Yearly Archives

2021

ନୀଳପୁରାରେ ଅଲେଖ ମହିମା ଆଶ୍ରମ ପ୍ରତିଷ୍ଠା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଗବଗାଁ ପଞ୍ଚାୟତ ଅନ୍ତର୍ଗତ ନୀଳପୁରା ଗ୍ରାମରେ ସ୍ୱର୍ଗତଃ ଶ୍ରୀଧର ପାଳଙ୍କ ସ୍ମୃତି ଉପଲକ୍ଷେ ଯୋରନ୍ଦା ମହିମା ଆଶ୍ରମର କୌପିନି ଧାରୀ ତଥା ବାଲେଶ୍ୱର ମହିମା ସମାଜର ସଭାପତି କରୁଣାକର ବାବାଙ୍କ ଦ୍ୱାରା ଅଲେଖ ମହିମା ଆଶ୍ରମ ପ୍ରତିଷ୍ଠା
Read More...

ନରସିଂହ ମହାପାତ୍ରଙ୍କ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ପୁରୁଣା ଡେଲାଙ୍ଗ ଗ୍ରାମର ବରିଷ୍ଠ ସମାଜସେବୀ ନରସିଂହ ମହାପାତ୍ର(୯୦)ଙ୍କ ଗତ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଥିବା ଜଣାପଡିଛି । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ବିୟୋଗରେ
Read More...

୫ ଦଫା ଦାବୀରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୫ ଦଫା ଦାବୀରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛି । ବ୍ୟାଙ୍କ କର୍ମଚାରୀମାନଙ୍କ ଦୀର୍ଘ ଦିନର ଦାବୀକୁ ବାରମ୍ବାର ଉପେକ୍ଷା କରାଯାଉଥିବା ବେଳେ ୫ ଦାଫା ଦାବୀ ନେଇ ବିଗତ ୧୧ ତାରିଖରେ
Read More...

ଭିଜିଲାନ୍ସ ଜାଲରେ ସୁପର ଭାଇଜର ଦିଦି

ନୂଆପଡା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ସୁପର ଭାଇଜର ଦିଦି । ଅଙ୍ଗନୱାଡ଼ି ଚାକିରୀ କରାଇଦେବା ପାଇଁ ୮୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସିନାପାଲି ଚଟିଆଗୁଡ଼ା ସେକ୍ଟର ସୁପର ଭାଇଜର ହର୍ଷମଣି ମହାନନ୍ଦ । ସୂଚନା ଅନୁସାରେ ସିନାପାଲି ସାଗୁନଭାଡ଼ି
Read More...

ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜନୀତି ବିଷାରଦ, ସାମ୍ବାଦିକ ଓ ସାହିତ୍ୟ ତ୍ରିବେଣୀଧାରା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ ସେକ୍ଟର ୫ ଗୁଣ୍ଡିଚା ମନ୍ଦିରଠାରେ ପାଳିତ ହୋଇଯାଇଛି । ସୁନ୍ଦରଗଡ ସାଂସଦ ତଥା
Read More...

ବିଭିନ୍ନ ସମସ୍ୟା ନେଇ ଅଞ୍ଚଳବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ପୋଇରାଶି ପଞ୍ଚାୟତରେ ବିଭିନ୍ନ ସମସ୍ୟା ନେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ସୁବାସ ଚନ୍ଦ୍ର ବେହେରା । ପୋଇରାଶି ପଞ୍ଚାୟତର ବରପଲ୍ଲୀ ଓ ଭୁଆଁଭୁଇଁ ଗ୍ରାମକୁ ଗ୍ରସ୍ଥ କରି ଗ୍ରାମ୍ୟ କଲ୍ୟାଣମଣ୍ଡପ, ସ୍କୁଲ ଗୃହ
Read More...

କୋମନା ପୋଲିସ ଦ୍ୱାରା ୧୧ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡା, (ନିରାକାର ମେହେର) : ବାହାର ରାଜ୍ୟକୁ ଚଲାଣ ବେଳେ ନୂଆପଡା ଜିଲ୍ଲା କୋମନା ପୋଲିସ ଦ୍ୱାରା ୧୧ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ୫ ଜଣ ଶିଶୁ ୬ ଜଣ ପୁରୁଷ ଓ ମହିଳା ଅଛନ୍ତି । ଉଦ୍ଧାର ଦାଦନମାନେ କୋମନା ବ୍ଲକ ପେଣ୍ତରାବନ ପଞ୍ଚାୟତ ପଲସିପାନି ଗାଁର ବୋଲି ସୂଚନା
Read More...

କୁଳିଙ୍ଗାମାଲ ଗ୍ରାମରେ ଅଲେଖ ମହିମା ନାମଯଜ୍ଞ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ କୁଳିଙ୍ଗାମାଲ ଗ୍ରାମରେ ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଅଲେଖ ମହିମା ନାମଯଜ୍ଞ ଅନୁଷ୍ଠିତ ହୋଇଅଛି । ନାମଯଜ୍ଞ ବୈଦିକ ଯଜ୍ଞ ତଥା ଅଲେଖ ମହିମା ଧର୍ମଧୁନୀ ପ୍ରଜ୍ଜ୍ୱଳନ ଆଦି କରାଯାଇଥିଲା ।
Read More...

ଉଗାଣ୍ଡା ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନରେ ଓଡିଶାର ପ୍ରମୋଦ ଜିତିଲେ ୩ ରୌପ୍ୟ

ଉଗାଣ୍ଡା : ଉଗାଣ୍ଡାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ ପ୍ରତିଯୋଗିତାରେ ଓଡିଶାର ପ୍ରମୋଦ ଭଗତ ୩ଟି ରୌପ୍ୟ ପଦକ ହାସଲ କରିଛନ୍ତି । ଟୋକିଓ ପାରା ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ୩ଟି ଯାକ ଇଭେଂଟରେ ଫାଇନାଲରେ ହାରି ଯାଇଥିଲେ । ପୁରୁଷ ଏସ୍‌ଏଲ୍‌୩ରେ ସେ ନିଜ ଦେଶର
Read More...

ଆଜି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବ ଉଡ଼ାନ ଉତ୍ସବ

ଝାରସୁଗୁଡ଼ା : ଆଜି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବ ଉଡ଼ାନ ଉତ୍ସବ । ଏହି ଉତ୍ସବରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗଦେଇଥିଲେ । ଏଠାରେ ପହଞ୍ଚିବା ପରେ ଆୟୋଜିତ ହେବାକୁ ଥିବା ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ
Read More...