Yearly Archives

2021

ଓଡ଼ିଶାର ପ୍ରଥମ ପ୍ରାଚୀନ ସଙ୍ଗୀତ ମହାବିଦ୍ୟାଳୟର ପୂନଃ ଉଦ୍ଧାର ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ପ୍ରଥମ ସଙ୍ଗୀତ ମହାବିଦ୍ୟାଳୟର ସ୍ଥାନ ହେଉଛି, ପବିତ୍ର ଭଞ୍ଜ-ଭୂମି ଗଞ୍ଜାମ ଜିଲ୍ଲାର ବୈରାଣୀଠାରେ ବୋଲି କୁହାଯାଏ । ବୈରାଣୀ ଅବା 'ବୋହୂରାଣୀର ଅପଭ୍ରଂଶ'ରୁ ସୃଷ୍ଟି ବୋଲି କଥିତ ଅଛି । ଯାହାକି ଅଧୂନା କବିସୂର୍ଯ୍ୟନଗର ନାମରେ ନାମିତ ଓ
Read More...

ମ.ରାମପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର କଲେଜ ପଡ଼ିଆଠାରେ ମ.ରାମପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲୁଥିବା ବେଳେ ଆଜିର ପ୍ରଥମ ମ୍ୟାଚ ମୋହନଗିରୀ ଓ କଶ୍ରୁପଡ଼ା ମଧ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ପ୍ରବୀର ପାଟ୍ଟଯୋଶୀ ଯୋଗଦେଇ
Read More...

୧୯ ତମ ସ୍ପାଟନ କ୍ଲବର ଫୁଟବଲ ଟୁର୍ଣ୍ଣାମେଣ୍ଟ : ଚନ୍ଦ୍ରପୁର୍ ଓ ଝରଣୀ ଗାଁ ବିଜୟୀ

ପାଟଣାଗଡ଼ (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଜୟରାମ ମେହେର ହାଇସ୍କୁଲ୍ ପଡିଆଠାରେ ସ୍ପାଟନ କ୍ଲବ୍ ପକ୍ଷରୁ ୧୯ତମ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ଚୂଳଚନ୍ଦ୍ର ବଛା ଯୋଗଦେଇଥିବା ବେଳେ
Read More...

ସର୍ଗିପାଲିରେ ବିଜେପିର କର୍ମୀ ସମ୍ମିଳନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଦକେଳଗାଁ ପଞ୍ଚାୟତ ସର୍ଗିପାଲି ଗ୍ରାମର ସ୍ଥାନୀୟ ଖେଳ ପଡିଆଠାରେ ଆଜି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର କର୍ମୀ ସମ୍ମିଳନୀ ବିଜେପି ନେତା ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ପ୍ରକଳ୍ପ ରକ୍ଷକ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ କରିବ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ରକ୍ଷକ ପ୍ରକଳ୍ପ ଦ୍ୱାରା ୩୦ ସପ୍ତାହରେ ୩୦ ଜିଲ୍ଲାରେ ୩୦୦ ମାଷ୍ଟର ଟ୍ରେନର ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ ବ୍ୟକ୍ତି ବିଶେଷଙ୍କୁ ତାଲିମ ପ୍ରଦାନ କରାଯାଇ ଆଗାମୀ ଦିନରେ ରାସ୍ତାରେ
Read More...

ବ୍ଲକସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ତରଫରୁ ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହେଇଯାଇଛି । ସହଗୋଷ୍ଠୀ ଶିକ୍ଷାଧିକାରୀ ବେଣୁଧର କୁମାର କାର୍ଯ୍ୟକ୍ରମକୁ ଶୁଭଉଦଘାଟନ କରିବା ପରେ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜନ
Read More...

ବିପୁଳ ପରିମାଣରେ ସାଇଜ ଓ ପଟା ଜବତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଆଜି ନର୍ଲା ବନବିଭାଗ ଅଧିକାରୀ ଗିରିଧାରୀ ନାଗ ଓ ମ.ରାମପୁର ବନବିଭାଗ ଅଧିକାରୀ ଅତିସ କୁମାର ଦାସଙ୍କ ନେତୃତ୍ୱରେ କନକପୁର ଗାଁର ମୁରଲୀଧର ସାହୁଙ୍କ ଘରକୁ
Read More...

କେନ୍ଦୁପତ୍ର ଶ୍ରମିକଙ୍କୁ ଦେଇଥିବା ପ୍ରତିଶୃତି ସରକାର ପୁରଣ କରନ୍ତୁ : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ତୋଲାଳି, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ଦେଇଥିବା ସମସ୍ତ ପ୍ରତିଶୃତି ପାଳନ କରିବା ପାଇଁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କ ଠାରେ
Read More...

ହରିଶଙ୍କର ପୀଠରେ ସିଆର୍‌ପିଏଫ୍‌ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ସିଆର୍‌ପିଏଫ୍‌ ବାଟାଲିୟନ ୧୮୯ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ସିଆର୍‌ପିଏଫ୍‌ ଆସିଷ୍ଟାଣ୍ଟ୍ କମାଣ୍ଡର ପବନ କୁମାର ତିଓ୍ୱାରୀ ଏବଂ ଲଖବିନ୍ଦର ସିଂହ
Read More...

ଦୀର୍ଘ ଦିନରୁ ଫେରାର ଥିବା କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାର ଗିରଫ

କଟକ : ଦୀର୍ଘ ଦିନରୁ ଫେରାର ଥିବା କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାର ଗିରଫ ହୋଇଥିବା ଜଣାପଡିଛି । ଓଡିଶା ଏସ୍‌ଟିଏଫ୍‌ ରାଜସ୍ଥାନ ପୋଲିସର ସହାୟତାରେ ସ୍ଥାନୀୟ ଯୋଦ୍ଧପୁରରୁ ଏହି କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାରକୁ ଗିରଫ କରିଛି । ଆଜବାହାରର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର
Read More...