Daily Archives

ସିନ୍‌ଜେନଟା ଇଣ୍ଡିଆ ତରଫରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ୩୦ ଶଯ୍ୟା ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିନଜେନଟା ଇଣ୍ଡିଆ ଲିମିଟେଡ ପକ୍ଷରୁ ୩୦ ଶଯ୍ୟା ପ୍ରଦାନ କରାଯାଇଛି । ଗତକାଲି ଏକ ସ୍ୱତନ୍ତ୍ର ଉତ୍ସବରେ କଂପାନୀର ବିଜନେସ ମେନେଜର ଶଶୀଭୂଷଣ ଡିଏମ୍‌ଓ ଡାକ୍ତର ବିଭୂତି ଭୂଷଣ ମେହେରଙ୍କୁ ଏହି ଶଯ୍ୟା ହସ୍ତାନ୍ତର କରିଥିଲେ
Read More...

ସବୁଜ ଛତ୍ରପୁର ସହର ପାଇଁ ‘ମୁକ୍ତା’ ଯୋଜନାରେ ୧ କୋଟି ୫୪ ଲକ୍ଷ ଟଙ୍କା ଅନୁମୋଦନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ବ୍ରିଟୀଶ ରାଜତନ୍ତ୍ର ସମୟର ଅଟେ । ଗଞ୍ଜାମ ମହକୁମା ଭାରତର ପ୍ରଥମ ଜିଲ୍ଲା ହେଡକ୍ୱାଟର ହୋଇଥିବା ବେଳେ ବ୍ରିଟୀଶମାନଙ୍କର ବସତି ଛତ୍ରପୁର ଭଳି ସବୁଜିମା ଓ ବାତାନୁକୂଳ ସ୍ଥାନକୁ ବାଛିନେଇ ଏଠାରେ
Read More...

ମଣିଷର ଜୀବନଯାତ୍ରା

ମୀନକେତନ ବାରଲେବଡ଼ିଆ ମଣିଷର ଜୀବନଯାତ୍ରା ନିଜ ଆୟତ୍ତରେ ନ ଥାଏ । ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରିବାର ସ୍ବପ୍ନ ଦେଖୁଥିବା ବେଳେ ପତ୍ନୀ ଛାଡ଼ପତ୍ର ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହୁଏ, ପୁତ୍ର ଭଲ ପାଠପଢ଼ି ଡାକ୍ତର କି କଲେକ୍ଟର ହେବ ଭାବୁଥିବା ବେଳେ ଦଶମ ଶ୍ରେଣୀରୁ ହିଁ ଝୁଣ୍ଟି
Read More...

ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ଵର, (ପିଆଇବି) : ଭାରତୀୟ ସମ୍ବିଧାନ ବିଶ୍ଵର ଏକ ସ୍ଵତନ୍ତ୍ର ସମ୍ବିଧାନ, ଏହାକୁ ଉଚିତ ସମ୍ମାନ ଦେବା ଏବଂ ଭଲ ଭାବେ ବୁଝିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ । ଭୁବନେଶ୍ଵର ସ୍ଥିତ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ
Read More...

ଶାସକ ଓ ବିରୋଧୀ ନିର୍ବିଶେଷରେ ସବୁ ସାଂସଦ ସଂସଦର ମର୍ଯ୍ୟାଦା ଓ ଗରିମାର ରକ୍ଷାକର୍ତ୍ତା : ରାଷ୍ଟ୍ରପତି କୋବିନ୍ଦ

ସମ୍ବିଧାନ ଦିବସ ପାଳନ ଉତ୍ସବରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ବୋଧନ ନୂଆଦିଲ୍ଲୀ, (ପିଆଇବି) : ଶାସକ ଦଳ ହୁଅନ୍ତୁ କିମ୍ବା ବିରୋଧୀ, ସଂସଦର ସମସ୍ତ ସଦସ୍ୟ ଦଳମତ ନିର୍ବିଶେଷରେ ଏହାର ଗରିମା ଓ ମର୍ୟ୍ୟାଦାର ରକ୍ଷାକର୍ତ୍ତା ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି । ଭାରତୀୟ
Read More...

କଟକ ଏସସିବି ମେଡ଼ିକାଲ କଲେଜର ପ୍ଲାଟିନମ ଜୁବଲି କନକ୍ଲେଭ୍‌ରେ ଦୀକ୍ଷାନ୍ତ ଅଭିଭାଷଣ

ଡ. ପି.କେ. ମିଶ୍ର, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରଫେସର ଦତେଶ୍ୱର ହୋତା, ଅଧ୍ୟକ୍ଷ, ଏସସିବି ମେଡ଼ିକାଲ କଲେଜ; ପ୍ରଫେସର ବିଦ୍ୟୁତ ଦାସ, ବୈଜ୍ଞାନିକ ସମିତି ଅଧ୍ୟକ୍ଷ; ପ୍ରଫେସର ମହାପାତ୍ର, ସଂଯୋଜକ; ଅଧ୍ୟାପକ ଓ କର୍ମଚାରୀଗଣ, ସମ୍ମାନିତ ଅତିଥି ଓ ପୂର୍ବତନ ଛାତ୍ରଛାତ୍ରୀଗଣ, ଏବଂ
Read More...

ସମ୍ବିଧାନ ଦିବସ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

• ପ୍ରଧାନମନ୍ତ୍ରୀଙ୍କ ବାବା ସାହେବ ଆମ୍ବେଦକର ଓ ରାଜେନ୍ଦ୍ର ପ୍ରସାଦଙ୍କୁ ପ୍ରଣିପାତ• ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ବାପୁଙ୍କ ସମେତ ଅନ୍ୟମାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି• ୨୬/୧୧ର ଶହୀଦମାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି• “ସମ୍ବିଧାନ ଦିବସ ପାଳନ ହେବା ଉଚିତ କାରଣ ଆମେ ଠିକ ନା
Read More...

ଜର୍ମାନୀରେ ଚିକିତ୍ସିତ ହେଉଥିବା ଫିଲ୍ମ ସୁପର୍‌ ଷ୍ଟାର୍‌ ଅନିଲ କପୁର ସେଠାରୁ ଭିଡିଓ ସେୟାର କଲେ

ମୁମ୍ବାଇ : ବଲିଉଡ ଅଭିନେତା ସୁପର୍‌ ଷ୍ଟାର୍‌ ଅନିଲ କପୁର ଅସୁସ୍ଥ ଅଛନ୍ତି, ଯେଉଁଥିପାଇଁ ସେ ଜର୍ମାନୀ ଯାଇ ସେଠାରେ ଚିକିତ୍ସିତ ହେଉଛନ୍ତି । ଜର୍ମାନୀରେ ଚିକିତ୍ସା ସମୟରେ ଅନିଲ କପୁର ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଜର୍ମାନୀ ରାସ୍ତାରେ ବୁଲୁଥିବାର
Read More...