରାମତି ପାଇଁ ଗୁହାରି : ଶୁଣୁ ନାହାନ୍ତି କେହି

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରାମ ପଂଚାୟତ ଅନ୍ତର୍ଗତ ସାଲେମୁଡଗା ଗାଁର ହରିଜନ ପଡ଼ା ନଳକୁପ କାଦୁଅ ପାଣି ବାହାରି ନଳକୁପ ଖରାପ ହୋଇ ଯାଇଥିବାରୁ ପାଣି ମୁନ୍ଦେ ପାଇବା କଷ୍ଟକର ହୋଇପଡ଼ୁଛି ଅଂଚଳବାସୀଙ୍କୁ । ଅନେକ ଥର ସରପଞ୍ଚଙ୍କୁ ଗୁହାରି କରି ଶେଷରେ ଗୋଷ୍ଠୀ ଉନ୍ନୟନ
Read More...

ସଇଁନ୍ତଲା ବ୍ଳକକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କଥାରେ ଅଛି ଚାଷ କାମ ଯାହାର କେଡ଼େ ସୁଖ ତାହାର । ହେଲେ ଏଠାରେ ତାହାର ବିପରୀତ ଦେଖା ଦେଉଛି । ଚାଷୀ ଧାର କରଜ ଆଣି ତାର ବିଲରେ ଧାନ ବୁଣି ଥାଏ ହେଲେ ବର୍ଷା ଅଭାବ ଯୋଗୁଁ ଧାନ ଫସଲ ଭଲ ଅମଳ ହୋଇନ ଥିବା ବେଳେ ଚାଷୀ ଆତ୍ମହତ୍ୟା କରିଥିବା ମଧ୍ୟ ଅନେକ ଥର
Read More...

ସର୍ବଭାରତୀୟ ଗବେଷଣାତ୍ମକ ନିବନ୍ଧରେ ବରଗଡ଼ ଛାତ୍ରଙ୍କ କୃତିତ୍ୱ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଦ୍ଵାରା ଆୟୋଜିତ କୋଭିଡ ନିୟନ୍ତ୍ରଣରେ ପ୍ଲାଜ୍ମା ଓ ଲେଜର୍‌ର ପ୍ରୟୋଗ ଶୀର୍ଷକ ଗବେଷଣାତ୍ମକ ନିବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସପ୍ସସ୍ଥାନ (ନାଇଜର)ରେ ଅଧ୍ୟୟନରତ
Read More...

ବଲାଙ୍ଗିର ସଂସ୍କାର ଭାରତୀର ନୂତନ ଦାୟିତ୍ୱ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଚିତ୍ର ସଂଗୀତ ମହାବିଦ୍ୟାଳୟ ‘କଳାଧାମ’, ଟେଲିଗୋଠପଡା ବଲାଙ୍ଗିରଠାରେ କଳା ଓ ସଂସ୍କୃତିର ଉତ୍ଥାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ ସଂସ୍କାର ଭାରତୀ ବଲାଙ୍ଗିର ଶାଖାର କର୍ମକର୍ତ୍ତାମାନଙ୍କ ନୂତନ ଦାୟିତ୍ୱ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ବାବଦରେ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ଘ.୧୦ ଘଟିକା ସମୟରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ସଂଘର ଜିଲ୍ଲା ଉପସଭାପତି କୈସ ରସୁଲ ଖାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାର ବହୁ ଶିକ୍ଷକ ଶିକ୍ଷୟତ୍ରୀ କୋଭିଡ୍‌ ନିୟମକୁ ପାଳନ କରି ଉପସ୍ଥିତ ଥିଲେ ।
Read More...

ବର୍ଷା ଜଳ ଅମଳ ଓ ଭୂତଳ ଜଳ ଭରଣ ସମ୍ପର୍କିତ ତାଲିମ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଟେର୍ଚ୍ଚାପଲାଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ବୁଧବାର ବର୍ଷା ଜଳ ଅମଳ ଓ ଭୂତଳ ଜଳ ଭରଣ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସାଧନ କର୍ମୀ ଭାବେ ଦେବେନ୍ଦ୍ର ମହାଲିଙ୍ଗ
Read More...

ହିରାଖଣ୍ତ ବିଦ୍ୟୁତ କର୍ମଚାରୀ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବିନ୍ଧ୍ୟବାସିନୀ ଅତିଥି ଭବନ ପରିସରରେ ବୁଧବାର ହିରାଖଣ୍ତ ବିଦ୍ୟୁତ କର୍ମଚାରୀ ସଂଘର ଏକ ବୈଠକ ମହାସଂଘ ଉପସଭାପତି ଭରତ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବଡ ଶତପଥି, ମୁଖ୍ୟବକ୍ତା ଭାବେ ମଣ୍ଟୁ
Read More...

ଆସନ୍ତାକାଲି ସକାଳ ୮ଟାରୁ ସଂନ୍ଧ୍ୟା ୫ଟା ଯାଏଁ ବିଦ୍ୟୁତ ସରୋବରାହ ବନ୍ଦ ରହିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ସକାଳ ୮ଟାରୁ ସଂନ୍ଧ୍ୟା ୫ଟା ଯାଏଁ ବିଦ୍ୟୁତ ସରୋବରାହ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଲାଲଟିକ୍ରା ସ୍ଥିତ ୧୩୨/୩୩ କେଭି ଗ୍ରୀଡର ବାର୍ଷିକ ମରାମତି ପାଇଁ ବଲାଙ୍ଗିର ସହର ସବଡିଭିଜନ୍‌ର ସମସ୍ତ ସେକ୍ସନ
Read More...