Yearly Archives

2021

ନିଆରା ଜନ୍ମଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଶ୍ମିରେଖା ଧରଙ୍କର ୨୫ତମ ଜନ୍ମଦିବସ ଥିଲା ବାସ୍ତବିକ ଅତ୍ୟନ୍ତ ନିଆରା । ସାରା ଜଗତର ଲୋକେ ୨୫ ଡିସେମ୍ବରକୁ ବଡ଼ଦିନ ରୂପେ ପାଳନ କରିଥାନ୍ତି । ରଶ୍ମିଙ୍କର ଜନ୍ମ ଏହି ଦିନରେ ବୋଲି ସେ ନିଜକୁ ଖୁବ୍ ଭଗ୍ୟାଶାଳୀ ବୋଲି ମନେ କରନ୍ତି, କି ସାରା ଜଗତର
Read More...

ପଦ୍ମପୁର ଉପଖଣ୍ଡ ସ୍ତରୀୟ ନିଯୁକ୍ତି ମେଳାରେ ଅଞ୍ଚଳ ମହାବିଦ୍ୟାଳୟ ଯୁବ ରେଡ୍ କ୍ରସ୍‌ର ସ୍ୱେଛାସେବୀମାନଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ଆର୍.ବି. ସ୍କୁଲ୍ ପଡିଆରେ ବରଗଡ ଜିଲ୍ଲା ନିୟୋଜନ ସଂସ୍ଥା ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳା ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଏହି କାର୍ୟ୍ୟକ୍ରମରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଯୁବ ରେଡକ୍ରସ୍‌ର
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜେପି ମହିଳା ମୋର୍ଚ୍ଚା ତରଫରୁ ଶିକ୍ଷୟିତ୍ରୀ ମମିତା ମେହେରକୁ ନ୍ୟାୟ ପ୍ରଦାନ ଦାବୀରେ ଏବଂ ରାଜ୍ୟ ମହିଳା ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରଚେଷ୍ଟାରେ ନିଷ୍କ୍ରିୟତା ବିରୋଧରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହାମହିମ ରାଜ୍ୟପାଳଙ୍କ
Read More...

କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ୫ମ ବାର୍ଷିକୋତ୍ସବ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ମନ୍ତ୍ରମୁଗ୍ଧ

କଣ୍ଟାମାଳ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ(କବ୍ଚା) ପକ୍ଷରୁ ରବିବାର ସାମ୍ବାଦିକ ଭବନ ଠାରେ ସଂଘର ପଞ୍ଚମ ପ୍ରତିଷ୍ଠା ତଥା ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱାସ୍ଥ୍ୟ କର୍ମି, ସ୍ୱେଚ୍ଛାସେବୀ, ସଫଳ ଚାଷୀ, ପରିବେଷବିତ୍‌, ସାମ୍ବାଦିକ
Read More...

ସାଗରପଡ଼ାରେ ଦୁଇ ଦିନ ହେଲା ପଡ଼ିରହିଛି ନିରାଶ୍ରିତା ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଶବ, ପାଖରେ ବସି କାନ୍ଦୁଛି ଅନାଥ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ଦିନ ହେଲା ଜଣେ ନିରାଶ୍ରିତା ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଶବ ପଡ଼ିରହିଛି । ପାଖରେ ବସି କାନ୍ଦୁଛି ଅନାଥ ଶିଶୁ ସଂତାନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ସାଗରପଡ଼ା ସ୍ଥିତ ଶିବମନ୍ଦିର ନିକଟରେ ରହିଥିବା ଏକ ବାସଗୃହରେ । ସୂଚନା ଅନୁସାରେ
Read More...

ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ସଇଁନ୍ତଲା ସଫଳତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭୁବନେଶ୍ୱର ସ୍ଥିତ ରେଲୱେ ଇଣ୍ଡୋର୍‌ ଷ୍ଟାଡିୟମ ଠାରେ ଜୋନ୍‌ ଓଡ଼ିଶା ଷ୍ଟେଟ କରାଟେ ଚାମ୍ପିୟାନସିପ୍‌ ଆୟୋଜନ ହୋଇଥିଲା । କରାଟେ ଏସୋସିଏସନ୍‌ ଅଫ୍‌ ଇଣ୍ଡିଆରେ ସାଧାରଣ ସମ୍ପାଦକ ହାନସି ରଜନିସ ଚୌଧୁରୀ ଏବଂ ଓଡ଼ିଶା ଏମ୍‌ଚର କରାଟେ ଏସୋସିଏସନର ସଭାପତି
Read More...

ମା’ ବସ୍ତ୍ରେନ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଂଟର ଉଦ୍‌ଯାପିତ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଦ ଗ୍ରାମରେ ଗତ ୨୦/୧୨/୨୦୨୧ରୁ ଆରମ୍ଭ ହୋଇଥିବା ମା' ବସ୍ତ୍ରେନ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଂଟର ଉଦ୍‌ଯାପନି ଗତକାଲି ଅନୁଷ୍ଠିତ ହୋଇଯାଇଛି । ଗତ ୭ବର୍ଷ ଧରି ଏହି ଫୁଟବଲ ଟୁର୍ଣ୍ଣାମେଂଟ ନେହେରୁ ଯୁବକ ସଂଘ
Read More...

କଂଟାବାଂଜି ପୋଲିସ ସବ୍‌ଡିଭିଜନ ଅଧିନରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ସ୍ୱାଗତ…

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି ପୋଲିସ ସବ୍‌ଡିଭିଜନ ଅଧିନସ୍ଥ କଂଟାବାଂଜି, ମୁରିବାହାଲ, ବଙ୍ଗୋମୁଣ୍ଡା ଓ ତୁରେକେଲା ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନାଧିକାରୀ, ସବ୍‌ ଇନ୍ସପେକ୍ଟର, ଏଏସ୍‌ଆଇ ଅଧିକାରୀମାନଙ୍କୁ ଶନିବାର ରାତିରେ କଂଟାବାଂଜି ଥାନା ପରିସରରେ ସ୍ୱାଗତ
Read More...

ଅବକାରୀ ବିଭାଗର ପେଟ୍ରୋଲିଂ ବେଳେ ଜଣେ ଗିରଫ : ୨୦୦ ପାଉଚ ଜବତ ସହ ଜଣକୁ କୋର୍ଟ ଚାଲାଣ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ଥାନା ଦ୍ୱାରା ଗତକାଲି ଦିନ ପେଟ୍ରୋଲିଂ ବେଳେ କଂଟାବାଂଜି ଥାନା ରଜାମରା ଗ୍ରାମ ନିକଟରେ ଜଣେ ବ୍ୟକ୍ତିକୁ ଅବକାରୀ ବିଭାଗ ଗିରଫ କରିଥିବା ସୂଚନା ମିଳିଛି । ସୂଚଦା ଅନୁସାରେ ଚଢଉ ବେଳେ ଅଭିଯୁକ୍ତ ପାଣ୍ଡବ ରଣା
Read More...

କୋଶଳିଆ ମାଳି ସମାଜର ସାଂଗଠନିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର ସର୍କଲର ଗଣ୍ଠିଆପାଲି, ସାହାଜବାହାଲ, କନ୍ଦୁମୁଣ୍ଡା, ବରକାନୀ, ପୁଟୁକା, ସାଇପାଲି, ଖୁଣ୍ଟପାଲି ଗାଁମାନଙ୍କର ଜାତି ଭାଇଭଉଣୀଙ୍କୁ ନେଇ ଷଷ୍ଠ ଜୋନାଲ ବୈଠକ ବରକାନୀ ଗ୍ରାମର ସ୍ୱର୍ଗତ ଗୟଳ ନାଏକ ଦାନ ଦେଇଥିବା ଜମିରେ
Read More...