Yearly Archives

2021

ପୋଷ୍ୟ ସନ୍ତାନ ଗ୍ରହଣ, ସ୍ନେହ ଓ ବନ୍ଧନର ପ୍ରତୀକ ସଚେତନତା ରଥର ଆନୁଷ୍ଠାନିକ ଭ୍ରମଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ପୋଷ୍ୟ ସନ୍ତାନ ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ
Read More...

ବଙ୍ଗୋମୁଣ୍ଡା ପୁଲିସ ଦ୍ୱାରା ୧୭ ଜଣ ଦାଦନ ଶ୍ରମିକ ଉଦ୍ଧାର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ଗତକାଲି ଭୋର ସମୟରେ ବହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଥିବା ୧୭ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ପୋଲିସ ବୋଲି ଖବର ମିଳିଛି । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକ ମାନଙ୍କ ମଧ୍ୟରୁ ୮ ଜଣ
Read More...

ଗତ ୨୪ ଘଂଟାରେ ୨୮୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫୩ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୨୨୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ଜୁନିଅର ବିଶ୍ୱକପ୍ ହକି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ଜୁନିଅର ବିଶ୍ୱକପ୍ ହକି ଆରମ୍ଭ ହୋଇଛି । ବିନା ଦର୍ଶକରେ ମ୍ୟାଚ୍ ଖେଳାଯାଉଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବେଲଜିୟମ୍ ଓ ଦକ୍ଷିଣ ଆଫ୍ରିକା । ଆଜି ୫ଟି ମ୍ୟାଚ୍ ଖେଳାଯିବ । କାନାଡ଼ା-ପୋଲାଣ୍ଡ,
Read More...

ଯକ୍ଷ୍ମା ମୁକ୍ତ ଭାରତ ନିମନ୍ତେ ଜନ ଆନ୍ଦୋଳନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାର ୨୦୨୫ ସୁଦ୍ଧା ଭାରତ ବର୍ଷକୁ ଯକ୍ଷ୍ମା ମୁକ୍ତ କରିବା ଲକ୍ଷ୍ୟ ନେଇ ଯକ୍ଷ୍ମା ମୁକ୍ତ ଭାରତ କାର୍ଯ୍ୟକ୍ରମ ପରିକଳ୍ପନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶୀଘ୍ର ପରୀକ୍ଷଣ, ଚିକିତ୍ସାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ଯକ୍ଷ୍ମା ରୋଗ ଭଳି
Read More...

ମମତା ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ, ଉଠାଇ ପାରନ୍ତି ତ୍ରିପୁରା ହିଂସା ପ୍ରସଙ୍ଗ

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ଏହି ବୈଠକ ସମୟରେ ସେ ତ୍ରିପୁରା ହିଂସା ପ୍ରସଙ୍ଗ ଓ ବିଏସ୍‌ଏଫ୍‌ର ଅଧିକାର କ୍ଷେତ୍ର ବଢ଼ାଇବା ବିଷୟ ଉଠାଇ ପାରନ୍ତି ବୋଲି ଜଣାପଡ଼ିଛି । ତୃଣମୂଳ
Read More...

ବାଇଡେନ ଏପରି କାମ କଲେ, ଯେଉଁଥିରେ ‘ଡ୍ରାଗନ୍’କୁ ଲାଗିବ ଝଟ୍‌କା

ନୂଆଦିଲ୍ଲୀ : ଡେମୋକ୍ରେସି ଉପରେ ଭର୍ଚୁଆଲ୍ ଶିଖର ସମ୍ମିଳନୀ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବିଶ୍ୱର ୧୧୦ ଦେଶକୁ ଆମନ୍ତ୍ରଣ କରିଛନ୍ତି । ଏହି ଭର୍ଚୁଆଲ୍ ଶିଖର ସମ୍ମିଳନୀ ୯-୧୦ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି । ସୂଚନାଯୋଗ୍ୟ ଯେ, ଆମେରିକା ଚୀନ୍‌କୁ ଏହି ଶିଖର
Read More...

ଧର୍ମ ପରାୟଣା ମହିଳାଙ୍କ ଦେହାନ୍ତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଅପରବସଷ୍ଟାଣ୍ଡ ସ୍ଥିତ ଚର୍ଚ୍ଚରୋଡ଼ ଛକ ବାସିନ୍ଦା ଧର୍ମପରାୟଣା ମହିଳା କେ.ତୁଳସୀଆମ୍ମାଙ୍କ ଗତ ସୋମବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା । ସେ କିଛିଦିନ ଧରି ସାମାନ୍ୟ ଶାରୀରିକ ଅସୁସ୍ଥ
Read More...

ବଲାଙ୍ଗିର ଜିଲ୍ଲା ସଂଗଠନର କାର୍ଯ୍ୟକାରିଣୀ ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏମ୍‌ଆଇ ବଙ୍ଗଳାରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ ସଭାପତି ବିପିନ ଦାସଙ୍କ ଉପସ୍ଥିତିରେ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲା ସଂଗଠନର କାର୍ଯ୍ୟକାରିଣୀ ବୈଠକ ଏବଂ ଏକ ସାମ୍ବାଦିକ
Read More...

ସ୍ୱତନ୍ତ୍ର ଅଫର୍‌ : ମଦ କିଣା ଉପରେ ୧୦% ରିହାତି, ପାଇବାକୁ ହେଲେ କରିବାକୁ ହେବ ଏହି କାମ

ମନ୍ଦସୌର : ମଧ୍ୟପ୍ରଦେଶର ମନ୍ଦସୌର ସହରର ତିନୋଟି ମଦ ଦୋକାନରେ ଦେଶୀ ମଦ କିଣିବା ଉପରେ ୧୦ ପ୍ରତିଶତ ରିହାତି ଦିଆଯିବାକୁ ଘୋଷଣା କରାଯାଇଛି । ତେବେ ଏହି ରିହାତି ପାଇବାକୁ ହେଲେ କରିବାକୁ ହେବ ଏହି କାମ । ଏହି ରିହାତି ନଭେମ୍ବର ୨୪ରେ କେବଳ ଗୋଟିଏ ଦିନ ପାଇଁ ରଖାଯାଇଛି । ସୂଚନାଯୋଗ୍ୟ ଯେ,
Read More...