Yearly Archives

2021

ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ କନେଷ୍ଟବଲ ସୁଦର୍ଶନ ପ୍ରଧାନ : ତିନୋଟି ସ୍ଥାନର ସମ୍ପତ୍ତି ବିବରଣୀରେ ତିନୋଟି କୋଠାର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ଥରେ ଖାକିରେ ଦାଗ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଭିଜିଲାନ୍ସ ଟିମ୍‌ ସୁଦର୍ଶନଙ୍କ ବ୍ରହ୍ମପୁର
Read More...

ଖଟୁଆକୁଦା ଗ୍ରାମରେ ପଞ୍ଚାୟତ ପକ୍ଷରୁ ଗାଁ ସଫେଇ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପରିବେଶକୁ ସ୍ଵଚ୍ଛ ରଖିବା ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା-ମୋ ସ୍ୱାଭିମାନ ସୁସ୍ଥ ଗଞ୍ଜାମକୁ ନେଇ ପାଳିବନ୍ଧ ଗ୍ରାମ ପଞ୍ଚାୟତ ପକ୍ଷରୁ ଗଂଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗ୍ରାମରେ 'ଗାଁ
Read More...

ହତ୍ୟା ଘଟଣାରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଧିନସ୍ଥ, ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର କଣ୍ଠିଆପଲ୍ଲୀ ଗ୍ରାମର ଗ୍ରାମ୍ୟ ସଭାପତି କେ.ଗୋବିନ୍ଦ ରେଡିଙ୍କ ହତ୍ୟାକାଣ୍ଡ ଘଟଣାରେ ତିନି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡରେ
Read More...

ହାଇକୋର୍ଟର ନିର୍ଦ୍ଦେଶକୁ ଗୁଡଭେଲା ବ୍ଲକ ପ୍ରଶାସନର ବେଖାତିର ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଉନ୍ନତିକରଣ ଅଗଷ୍ଟ ମାସର ପ୍ରଥମ ସପ୍ତାହରୁ ପଞ୍ଚମ ଅର୍ଥ କମିଶନରୁ ପ୍ରାୟ ୯୬ ଲକ୍ଷ ଟଙ୍କା ଆସି ପଡି ରହିଥିବାରୁ ୨ ସପ୍ତାହ ମଧ୍ୟରେ ଉନ୍ନୟନ କାର୍ଯ୍ୟ ଗୁଡିକ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି
Read More...

କ୍ୟାନସର ପୀଡିତଙ୍କ ବିନା ଖର୍ଚ୍ଚରେ ଚିକିତ୍ସା କରାଇ ପ୍ରତିଶୃତି ପୂରଣ କଲା ମାହେଶ୍ୱରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସମାଜିକ ସଂଗଠନ ମାହେଶ୍ୱରୀ ବିଭିନ୍ନ ସମୟରେ ବଲାଙ୍ଗିରବାସୀଙ୍କ ପ୍ରତି ତାଙ୍କର ସାମାଜିକ ଦାୟିତ୍ୱର ପ୍ରତିପାଦନ କରିଆସିଛନ୍ତି । ଆଜି ତାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ବିନ୍ଧାପାଲି ଗ୍ରାମର ଲକ୍ଷ୍ମଣ ଭୋଇ ନାମକ ଜଣେ
Read More...

ବଲାଙ୍ଗିର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ସତ୍ୟନାରାୟଣ ବେହେରାଙ୍କ ପାର୍ଥିବ ଶରୀରକୁ ସାମ୍ବାଦିକ ଭବନରେ ଦିଆଗଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ସତ୍ୟନାରାୟଣ ବେହେରାଙ୍କ ପାର୍ଥିବ ଶରୀରକୁ ବଲାଙ୍ଗିର ସାମ୍ବାଦିକ ଭବନରେ ଅଶ୍ରୁଳ ବିଦାୟ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନ ୧ଟା ୪୫ମି. ସମୟରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ସ୍ଥାନୀୟ ଭୀମ ଭୋଇ
Read More...

ନିଶାଶକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଖଣି ଅଞ୍ଚଳ ଆଜି କାଲି ଶୀତ ଯେତିକି ପଡି ପଡି ଆସୁଛି, ନିଶା ସେବନ ସେହିଭଳି ଜୋର ଧରୁଛି । ଖାଲି ମଦ ନୁହେଁ, ଧଳା ପାଉଡର (ଡ୍ରଗ୍ସ)ର ମଧ୍ୟ କାରବାର ବୃଦ୍ଧି ହେଉଥିବା ଶୁଣାଯାଉଛି । ତାଳଚେରରେ ମଧ୍ୟ ନିଶାଶକ୍ତ ମଦ୍ୟପ ଓ ଡ୍ରଗ୍ସ ସେବନକାରୀଙ୍କ
Read More...

ବାଲ୍ୟ ବନ୍ଧୁ ତଥା ସାମ୍ବାଦିକ ସତ୍ୟ ବେହେରାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ନରସିଂହ

ସାମ୍ବାଦିକତା କ୍ଷେତ୍ରରେ ସତ୍ୟ ଚିର ସ୍ମରଣୀୟ ହୋଇ ରହିବ - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମଧ୍ୟାହ୍ନ ସମୟରେ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହରାଙ୍କ ବିୟୋଗ ଘଟିଛି । ବାଲ୍ୟ ବନ୍ଧୁଙ୍କ ବିୟୋଗରେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର
Read More...

ଏନ୍‌ସିସି ଏବଂ ସଂକଳ୍ପ ପରିବାର ପକ୍ଷରୁ ବରଗଡ ପଞ୍ଚାୟତ ବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ପଞ୍ଚାୟତ କଲେଜ ଏନ୍‌ସିସି ଏବଂ ସଂକଳ୍ପ ପରିବାରର ମିଳିତ ଉଦ୍ୟମରେ ଆଜି ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଏନ୍‌ସିସି ଦିବସ ଏବଂ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର
Read More...

ତୁଷୁରା ପ୍ରଜାପିତା ବହ୍ମକୁମାରୀ ପକ୍ଷରୁ ଜୁନିୟର ମିସ୍‌ କୋଶଳକୁ ସମ୍ମାନିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ପ୍ରଜାପିତା ବହ୍ମକୁମାରୀ ସଂସ୍ଥା ପକ୍ଷରୁ ଆଜି ଜୁନିୟର ମିସ୍‌ କୋଶଳ ୨୦୨୦-୨୧ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆନନ୍ଦିତା ସାମନ୍ତଙ୍କୁ ମାନପତ୍ର ଓ ଫୁଳଗୁଚ୍ଛା ଦେଇ ସମ୍ମାନୀତ କରାଯାଇଛି । ଏହି ସଂସ୍ଥାର ମୁଖ୍ୟ ପରିଚାଳିକା
Read More...