Yearly Archives

2021

ଗୋ’ ସେବା ସେବା କ୍ଷେତ୍ରରେ ଜୟ ଶ୍ରୀରାମ ଟ୍ରଷ୍ଟ ସମ୍ମାନିତ

ତାଳଚେର, ( ଆର୍ତ୍ତତ୍ରାଣ ପାଣି ) : ତାଳଚେର ଖଣି ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଦୁର୍ଘଟଣାଗ୍ରସ୍ତ ଗୋ'ସମ୍ପଦ ନିଜସ୍ୱ ପ୍ରଚେଷ୍ଟାରେ ଚିକିତ୍ସା କରି ଆସୁଥିବା ଜୟ ଶ୍ରୀରାମ ଟ୍ରଷ୍ଟକୁ ଜାତୀୟ ପ୍ରେସ୍ ଦିବସ ଅବସରରେ ତାଳଚେର ୱାରର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଏହି ମହତ୍ ଅବଦାନ ନିମନ୍ତେ "
Read More...

ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଲେ ନକ୍ସଲ : ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣପୂର୍ବ ରେଳପଥର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ହାୱଡା–ମୁମ୍ବାଇ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରୀ ହୋଇଥିବା ଅଭିଯୋଗ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡି ନିଜ ପତ୍ନୀ ସଂତୋଷିନୀଙ୍କୁ ପ୍ରସୂତି କାଳୀନ କଷ୍ଟ ହେବାରୁ
Read More...

ପାଇକମାଲ ସାପ୍ତାହିକ ବଜାରରେ ଆକ୍ରମଣ : ଗୋପାଳ ସାହୁ ଗୁରୁତର ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଶନିବାର ବଜାର ଦିନ ଲୋକଙ୍କ ଭିଡ ମଧ୍ୟରେ ଗୋପାଳ ସାହୁ ନାମକ ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ସେ ବଜାରରେ ପନିପରିବା କିଣୁଥିବା ବେଳେ ଅଜଣା ବ୍ୟକ୍ତି ଜଣକ ହଠାତ୍‌ ଆସି ତାଙ୍କୁ ଖଣ୍ଡା
Read More...

୧୦ ଫୁଟ୍‌ର ଅଜଗର ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲାଲଟିକ୍ରା ଗ୍ରୀଡ୍‌କୋ ପାଖରେ ପାଖାପାଖି ଏକ ୧୦ ଫୁଟ ଲମ୍ବ ଥିବା ଅଜଗର ସାପ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ପାର୍ଥ କର୍ଣ୍ଣଙ୍କ ଘରେ ଆଜି ସକାଳୁ ଏହି ଅଜଗର ଦେଖା ଦେଇଥିବା ବେଳେ ବଲାଙ୍ଗିର ସ୍ନେକ୍‌
Read More...

କଳାକାରମାନଙ୍କ ପାଇଁ ଖୁସିର ଖବର : ଯାତ୍ରା, ଅପେରା, ଡ୍ରାମା, ସିନେମା ଓ ମେଲୋଡିକୁ ରାଜ୍ୟ ସରକାରଙ୍କ ସ୍ୱିକୃତି…

ଭୁବନେଶ୍ଵର, (ସୁଶାନ୍ତ କୁମାର ସାହୁ) : ଯାତ୍ରା, ଅପେରା, ଡ୍ରାମା, ସିନେମା, ଓ ମେଲୋଡି କଳାକାର ମାନଙ୍କ ପାଇଁ ଖୁସିର ଖବର । ଯାତ୍ରା, ଅପେରା, ଡ୍ରାମା, ସିନେମା, ଓ ମେଲୋଡିକୁ ରାଜ୍ୟ ସରକାରଙ୍କ ସ୍ୱିକୃତି ମିଳିଥିବା ଜଣାପଡିଛି । ଏନେଇ ଏସ୍‌ଆର୍‌ସି ନୂଆ ଗାଇଡଲାଇନ୍ ଜାରି କରିଥିବା
Read More...

ତିନି କଳା କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ଚାଷୀ ସୁରକ୍ଷା ଅଭିଯାନର ସ୍ୱାଗତ

ବ୍ରହ୍ମପୁର, (କେପିଏନ୍‌ଏସ) : କେନ୍ଦ୍ରର ବିଜେପି ସରକାର ଏକ ତରଫା ଭାବେ ଗତ ୨୦୨୦ ନଭେମ୍ବର ୨୬ ତାରିଖରେ ଲୋକସଭା ଓ ରାଜ୍ୟସଭାରେ ୩ କୃଷକ ବିରୋଧୀ କଳା ଆଇନକୁ ପ୍ରେରିତ କରିଥିଲେ । ଏହାର ପ୍ରତିବାଦ କରି ଏକ ବର୍ଷ ବ୍ୟାପି ଭାରତ ବର୍ଷର ହଜାର ହଜାର ଚାଷୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି
Read More...

ହନୁମାଙ୍କଡ ଯୋଗୁଁ ବାଇକ ଦୁର୍ଘଟଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ହନୁମାଙ୍କଡ ଯୋଗୁଁ ବାଇକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଗୋଟିଏ ପରିବାରର ତିନିଜଣ ଅଳ୍ପକେ ରକ୍ଷା ପାଇଛନ୍ତି । ସୂଚନା ଅନୁସାରେ ଗାଇସିଲେଟ ବ୍ଲକ୍ ଭୋଇପାଲି ଗ୍ରାମର ରବି ନାଗ ଓ ତାଙ୍କ ପରିବାର ନିଜ ଘରୁ ଦୁଇଗୋଟି ବାଇକରେ ଭୋରରୁ ବାହାରି ନୃସିଂହନାଥ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୧ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବରର ୨ ଜଣ ରହିଛନ୍ତି । ଏନେଇ ରାଜ୍ୟ
Read More...

ଜଗତ କଲ୍ୟାଣ ହିତେ ସଙ୍ଗମ ଆରତି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ତ୍ରିବେଣୀ ସଂଗମ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ ଦ୍‌ଦ୍ୱାଦଶତମ "ସଂଗମ ଆଳତି" ସମାରୋହ ଅନୁଷ୍ଠିତ ହୋଇଯାଇଛି । ନଦୀର ସୁରକ୍ଷା ଓ ପ୍ରବାହିତ ନଦୀ ଜଳର ସ୍ୱଚ୍ଛତା ବାର୍ତ୍ତାରେ ଆୟୋଜିତ ସଂଗମ ଆଳତି ସମାରୋହର ମଣ୍ଡପରେ ଉଦୟମାନ ଚନ୍ଦ୍ରକୁ
Read More...